ବିଧାନ ସଭା ନିର୍ବାଚନ ମଣ୍ଡଳୀ ତେଲକୋଇ

ତେଲକୋଇ (କ୍ରମିକ ସଂଖ୍ୟା: ୨୦) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ତେଲକୋଇ ବ୍ଳକ, ହରିଚନ୍ଦନପୁର ବ୍ଳକ ଓ ବାଂଶପାଳ ବ୍ଳକର କିଛି ଅଞ୍ଚଳ ।

ତେଲକୋଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୯,୩୮୩
ଜିଲ୍ଲା: କେନ୍ଦୁଝର
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦୁଝର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦବ୍ୟାସ ନାୟକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଧନୁର୍ଜୟ ସିଡୁଙ୍କଠାରୁ ୧୩୯୫୪ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରେମାନନ୍ଦ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବୃନ୍ଦାବନ ନାୟକଙ୍କଠାରୁ ୧୭,୪୭୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ତେଲକୋଇ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରେମାନନ୍ଦ ନାୟକ ୫୩,୨୭୯ ୪୦.୭୩ -
କଂଗ୍ରେସ ବୃନ୍ଦାବନ ନାୟକ ୩୫,୮୦୧ ୨୭.୩୭ -
ଭାଜପା ମାନସ କୁମାର ନାୟକ ୧୪,୨୭୦ ୧୦.୯୧ -
ସ୍ୱାଧୀନ ଶିବ ପୁର୍ତ୍ତି ୧୨,୩୫୧ ୯.୪୪ -
ସ୍ୱାଧୀନ ପ୍ରାଣ ବଲ୍ଲଭ ନାୟକ ୪,୦୭୫ ୩.୧୨ -
ଝାମୁମୋ ଜଗଦିଶ ବାସ୍କି ୩,୪୮୬ ୨.୬୭ -
ସମୃଦ୍ଧ ଓଡ଼ିଶା କୁଳମଣୀ ନାୟକ ୨,୩୩୮ ୧.୭୯ -
ସ୍ୱାଧୀନ ନନ୍ଦକିଶୋର ନାୟକ ୧,୮୯୭ ୧.୪୫ -
ବସପା ଦୁଃଖୀରାମ ମାରାଣ୍ଡି ୧,୭୧୨ ୧.୩୧ -
ସ୍ୱାଧୀନ ଚନ୍ଦ୍ରସେନ ନାୟକ ୧,୫୯୬ ୧.୨୨ -
ଭୋଟ ବ୍ୟବଧାନ ୧୭,୪୭୮ ୧୩.୩୬* -
ମତଦାନ ହାର ୧,୩୦,୮୨୨ ୬୯.୮୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୬୧ରୁ ୨୦୦୯ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକେନ୍ଦୁଝର ଜିଲ୍ଲାତେଲକୋଇ

🔥 Trending searches on Wiki ଓଡ଼ିଆ:

ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସତ୍ୟେନ୍ଦ୍ର ନାଥ ବୋଷଯୁକ୍ତରାଜ୍ୟବିଦ୍ୟାଳୟଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବ୍ୟାସଦେବଆଖିହାଡ଼ଫୁଟିଚିତ୍ତରଞ୍ଜନ ଦାସଆପେଣ୍ଡିସାଇଟିସଦଗ୍ଧୟୁକ୍ରେନହନୁମାନ ଚାଳିଶାରାମାୟଣଓଡ଼ିଆ ସାହିତ୍ୟଗଡ଼ଜାତ କୃଷକତପସ୍ୱିନୀଘରରାଧାନାଥ ରାୟ୨୬ ଅପ୍ରେଲସ୍ଥୌଲ୍ୟତାଅଂଶୁଘାତଧର୍ମଲାଟିନ ଭାଷାଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗପ୍ରଯୁକ୍ତି ବିଦ୍ୟାଜମ୍ମୁ ତୱି ରେଳ ଷ୍ଟେସନଶୀତଳ ଷଷ୍ଠୀ ଯାତ୍ରାଶବ୍ଦ (ପଦ)ଶେର ଶାହ ସୁରୀବ୍ୟଞ୍ଜନ ବର୍ଣ୍ଣମହୁସୋନାଲ ମାନସିଂହଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଆଯକୃତସୂର୍ଯ୍ୟବଂଶୀ ସୂରଜପ୍ରତାପରୁଦ୍ର ଦେବବ୍ୟାଙ୍କଅପରେଟିଙ୍ଗ ସିଷ୍ଟମଭାରତର ଜାତୀୟ ପତାକାଭୂମିକମ୍ପତିଳ ଚତୁର୍ଥୀଅଚ୍ୟୁତ ଗୋକୁଳ ନାୟକଭାରତୀୟ ଜନତା ପାର୍ଟିଶ୍ରୀରାଧାସରସ୍ୱତୀ ସମ୍ମାନଗୌତମ ବୁଦ୍ଧଓଡ଼ିଆ ଭ୍ରମଣ ସାହିତ୍ୟଚିତ୍ତରଞ୍ଜନ ତ୍ରିପାଠୀଓଡ଼ିଆ ଖାଦ୍ୟବସନ୍ତ କୁମାର ଶତପଥୀଫେବୃଆରୀଜାଭା (ପ୍ରୋଗ୍ରାମିଂ ଭାଷା)ଖିଲିପାନଜନ ଗଣ ମନଏଣ୍ଡୋମେଟ୍ରିଓସିସଗ୍ରହଦ୍ୱିତୀୟ ବିଶ୍ୱଯୁଦ୍ଧଭୃସଙ୍ଗ ଗଛବଉଳମାୟାଧର ମାନସିଂହଫୋସିନୋପ୍ରିଲପଲଉଉଦ୍ଭିଦଉପେନ୍ଦ୍ର ଭଞ୍ଜଜହ୍ନବୁଧସ୍ତୁତି ଚିନ୍ତାମଣି🡆 More