ନନ୍ଦ ବଂଶ

ନନ୍ଦ ରାଜବଂଶ, ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ପ୍ରାଚୀନ ଭାରତର ମଗଧ ଅଞ୍ଚଳରୁ ଉପତ୍ତି ହୋଇ ତାହା ଖ୍ରୀଷ୍ଟପୂର୍ବ ୩୪୫-୩୨୧ ଯାଏ ରାଜୁତି କରିଥିବାର ତଥ୍ୟ ରହିଛି । ଶିଖର ସମୟରେ ଏହା ପୂର୍ବ ଭାରତର ବଙ୍ଗଠାରୁ ଉତ୍ତରରେ ପଞ୍ଜାବ ଅଞ୍ଚଳ ଓ ଦକ୍ଷିଣରେ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । . ଏହି ବଂଶର ରାଜାମାନେ ଖୁବ ବିତ୍ତଶାଳୀ ଥିଲେ ।ପରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନନ୍ଦ ସମ୍ରାଟଙ୍କୁ ପରାଜିତ କରି ମୌର୍ଯ୍ୟ ସାମ୍ଭ୍ରାଜ୍ୟର ସ୍ଥାପନା କରିଥିଲେ ।  

ନନ୍ଦ ବଂଶ
ଖ୍ରୀଷ୍ଟ ପୂର୍ବ ୩୨୩ ମସିହାର ଏହି ଚିତ୍ରରେ ନନ୍ଦ ସାମ୍ଭ୍ରାଜ୍ୟର ପରିସୀମା ସହ ଆଲେକଜାଣ୍ଡାରଙ୍କ ସାମ୍ଭ୍ରାଜ୍ୟ ଓ ନିକଟବର୍ତୀ ଇଲାକା ଦର୍ଶାଯାଇଛି 

ନନ୍ଦା ରାଜବଂଶର ସ୍ଥାପନା 

ପୂରାଣ ବର୍ଣିତ 'ମହାପ୍ରସାଦ ନନ୍ଦ , ଯାହାଙ୍କୁ ' କ୍ଷ୍ଯାତ୍ରିୟମାନଙ୍କ ବିନାଶକାରୀ' ଆଖ୍ୟା ଦିଅ ଯାଇଥିଲା ,  ପାଞ୍ଚାଳ , କାଶୀ , କଳିଙ୍ଗ , ଅସ୍ମକ, କୁରୁ , ମୈଥିଲା , ସୁରସେନା , ବିତିହୋତ୍ର  ଆଦି ରାଜ୍ୟ ଜୟ କରି ନନ୍ଦ ସମ୍ଭ୍ରାଜ୍ୟର ଅବତାରଣା କରିଥିଲେ । ସେ ତାଙ୍କ ସମ୍ଭ୍ରାଜ୍ୟର ବିସ୍ତାର କରି ଦକ୍ଷିଣରେ ବିନ୍ଧ୍ୟ ପର୍ବତାଞ୍ଚଳ ଓ ଡେକାନ ଅବବାହିକା ମଧ୍ୟ ଅକ୍ତିଆର କରିଥିଲେ । ଖୃଷ୍ଟପୂର୍ବ ୩୪୫ ମସିହାରେ ନନ୍ଦ ରାଜା ଶିଶୁନାଗ ରାଜବଂଶର ସାମ୍ଭ୍ରାଜ୍ୟ  କୁ ମଧ୍ୟ ନିଜ ଅକ୍ତିଆରକୁ ନେଇଯାଇଥିଲେ । 

