ଧୃବ ଚରଣ ସାହୁ: ଓଡ଼ିଆ ରାଜନୀତିଜ୍ଞ

ଧୃବ ଚରଣ ସାହୁ (ଜନ୍ମ: ୧୧ ଅପ୍ରେଲ ୧୯୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଧୃବଚରଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଧୃବ ଚରଣ ସାହୁ
ଧୃବ ଚରଣ ସାହୁ: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀପ୍ରହଲ୍ଲାଦ ମଲ୍ଲିକ, ଦୀନବନ୍ଧୁ ସାହୁ
ପର ଅଧିକାରୀସରୋଜ କାନ୍ତ କାନୁନଗୋ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1915-04-11)ଅପ୍ରେଲ ୧୧, ୧୯୧୫
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରମା ଦେବୀ
ବାପା/ବୋଉଚକ୍ରଧର ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଧୃବ ଚରଣ ସାହୁ ୧୯୧୫ ମସିହାର ଅପ୍ରେଲ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚକ୍ରଧର ସାହୁ ଏବଂ ପତ୍ନୀଙ୍କ ନାମ ରମା ଦେବୀ । ଧୃବଚରଣଙ୍କର ପେଶାରେ ଜଣେ ଓକିଲ ଥିଲେ ।

ରାଜନୈତିକ ଜୀବନ

ଧୃବ ଚରଣ ସାହୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।


ଆଧାର

Tags:

ଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ସୁରେନ୍ଦ୍ର ମହାନ୍ତିକୃଷ୍ଣମେହମୁଦ ହୁସେନହୃଷୀକେଶ ପଣ୍ଡା୧୯ ମାର୍ଚ୍ଚଆଶୁତୋଷ ପରିଡ଼ାଅସହଯୋଗ ଆନ୍ଦୋଳନସିନ୍ଧୁ ନଦୀହୀରାକୁଦ ବନ୍ଧନେଲସନ ମଣ୍ଡେଲାଚିଲିକା (କବିତା)ନରେନ୍ଦ୍ର ମୋଦୀବଳବରଗଛଭକ୍ତ ଚରଣ ଦାସକୋଣାର୍କ ସୂର୍ଯ୍ୟ ମନ୍ଦିରଆମ୍ବଧରିତ୍ରୀଜଗନ୍ନାଥଓଡ଼ିଆ ଭ୍ରମଣ ସାହିତ୍ୟବାମାଚରଣ ମିତ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଜଗନ୍ନାଥ ମନ୍ଦିରପଥ ଓ ପୃଥିବୀ୪ (ସଂଖ୍ୟା)ଡାଲମାଉଇକିଅଭିଧାନନବକଳେବରଲିଙ୍ଗରାଜ ମନ୍ଦିରନେମାଳସାଇକେଲମୁକୁନ୍ଦ ଦେବମ୍ୟାଲେରିଆବଳରାମ ଦାସରାମଶଙ୍କର ରାୟଶ୍ରଦ୍ଧାକର ସୂପକାରପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଉତ୍ତମ ମହାନ୍ତିମେସିନ ଲର୍ଣ୍ଣିଙ୍ଗ୍କୋଷ୍ଠକାଠିନ୍ୟରଥଯାତ୍ରାକୋଳିସମର ସଲିମ ସାଇମନଗଙ୍ଗାଧର ରଥସମ୍ବଲପୁର ଜିଲ୍ଲାଫୋସିନୋପ୍ରିଲରାସାୟନିକ ମୌଳିକଫରିନା ଆଜାଦତ୍ରିପୁରା ମିଶ୍ରକୋଣାର୍କଏମିସ ଲୋକରାଜ୍ୟ ସଭାଶାନ୍ତନୁ କୁମାର ଆଚାର୍ଯ୍ୟଅନନ୍ତ ପଟ୍ଟନାୟକଶେୟାର ବଜାରମନୋଜ କୁମାର ମିଶ୍ରସିଦ୍ଧାନ୍ତ ମହାପାତ୍ରପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଉଦ୍ଭିଦ ବିଜ୍ଞାନଅଷ୍ଟ୍ରିଆ୨୦ ଅଗଷ୍ଟସବ୍ୟସାଚୀ ମିଶ୍ରଓଡ଼ିଶାର ଭୂଗୋଳପ୍ରତାପରୁଦ୍ର ଦେବବର୍ଷାପ୍ରସନ୍ନ କୁମାର ପଣ୍ଡାକଳାପାହାଡ଼ନିର୍ମଳା (ଉପନ୍ୟାସ)ବିଦ୍ୟୁତପ୍ରଭା ଦେବୀଭାଷାମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଜୁନଗୁରୁ ପ୍ରସାଦ ମହାନ୍ତି🡆 More