ତିର୍ଥେଶ୍ୱର ଶିବ ମନ୍ଦିର: ଭାରତରେ ଏକ ମନ୍ଦିର

ତିର୍ଥେଶ୍ୱର ଶିବ ମନ୍ଦିର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରଠାରେ ଅବସ୍ଥିତ । 

ତିର୍ଥେଶ୍ୱର ଶିବ ମନ୍ଦିର
ତିର୍ଥେଶ୍ୱର ଶିବ ମନ୍ଦିର: ଅବସ୍ଥିତି , ଇତିହାସ , ଯାନିଯାତରା 
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା
Elevation26 m (85 ft)

ଅବସ୍ଥିତି 

ତିର୍ଥେଶ୍ୱର ମନ୍ଦିରର ଅବସ୍ଥିତ  20◦ latitude and 14’ 36"N, 85◦ longitude and 50’ 10"E, ଏବଂ ଏହାର ଉଚ୍ଚତା ୮୫ଫୁଟ । 

ଏହା ପୁରୁଣା ଭୁବନେଶ୍ୱର ଅଞ୍ଚଳର ତଳବଜାରଠାରେ ଅବସ୍ଥିତ । ବିନ୍ଦୁସାଗର ପୁଷ୍କରିଣୀଠାରୁ ଲିଙ୍ଗରାଜ ମନ୍ଦିରକୁ ଯିବା ରାସ୍ତାରେ ବାମ ପାର୍ଶ୍ୱରେ ଏହି ମନ୍ଦିର ରହିଛି । ମନ୍ଦିରର ମୁଖ ପଶ୍ଚିମ ଦିଗକୁ ରହିଛି । ଏଠାରେ ଶିବ ଲିଙ୍ଗ ସହ ଯୋନିପୀଠ ମଧ୍ୟ ରହିଛି । ଏହି ମନ୍ଦିରରେ ନିୟମିତ ପୂଜା ଅର୍ଚ୍ଚନା ହୁଏ । 

ଇତିହାସ 

ସ୍ଥାପତ୍ୟ କଳାକୁ ଅନୁଧ୍ୟାନ କାଲେ ଏହି ମନ୍ଦିର ଚତୁର୍ଦ୍ଦଶ ଶତାବ୍ଦୀର ଗଙ୍ଗବଂଶ ସମୟରେ ନିର୍ମାଣ ହେଇଥିବାର ଜଣାଯାଇଥାଏ । ଏହି ମନ୍ଦିର ବର୍ତ୍ତମାନ ବେସରକାରି ମାଲିକାନାରେ ପରିଚାଳିତ । ତଳବଜାର ଅଞ୍ଚଳର ବ୍ୟକ୍ତିମାନେ ମନ୍ଦିର ପରିଚାଳନା ଭାର ନିଅନ୍ତି । 

ଯାନିଯାତରା 

ମନ୍ଦିରରେ ମହା ଶିବରାତ୍ରି ସହ ଜଳାଭିଷେକ, ସଂକ୍ରାନ୍ତି ଆଦି ନିୟମାନୁସାରେ ପାଳିତ  ହୁଏ । 

ଆଧାର 

  • Debala Mitra, ‘Bhubaneswar’ New Delhi, 1958, P. 29.
  • K.C. Panigrahi, Archaeological Remains at Bhubaneswar, Calcutta, 1961. PP. 16–17.
  • L. S.S. O’ Malley, Bengal District Gazetteer Puri, Calcutta 1908, P. 240.
  • M.M. Ganguly, Orissa and Her remains, Calcutta, 1912, PP. 393–394.
  • P.R. Ramachandra Rao, Bhubaneswar Kalinga Temple Architecture, Hyderabad, 1980, P. 29.
  • R.P. Mohapatra, ‘Archaeology in Orissa’. Vol. I, Delhi, 1986. P. 57.
  • R.L. Mitra. The Antiauities of Orissa, Vol.II, Calcutta, 1963, PP. 160–161.
  • T.E. Donaldson, ‘Hindu Temple Art of Orissa’. Vol. I, Leiden, 1985, P. 76.

ବାହାର ଲିଙ୍କ 

Tags:

ତିର୍ଥେଶ୍ୱର ଶିବ ମନ୍ଦିର ଅବସ୍ଥିତି ତିର୍ଥେଶ୍ୱର ଶିବ ମନ୍ଦିର ଇତିହାସ ତିର୍ଥେଶ୍ୱର ଶିବ ମନ୍ଦିର ଯାନିଯାତରା ତିର୍ଥେଶ୍ୱର ଶିବ ମନ୍ଦିର ଆଧାର ତିର୍ଥେଶ୍ୱର ଶିବ ମନ୍ଦିର ବାହାର ଲିଙ୍କ ତିର୍ଥେଶ୍ୱର ଶିବ ମନ୍ଦିରଓଡ଼ିଶାଭାରତଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱରଓଡ଼ିଆ ସାହିତ୍ୟର ଇତିହାସମାଗୁଣିର ଶଗଡ଼ଟ୍ରାଲୋକିନୁମାବସମ୍ବଲପୁର ଜିଲ୍ଲାସୌରୀନ୍ଦ୍ର ବାରିକ୧୯୬୧ସ୍ତୁତି ଚିନ୍ତାମଣିମନୋରଞ୍ଜନ ଦାସତମନ୍ନା ବ୍ୟାସସୁରେନ୍ଦ୍ର ମହାନ୍ତିଜଳ୧୯୦୫ଗର୍ଭାବସ୍ଥାଆଚାର୍ଯ୍ୟ ହରିହରଓଡ଼ିଶାର ମାପ ବ୍ୟବସ୍ଥାଚନ୍ଦ୍ରଶେଖର ନନ୍ଦହୃଷୀକେଶ ମଲ୍ଲିକଶୀତଳ ଷଷ୍ଠୀ ଯାତ୍ରାନଇ ଆରପାରିସାଇକେଲଶେୟାର ବଜାରହେପାଟାଇଟିସ ବିଲୋକ ସଭାଗୁରୁ ପ୍ରସାଦ ମହାନ୍ତିପରୀକ୍ଷାପରିବେଶବିଜୁ ପଟ୍ଟନାୟକବ୍ୟଞ୍ଜନ ବର୍ଣ୍ଣବୃହସ୍ପତିସତ୍ୟନାରାୟଣ ରାଜଗୁରୁଓଡ଼ିଆ ରାମାୟଣଓଡ଼ିଆ କବି ମାନଙ୍କର ତାଲିକାଅମାବାସ୍ୟାର ଚନ୍ଦ୍ରସୁଭାଷ ଚନ୍ଦ୍ର ବୋଷତୃପ୍ତି ଦାସମହିଳା ଯୌନାଙ୍ଗ ଛେଦନସରୋଜିନୀ ନାଇଡୁବିଜୟ ମିଶ୍ରଧର୍ମଖଡ଼ଗପୁରଇଣ୍ଟରନେଟରାମକୃଷ୍ଣ ପରମହଂସନିତ୍ୟାନନ୍ଦ ଶତପଥୀମଙ୍ଗଳା ମନ୍ଦିରବୈଶାଖଭାରତୀୟ ଜନତା ପାର୍ଟିସମୟ (କାଳ)ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତର ସଂସଦନୋବେଲ ପୁରସ୍କାରରାମଓମ'ଙ୍କ ନିୟମଚିଲିକା (ବହୁବିକଳ୍ପ)ମାଲକାନଗିରି ଜିଲ୍ଲାଫକୀର ମୋହନ ସେନାପତିପଲଉଭାରତର ଜାତୀୟ ପତାକାପାଇକ ଆଖଡ଼ାରାଜ ଯୋଗଅଗ୍ନ୍ୟାଶୟ ଅକ୍ଷମତା୧୬୬୫ଓଡ଼ିଆ ରାନ୍ଧଣାପ୍ରସନ୍ନ କୁମାର ପଣ୍ଡାସମୀର ରଞ୍ଜନ ଦାଶସତୀ ଅନୁସୂୟାଭୀମ ଭୋଇପାରାଦୀପ ବନ୍ଦରଉତ୍କଳ ବ୍ରାହ୍ମଣ🡆 More