ସାମରିକ ଶକ୍ତି 

ହରୟାଙ୍କ ଓ ଶିଶୁନାଗ ସମ୍ଭ୍ରାଜ୍ୟ ଏକ ବିଶାଳ ଉତ୍ତର ଭାରତ ସମ୍ଭ୍ରାଜ୍ୟ ସ୍ଥାପନର ଯେଉଁ ମୂଳଦୁଆ ପକେଇଥିଲେ , ନନ୍ଦ ରାଜାମାନେ ତାହାକୁ ହିଁ ସାକାର କରିବାକୁ ଯୋଜନା କରିଥିଲେ । . ଏହା ହାସଲ କରିବାକୁ ସେମାନେ ଏକ ବିଶାଳ ସେନା ବାହିନୀ ଗଠନ କରିଥିଲେ , ଯହିଁରେ ୨୦,୦୦୦ ଘୋଡ଼ା ସବାର ସୈନ୍ୟ ସହ ୨,୦୦,୦୦୦ ସମୁଦାୟ ବାହିନୀ , ୨୦୦୦ ଯୁଦ୍ଧ ରଥ ଓ ୩,୦୦୦ ଯୁଦ୍ଧହ ହସ୍ତୀ ରଖିଥିଲେ । . ଗ୍ରୀକ ଇତିହାସ ବିଶାରଦ ପ୍ଳୁତର୍ଚଙ୍କ ମତରେ ନନ୍ଦା ରାଜାଙ୍କ ସେନା ବାହିନୀର ସମୁଦାୟ ସଂଖ୍ୟା ୨,୦୦,୦୦୦ , ଯହିଁରେ ୮୦,୦୦୦ ଘୋଡ଼ା ସବାର ସୈନ୍ୟ ,୮,୦୦୦ ଯୁଦ୍ଧ ରଥ , ୬,୦୦୦ ଯୁଦ୍ଧ ହସ୍ତୀ ସାମିଲ ଥିଲେ ।   . କିନ୍ତୁ ନନ୍ଦଙ୍କ ସେନା ଆଲେକଜାଣ୍ଡାରଙ୍କ ସେନା ସହ ଯୁଦ୍ଧ କରିବାର ଅବସର ପାଇନଥିଲେ । ଆଲେକଜାଣ୍ଡାର ଉତ୍ତର ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ନିଜକୁ ସୀମିତ ରଖିଥିଲେ । କାରଣ ତାଙ୍କ ସେନା ବିଅସ ନଦୀ ତଟରେ ପହଞ୍ଚିବା ପରେ ଆଉ ଆଗକୁ ଯାଇ ନନ୍ଦଙ୍କ ୪,୦୦୦ ସୁପ୍ରସ୍ତୁତ ସେନାକୁ ସମ୍ମୁଖୀନ ହେବାକୁ  ଅମଙ୍ଗ ହେଇ ବିଦ୍ରୋହ କଲେ । .

ହାତିଗୁମ୍ଫାର ସିଲାଲେଖଦ୍ୱାରା ନନ୍ଦ ସମ୍ଭ୍ରାଜ୍ୟ କଳିଙ୍ଗ ରାଜ୍ୟକୁ ମଧ୍ୟ କରାଗତ କରିଥିବାର ପ୍ରମାଣ ଦିଏ। .

ନନ୍ଦଙ୍କ ସମ୍ପଦ ଓ କାର୍ଜ୍ୟାବଳି 

ଅମାପ ସମ୍ପତ୍ତିର ଅଧିକାରୀ ଥିବା ନନ୍ଦ ରାଜାମାନେ ଜନସେଚନ ସୁବିଧା , ନିୟନ୍ତ୍ରିତ ବାଣିଜ୍ୟ ପରି ଲୋକ ହିତକର କାର୍ଯ୍ୟ ମଧ୍ୟ କରିଥିଲେ । ଶାସନ କାର୍ଯ୍ୟ ମଧ୍ୟ ଶୃଙ୍ଖଳିତ କରିବା ପାଇଁ ଅନେକ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ । . ତେବେ ଅତ୍ୟଧିକ ଟିକସ ଅସୁଲି ପାଇଁ ନନ୍ଦ ରାଜାମାନେ ଅପ୍ରିୟ ହେଇ ପଡିଥିଲେ । .

