ନଟବର ଶତପଥୀ: ଓଡ଼ିଆ ସାହିତ୍ୟିକ

ନଟବର ଶତପଥୀ ଜଣେ ଓଡ଼ିଆ ଭାଷାବିତ ଓ ଗବେଷକ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟଭାବରେ କାର୍ଯ୍ୟକରିଥିଲେ ।

ନଟବର ଶତପଥୀ
ନଟବର ଶତପଥୀ: ଓଡ଼ିଆ ସାହିତ୍ୟିକ
ବାସସ୍ଥଳୀଭୁବନେଶ୍ୱର
ଜାତୀୟତାଭାରତୀୟ
ନାଗରିକତାନଟବର ଶତପଥୀ: ଓଡ଼ିଆ ସାହିତ୍ୟିକ ଭାରତୀୟ
ପୁରସ୍କାରସାରଳା ସମ୍ମାନ
ଜୀବନସାଥୀରୁକ୍ମଣୀ ଶତପଥୀ
ସନ୍ତାନସମିତା, ଅମିତ, ଅସିତ
ପିତାମାତାଗୋପୀନାଥ ଶତପଥୀ
ଇନ୍ଦୁମତୀ ଶତପଥୀ

ସାହିତ୍ୟ ରଚନା

  • ସାରଳା ଶବ୍ଦ ଓ ସୂକ୍ତି କୋଷ
  • ସାହିତ୍ୟ ଓ ବାସ୍ତବବାଦ
  • ଓଡ଼ିଆ ଅଭିଧାନ
  • ଭାଷାତତ୍ତ୍ୱର ରୂପଚିତ୍ର
  • ତୃତୀୟ ନେତ୍ର
  • ଅସମାପ୍ତ ଦ୍ୱିତୀୟା
  • ଅସମାପ୍ତ ଆଲୋଚନା
  • ଶବ୍ଦସିନ୍ଧୁ
  • ନିୟୁ ଏଜ ଓଡ଼ିଆ ଅଭିଧାନ
  • ଭାଷା ଓ ପରମ୍ପରା
  • ଭାଷା ବିମର୍ଶ
  • କିଶୋରୀ ଚରଣ ଦାସଙ୍କ ଶ୍ରେଷ୍ଠଗଳ୍ପ (ସମ୍ପାଦନା)
  • ଓଡ଼ିଆ ପୁରାଣ ପରିଶୀଳନ

ସମ୍ମାନ ଓ ପୁରସ୍କାର

  • ବିଷୁବ ପୁରସ୍କାର, ୨୦୧୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ ପୁରସ୍କାର)
  • ଝଙ୍କାର ସାହିତ୍ୟ ସମ୍ମାନ
  • ସାରଳା ସମ୍ମାନ - ୨୦୧୭ (ସାରଳା ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ)
  • ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୨୦୧୦ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ ସମ୍ମାନ)
  • କଥା ଭାରତ ସମ୍ମାନ - ୨୦୧୬ (ଜୟ ଭାରତ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)
  • କାବ୍ୟ ସମ୍ମାନ
  • ପ୍ରଫେସନ ଶ୍ରୀଧର ଦାସ ସମ୍ମାନ
  • କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ସମ୍ମାନ

ଆଧାର

Tags:

ଓଡ଼ିଆ ଭାଷାରେଭେନ୍ସା ମହାବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ତୁଳସୀ ଦାସଅଗ୍ନ୍ୟାଶୟ ଅକ୍ଷମତାଭି. କାର୍ତ୍ତିକେୟ ପାଣ୍ଡିଆନରତ୍ନାକର ଚଇନିପୂଜା (ଉପାସନା)ଦଶରଥହିନ୍ଦୁ ମନ୍ଦିର ସ୍ଥାପତ୍ୟକଳା୬୧୬ସଦାଶିବ ତ୍ରିପାଠୀକଟକ ଜିଲ୍ଲାବ୍ରଜନାଥ ବଡ଼ଜେନାଗୀତଗୋବିନ୍ଦସମୀର ରଞ୍ଜନ ଦାଶମ୍ୟାଲେରିଆକଳାପାହାଡ଼ଅଖିଳ ମୋହନ ପଟ୍ଟନାୟକବୈଷ୍ଣବ ଚରଣ ପଟ୍ଟନାୟକକାହ୍ନୁଚରଣ ମହାନ୍ତିଅକ୍ଷୟ ତୃତୀୟାଗୋପବନ୍ଧୁ ଦାସଗୁଗଲବନମାଳୀ ଦାସସମୟ (କାଳ)ବିଜୟ ମିଶ୍ରଭୁବନେଶ୍ୱର ବେହେରାପର୍ଫେନାଜାଇନଚୈତ୍ରଗୋଦାବରୀଶ ମହାପାତ୍ରଦୁର୍ଗାଷ୍ଟମୀଧର୍ମେନ୍ଦ୍ର ପ୍ରଧାନତୁମ ପରି ଛୋଟ ପିଲାଟିଏସୁଦଶା ବ୍ରତଭାରତର ନଦୀ ସମୂହର ତାଲିକାହଳଧର ନାଗଲଳିତ ମାନସିଂହରବି କାନୁନଗୋଓଡ଼ିଶାର ଭୂଗୋଳହେନା ଫୁଲବନ୍ଦେ ଉତ୍କଳ ଜନନୀବରଗଛବ୍ରଜ କିଶୋର ପ୍ରଧାନଗ୍ରହକାଞ୍ଜିଅଅଁଳା ଓଷାବିଭୁଦତ୍ତ ମିଶ୍ରଭାରତୀୟ ସ୍ୱାଧୀନତା ଆନ୍ଦୋଳନସଞ୍ଚୟ ଖାତାପ୍ରଣବ ପ୍ରକାଶ ଦାସଭାରତ ଛାଡ଼ ଆନ୍ଦୋଳନହରେକୃଷ୍ଣ ମହତାବଓଡ଼ିଆ ଲିପିପ୍ରଦୂଷଣସହଦେବ (ମହାଭାରତ)ୟୁ ଟ୍ୟୁବତୋରାଣିଭାରତୀୟ ଦଣ୍ଡ ସଂହିତା, ୧୮୬୦ଅମିୟ କୁମାରୀ ପାଢ଼ୀନବକଳେବରଦାଶରଥୀ ଜେନାଅନ୍ନପୂର୍ଣ୍ଣା ମହାରଣାଶ୍ରୀତମ ଦାସକ୍ୟୁ. ଆର. କୋଡ଼ତାରିଣୀ ମନ୍ଦିର, ଘଟଗାଁଚାଣକ୍ୟ୧ ମାର୍ଚ୍ଚଚଇତି ଘୋଡ଼ା ନାଚଲିନକ୍ସଧାମରାଆମ୍ବ🡆 More