ବିଧାନ ସଭା ନିର୍ବାଚନ ମଣ୍ଡଳୀ ବରୀ

ବରୀ (କ୍ରମିକ ସଂଖ୍ୟା: ୪୯) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବରୀ ବ୍ଳକ, ରସୁଲପୁର ବ୍ଳକର କିଛି ଅଞ୍ଚଳ ଓ ଯାଜପୁର ବ୍ଳକର କିଛି ଅଞ୍ଚଳ ।

ବରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୨,୧୧୨
ଜିଲ୍ଲା: ଯାଜପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଯାଜପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବାଶିଷ ନାୟକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କଠାରୁ ୭୧୭୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବାଶିଷ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନବକିଶୋର ସାମଲଙ୍କଠାରୁ ୧୧,୭୬୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ବରୀ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଦେବାଶିଷ ନାୟକ ୫୫,୮୪୨ ୫୧.୨୩ -
କଂଗ୍ରେସ ନବ କିଶୋର ସାମଲ ୪୪,୦୭୫ ୪୦.୪୩ -
ଭାଜପା ଜଗନ୍ନାଥ ପ୍ରସାଦ ସାମଲ ୬,୮୮୮ ୬.୩୨ -
ସମୃଦ୍ଧ ଓଡ଼ିଶା ମନୋରଞ୍ଜନ ଜେନା ୮୪୧ ୦.୭୭ -
ବସପା ରୋହିତ କୁମାର ମଲ୍ଲିକ ୭୪୧ ୦.୬୮ -
ସପା ଅଶୋକ କୁମାର ମହାନ୍ତି ୬୧୮ ୦.୫୭ -
ଭୋଟ ବ୍ୟବଧାନ ୧୧,୭୬୭ ୧୦.୭୯* -
ମତଦାନ ହାର ୧,୦୯,୦୫୨ ୫୮.୮୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ବରୀ-ଡେରାବିଶ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ବିଧାୟକ ଗଣ

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ବରୀ ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ବରୀ ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ବରୀ ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ବରୀ ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ବରୀଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଯାଜପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ରାଜକିଶୋର ରାୟମେସିନ ଲର୍ଣ୍ଣିଙ୍ଗ୍୨୬ ଅପ୍ରେଲଖିଲିପାନସୁଭାଷ ଚନ୍ଦ୍ର ବୋଷନବୀନ ପଟ୍ଟନାୟକହମିଦା ବାନୁ ବେଗମ୨୦ ଅଗଷ୍ଟକଳାପାହାଡ଼ସ୍ୱର ବର୍ଣ୍ଣ୪ (ସଂଖ୍ୟା)ଚନ୍ଦ୍ରଶେଖର ରଥଫେବୃଆରୀ ୨୮ହେପାଟାଇଟିସରଥଯାତ୍ରାସତୀ (ହିନ୍ଦୁ ଦେବୀ)ହରେକୃଷ୍ଣ ମହତାବବନ୍ଦେ ଉତ୍କଳ ଜନନୀ୭୦୧ଓଡ଼ିଆ ଭାଷା ଆନ୍ଦୋଳନଖାସି ମାଂସ ତରକାରୀରାମ ନବମୀଯୁକ୍ତରାଷ୍ଟ୍ର ଆମେରିକାvji40ଛାୟାପଥରାଉରକେଲାସୋନାଲ ମାନସିଂହଗୋଦାବରୀଶ ମହାପାତ୍ରଜନ୍ମ ନିରୋଧରାମାବତାରମ୍୨୮ ଫେବୃଆରୀସ୍ଥୌଲ୍ୟତାଫସ୍‌ଫରସଚାଣକ୍ୟକୋଷ୍ଠକାଠିନ୍ୟଅମାବାସ୍ୟାର ଚନ୍ଦ୍ରପ୍ରେମହୀରାକୁଦ ବନ୍ଧଗୋପାଳ କୃଷ୍ଣ ରଥଅଣସରହେମୋଫିଲିଆଅର୍ଥଶାସ୍ତ୍ରବାଇଶି ପାହାଚଅଭିରାମ ପରମହଂସସ୍ତନମନୋଜ କୁମାର ମିଶ୍ରଆଜାଦ ହିନ୍ଦ୍ ଫୌଜବୈଷ୍ଣବ ପାଣିଉତ୍କଳ ସମ୍ମିଳନୀପ୍ଲୀହାପରୀକ୍ଷାଚିଲିକା (କବିତା)ଧରିତ୍ରୀମହିଳା ଯୌନାଙ୍ଗ ଛେଦନସାରଳା ମନ୍ଦିରଜଣ୍ଡିସ୍ଫରିନା ଆଜାଦବିଶ୍ୱତାପନନୀଳକଣ୍ଠ ଦାସମାଗୁଣିର ଶଗଡ଼ଚୈତନ୍ୟନନ୍ଦିଘୋଷଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧନୁ (ରାଶି)ଉଇକିପିଡ଼ିଆଶାନ୍ତନୁ କୁମାର ଆଚାର୍ଯ୍ୟମଧୁସୂଦନ ଦାସବାଘହେମନ୍ତ କୁମାର ଦାସପଙ୍କଜ ଉଧାସସମର ସଲିମ ସାଇମନ🡆 More