ସାହିତ୍ୟରେ ନନ୍ଦ 

କଥାସାରିତସାଗରରେ ନନ୍ଦ ରାଜୁତି ବିଷୟରେ ଉଲ୍ଲେଖ ଅଛି । 

Notes

Tags:

ନନ୍ଦ ବଂଶ ନନ୍ଦା ରାଜବଂଶର ସ୍ଥାପନା ନନ୍ଦ ବଂଶ ସାମରିକ ଶକ୍ତି ନନ୍ଦ ବଂଶ ନନ୍ଦଙ୍କ ସମ୍ପଦ ଓ କାର୍ଜ୍ୟାବଳି ନନ୍ଦ ବଂଶ ସାହିତ୍ୟରେ ନନ୍ଦ ନନ୍ଦ ବଂଶ ଆଧାର ନନ୍ଦ ବଂଶ

🔥 Trending searches on Wiki ଓଡ଼ିଆ:

ଉଇକିଅଭିଧାନବାଇଶି ପାହାଚଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦସରଳା ଦେବୀବିରଳା ମନ୍ଦିର, ହାଇଦ୍ରାବାଦବସନ୍ତ କୁମାର ଶତପଥୀନେମାଳଯଶୋବନ୍ତ ଦାସନେତୃତ୍ୱବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲିମାଲୋକ ସଭାପ୍ରେମ୦ (ସଂଖ୍ୟା)ରାଜ ଯୋଗସୀତାକାନ୍ତ ମହାପାତ୍ରଦେବଗଡ଼ ଜିଲ୍ଲାଦ୍ଵାରକାଧୀଶ ମନ୍ଦିରମହାତ୍ମା ଗାନ୍ଧୀମନୋଜ କୁମାର ମିଶ୍ରପଖାଳଭାନୁଜୀ ରାଓସୋନାଲ ମାନସିଂହବୀର ସୁରେନ୍ଦ୍ର ସାଏଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଓଡ଼ିଆ ଖାଦ୍ୟଶାସ୍ତିପଙ୍କଜ ଉଧାସଶୈଳବାଳା ଦାସବୈଜୟନ୍ତ ପଣ୍ଡାପ୍ଲୀହାନିର୍ମଳା (ଉପନ୍ୟାସ)ନୀଳକଣ୍ଠ ଦାସଜହ୍ନଧର୍ମଅକ୍ଷୟ ତୃତୀୟାଭାରତୀୟ ଜାତୀୟ କଂଗ୍ରେସଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସମ୍ବଲପୁରଅର୍ଥଶାସ୍ତ୍ରରେବତୀ (କ୍ଷୁଦ୍ରଗଳ୍ପ)ଯୌନ ଉତ୍ପୀଡ଼ନମହାବିଦ୍ୟାପ୍ରଥମ ବିଶ୍ୱଯୁଦ୍ଧସତ୍ୟବାଦୀ ବନ ବିଦ୍ୟାଳୟବ୍ୟାସଦେବମୟୂରଭଞ୍ଜ ଜିଲ୍ଲାବୁଧୟୁକ୍ରେନତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଗୋପାଳ ଛୋଟରାୟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷc3bn4ଦୀପା ସାହୁ (୧୯୮୫ ଜନ୍ମ)ଚନ୍ଦନ ଯାତ୍ରାପୂର୍ଣ୍ଣଚ୍ଛେଦକଳାପାହାଡ଼ପ୍ରହ୍ଲାଦ ନାଟକସୋନପୁର ରାଜ୍ୟଭ୍ୟାକୁମ୍ କ୍ଲିନର୍ବୈଶାଖଚୁଡ଼ାଖଞ୍ଜଣିଓଡ଼ିଶାର ଲୋକନୃତ୍ୟବେଲସରୋଜିନୀ ସାହୁଜାଭା (ପ୍ରୋଗ୍ରାମିଂ ଭାଷା)ମାଗୁଣିର ଶଗଡ଼ଓଡ଼ିଆ ରାନ୍ଧଣାନଇ ଆରପାରିହନୁମାନ🡆 More