ତାରିଣୀ ଚରଣ ପଟ୍ଟନାୟକ: ଓଡ଼ିଆ ରାଜନୀତିଜ୍ଞ

ତାରିଣୀ ଚରଣ ପଟ୍ଟନାୟକ (୧୭ ଫେବୃଆରୀ ୧୯୧୬ - ୧୬ ଜାନୁଆରୀ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତାରିଣୀ ଚରଣ ପଟ୍ଟନାୟକ
ତାରିଣୀ ଚରଣ ପଟ୍ଟନାୟକ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀସଦାନନ୍ଦ ମହାନ୍ତି
ପର ଅଧିକାରୀରାଧାଗୋବିନ୍ଦ ସାହୁ
ନିର୍ବାଚନ ମଣ୍ଡଳୀକବିସୂର୍ଯ୍ୟ ନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-02-17)୧୭ ଫେବୃଆରୀ ୧୯୧୬
ମୃତ୍ୟୁ୧୬ ଜାନୁଆରୀ ୨୦୧୫(2015-01-16) (ବୟସ ୯୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀମହାଲକ୍ଷ୍ମୀ ପଟ୍ଟନାୟକ
ବାପା/ବୋଉଜଗନ୍ନାଥ ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ତାରିଣୀ ୧୯୧୬ ମସିହାର ଫେବୃଆରୀ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପଟ୍ଟନାୟକ ଓ ପତ୍ନୀଙ୍କ ନାମ ମହାଲକ୍ଷ୍ମୀ ପଟ୍ଟନାୟକ ।

ରାଜନୈତିକ ଜୀବନ

ତାରିଣୀ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ତାରିଣୀ ୨୦୧୫ ମସିହାରେ ଜାନୁଆରୀ ୧୬ ତାରିଖରେ ୯୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ତାରିଣୀ ଚରଣ ପଟ୍ଟନାୟକ ଜନ୍ମ, ପରିବାର ଓ ଶିକ୍ଷାତାରିଣୀ ଚରଣ ପଟ୍ଟନାୟକ ରାଜନୈତିକ ଜୀବନତାରିଣୀ ଚରଣ ପଟ୍ଟନାୟକ ମୃତ୍ୟୁତାରିଣୀ ଚରଣ ପଟ୍ଟନାୟକ ଆଧାରତାରିଣୀ ଚରଣ ପଟ୍ଟନାୟକଓଡ଼ିଆ ଲୋକଓଡ଼ିଶା ବିଧାନ ସଭାକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଯାଜପୁର ଜିଲ୍ଲାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଭୀମ ଭୋଇଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସକୁଜିବର ପ‌ତ୍ରଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ନାଟକଭଦଭଦଳିଆମଇ ଦିବସବୈଶାଖଅଷ୍ଟ୍ରିଆ୧୯୦୫ଓଡ଼ିଆ ଭାଷା ଆନ୍ଦୋଳନଚିଲିକା (କବିତା)ଓଡ଼ିଶା ସରକାରଅଖିଳ ମୋହନ ପଟ୍ଟନାୟକଓଡ଼ିଆଭାରତମାର୍ଚ୍ଚଚାରି ଧାମଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବ୍ରଜନାଥ ରଥସିନ୍ଧୁ ନଦୀଶାନ୍ତନୁ କୁମାର ଆଚାର୍ଯ୍ୟଦାସକାଠିଆଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିହରେକୃଷ୍ଣ ମହତାବପ୍ରାଣୀସଂକ୍ରାନ୍ତିପାଇକ ବିଦ୍ରୋହଏମିସ ଲୋକମନୋଜ ଦାସସୋନପୁର ରାଜ୍ୟକଟକ୧୭୪୬ଓଡ଼ିଶାର ଲୋକନୃତ୍ୟପାପୁଆ ନିଉ ଗିନିସୁଭାଷ ଚନ୍ଦ୍ର ବୋଷଅନ୍ନଦା ଶଙ୍କର ରାୟଇଣ୍ଡୋନେସିଆଖଞ୍ଜଣିଗୁରୁ ପ୍ରସାଦ ମହାନ୍ତିଥାଲକୁଡ଼ିଫକୀର ମୋହନ ସେନାପତିରାଜାରାଣୀ ମନ୍ଦିରଜୁନଶ୍ରାଦ୍ଧମନୋରଞ୍ଜନ ଦାସ୧୮ ