ଧର୍ମାନନ୍ଦ ବେହେରା: ଓଡ଼ିଆ ରାଜନୀତିଜ୍ଞ

ଧର୍ମାନନ୍ଦ ବେହେରା (ଜନ୍ମ: ୧୯ ମଇ ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ଧର୍ମାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଧର୍ମାନନ୍ଦ ବେହେରା
ଧର୍ମାନନ୍ଦ ବେହେରା: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀବିଧୁ ଭୂଷଣ ପ୍ରହରାଜ
ପର ଅଧିକାରୀପ୍ରଭାତ ରଞ୍ଜନ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀଚୌଦ୍ୱାର-କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-05-19) ୧୯ ମଇ ୧୯୪୯ (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀପାର୍ବତୀ ବେହେରା
ବାପା/ବୋଉରାଜ କିଶୋର ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଧର୍ମାନନ୍ଦ ବେହେରା ୧୯୪୯ ମସିହାର ମଇ ମାସ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜ କିଶୋର ବେହେରା ଏବଂ ପତ୍ନୀଙ୍କ ନାମ ପାର୍ବତୀ ବେହେରା । ଧର୍ମାନନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।

ରାଜନୈତିକ ଜୀବନ

ଧର୍ମାନନ୍ଦ ବେହେରା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ଖଡ଼ଗପୁରକୋଳିଜଗନ୍ନାଥ ପ୍ରସାଦ ଦାସସରଳା ଦେବୀଭୁବନେଶ୍ୱର ବେହେରାଲିମାଆକବରସୁନାବେଶଫକୀର ମୋହନ ସେନାପତିମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଓଡ଼ିଶାର ଲୋକନୃତ୍ୟମୟୂରସତ୍ୟେନ୍ଦ୍ର ନାଥ ବୋଷଉଇକିପିଡ଼ିଆବନ୍ଦେ ଉତ୍କଳ ଜନନୀଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଅଭିମନ୍ୟୁ ସାମନ୍ତସିଂହାରଦାସିଆ ବାଉରୀଓଡ଼ିଆ ଭାଗବତଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହେମଲତା ମାନସିଂହବୈକୁଣ୍ଠନାଥ ପଟ୍ଟନାୟକଚିଲିକା ହ୍ରଦପ୍ଲୁଟୋଗୌତମ ବୁଦ୍ଧଓଡ଼ିଶାର ଭୂଗୋଳଶେୟାର ବଜାରପୁଷ୍ଟିସାରଛବିଳ ମଧୁ ବର୍ଣ୍ଣବୋଧବିରଜା ମନ୍ଦିରବଉଳଅଚ୍ୟୁତାନନ୍ଦ ଦାସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଶ୍ରଦ୍ଧାକର ସୂପକାରକିଶୋରୀ ଚରଣ ଦାସଜୟୀରାମ ସାମଲମଟର ସାଇକେଲଯାଜପୁର ଜିଲ୍ଲାସତୀ (ହିନ୍ଦୁ ଦେବୀ)ଫାଇଲେରିଆଭାରତୀୟ ଜାତୀୟ କଂଗ୍ରେସଅଣ୍ଡାରାୟଗଡ଼ା ଜିଲ୍ଲାପୋଟଳ ରସାତାଳଧ୍ୱଜଅକ୍ଷାଂଶଭାରତୀୟ ସଂଖ୍ୟା ପ୍ରଣାଳିଗର୍ଭାଶୟ ଅନ୍ତଃସ୍ତର କର୍କଟବଳରାମ ଦାସପ୍ରଥମ ବିଶ୍ୱଯୁଦ୍ଧବଳଗିରିଜା କୁମାର ବଳୀୟାରସିଂହନେଲସନ ମଣ୍ଡେଲାତମନ୍ନା ବ୍ୟାସଜନ ଗଣ ମନନରେନ୍ଦ୍ର ମୋଦୀଓଡ଼ିଶା ସରକାରକବିସୂର୍ଯ୍ୟ ବଳଦେବ ରଥଓଡ଼ିଆ କଥାଚିତ୍ର ଜଗତବୈଷ୍ଣବ ଚରଣ ସାମଲଭାରତର ସଂସଦଜଗନ୍ନାଥ ମନ୍ଦିରରାମଚନ୍ଦ୍ର ବେହେରାକାହ୍ନୁଚରଣ ମହାନ୍ତିଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜଗନ୍ନାଥ ଦାସଅଖିଳ ମୋହନ ପଟ୍ଟନାୟକତପସ୍ୱିନୀଚନ୍ଦନ ଯାତ୍ରା🡆 More