ଧୁରବାଇ ରାଜ୍ୟ

ଧୁରବାଇ  ବ୍ରିଟିଶ ଶାସନ  ସମୟରେ ଏକ ରାଜକୀୟ ରାଜ୍ୟ ଥିଲା । ଏହା ଏକତମ ହସ୍ତ-ଭୈୟା ଜାଗିର ଥିଲା ଓ ବୁନ୍ଦେଲ୍ଖାନ୍ଦ୍କ ଏଜେନ୍ସି ଅଧୀନରେ ରହିଥିଲା । ଏହାର ରାଜଧାନୀ ଧୁରବାଇ ସହରରେ ଥିଲା , ଯାହାର ଲୋକ ସଂଖ୍ୟା 1901 ମସିହାରେ  777 ଥିଲା । ଅଧୁନା ଏହା ଉତ୍ତରପ୍ରଦେଶର ଝାଁସୀ ଜିଲ୍ଲାର ଏକ ଅଂଶ ଭାବରେ ରହିଛି । ଏହାର ଶାସକମାନଙ୍କୁ ବ୍ରିଟିଶ ଶାସନକାଳ ରେ3 ହରତୀୟ ରାଜା ବୋଲି କୁହାଯାଉଥିଲା । 

ଧୁରବାଇ ରାଜ୍ୟ
धुरवई रियासत
Princely Estate (Jagir)
1690–1950 ଧୁରବାଇ ରାଜ୍ୟ

Flag of Dhurwai

Flag

Location of Dhurwai
Location of Dhurwai
Dhurwai State in the Imperial Gazetteer of India
Capital Dhurwai 25°19′N 79°03′E / 25.317°N 79.050°E / 25.317; 79.050
History
 •  Established 1690
 •  Independence of India 1950
Area
 •  1941 ୪୭ km2 (୧୮ sq mi)
Population
 •  1941 ୨,୪୨୩ 
Density ୫୧.୬ /km2  (୧୩୩.୫ /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press.

ଇତିହାସ 

ଧୁରବାଇ ରାଜ୍ୟ 1812 ମସିହାରେ ବୁନ୍ଦେଳଖଣ୍ଡ ଅଞ୍ଚଳରେ ଅର୍ଚା ରାଜପରିବାରର ବଂଶଜଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଦେୱାନ ରାଇ ସିଂହଙ୍କ 8 ଜଣ ପୁତ୍ର ଥିଲେ । ସେମାନଙ୍କୁ ଧୂରବାଇ ସମେତ ବିଜନା ଓ ଟୋରି ଫତେହପୁର ପ୍ରଦାନ କରାଯାଇଥିଲା । 

ଏହି ରାଜ୍ୟ ଝାଁସୀ ଅଞ୍ଚଳର ପୂର୍ବ ଦିଗରେ ଅବସ୍ଥିତ ଓ ଆଗ୍ରା ଓ ଅଉଧଦ୍ୱାରା ପରିବେଷ୍ଟିତ । 1823ରେ ଦିବାନ ବୁଧ ସିଂହ ଇଂରେଜ ଶାସକମାନଙ୍କଠାରୁ ଏହି ରାଜ୍ୟ ପାଇଁ ସନନ୍ଦ ପାଇଥିଲେ । 1920ରେ ଧୁରବାଇ ଭାରତୀୟ ରାଜା ମାନଙ୍କ ସଂଘରେ ମିଶି ଥିଲେ । ଭରତ ସ୍ୱାଧୀନ ହେଲା ପରେ 1950 ମସିହାରେ ଏହି ରାଜ୍ୟର ମିଶ୍ରଣ ଘଟି ଏହା ପ୍ରଥମେ ବିନ୍ଧ୍ୟ ପ୍ରଦେଶ ଓ ପରେ ମଧ୍ୟ ପ୍ରଦେଶ ଅଧୀନକୁ ଗଲା । 

Rulers

ବୁନ୍ଦେଲା ରାଜପୁତ ବଂଶର ଶାସକମାନେ ଏହି ରାଜ୍ୟକୁ ଦିବାନ ନାମ ଗ୍ରହଣ କରି ଶାସନ କରୁଥିଲେ । .

ଦିବାନ ସମୂହ 

  • .... - .... ପୃଥ୍ଭି ରାଜ 
  • c.1823 ବୁଧ ସିଂହ  
  • 18.. - 1851 ନାହର ସିଂହ 
  • 14 Jan 1851 - Nov 1910 ରଣଯୋର ସିଂହ 
  • 1910 - 1947? ଯୁଗଲ ପ୍ରସାଦ ସିଂହ 

ଆଧାର 

ବାହାର ଲିଙ୍କ 

Tags:

ଧୁରବାଇ ରାଜ୍ୟ ଇତିହାସ ଧୁରବାଇ ରାଜ୍ୟ ଦିବାନ ସମୂହ ଧୁରବାଇ ରାଜ୍ୟ ଆଧାର ଧୁରବାଇ ରାଜ୍ୟ ବାହାର ଲିଙ୍କ ଧୁରବାଇ ରାଜ୍ୟ

🔥 Trending searches on Wiki ଓଡ଼ିଆ:

ଚବିଶ ଗୁରୁପାଇକ ଆଖଡ଼ାରୋହିତ ଶର୍ମାପାଇକ ବିଦ୍ରୋହଉତ୍କଳ ବ୍ରାହ୍ମଣରାମକୃଷ୍ଣ ପରମହଂସ୨୬ ଅପ୍ରେଲବୀର ସୁରେନ୍ଦ୍ର ସାଏଗୌତମ ବୁଦ୍ଧଭାରତ ସରକାରଟୁକୁନି ସାହୁଭଦଭଦଳିଆପଞ୍ଚସଖାକାହ୍ନୁଚରଣ ମହାନ୍ତିପୋଟଳ ରସାଶ୍ୱେତସାରୟୁ ଟ୍ୟୁବଓଡ଼ିଶାର ଇତିହାସରାମଚନ୍ଦ୍ର ମିଶ୍ରହରେକୃଷ୍ଣ ମହତାବଲକ୍ଷ୍ମୀନାରାୟଣ ସାହୁଓଡ଼ିଶା ପ୍ରିମିଅର ଲିଗମୟୂରଭଞ୍ଜ ଜିଲ୍ଲାବୈକୁଣ୍ଠନାଥ ପଟ୍ଟନାୟକଖାସି ମାଂସ ତରକାରୀରାଜ୍ୟ ସଭାଶ୍ରୀଜମ୍ମୁ ତୱି ରେଳ ଷ୍ଟେସନଗୋଦାବରୀଶ ମହାପାତ୍ରରାମାବତାରମ୍ସୀତାକାନ୍ତ ମହାପାତ୍ରନବକଳେବରଓପନ-ସୋର୍ସ ସଫ୍ଟୱେରଜାଭା (ପ୍ରୋଗ୍ରାମିଂ ଭାଷା)ଓଡ଼ିଆ୧୭ ଫେବୃଆରୀହେମଲତା ମାନସିଂହନୟାଗଡ଼ ଜିଲ୍ଲାବିଜୁ ଜନତା ଦଳମନୋଜ ଦାସଙ୍କ କଥା ଓ କାହାଣୀଉଦ୍ଭିଦ ବିଜ୍ଞାନବିଦ୍ୟାଳୟଅଭିମନ୍ୟୁ ସାମନ୍ତସିଂହାରନନ୍ଦନକାନନ ଜୀବ ଉଦ୍ୟାନଭାରତୀୟ ଜନତା ପାର୍ଟିକାଟୁଲୁ ରବି କୁମାରଧରିତ୍ରୀ (ଖବରକାଗଜ)କଳାହାଣ୍ଡି ଜିଲ୍ଲାଫେବୃଆରୀତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଅଭିରାମ ପରମହଂସବୃହସ୍ପତିପ୍ରଣବ ପ୍ରକାଶ ଦାସଭୁବନେଶ୍ୱରମହାରାଷ୍ଟ୍ରଭୂଗୋଳଅମାବାସ୍ୟାର ଚନ୍ଦ୍ରମହିଳା ଯୌନାଙ୍ଗ ଛେଦନଥାଲକୁଡ଼ିପିଙ୍କି ପ୍ରଧାନଗୀତଗୋବିନ୍ଦଭଦ୍ରକ ଜିଲ୍ଲାଖଞ୍ଜଣିବନ୍ଦେ ଉତ୍କଳ ଜନନୀଚରକଡାଲମାଦୁର୍ଗା ପୂଜାଜଳ🡆 More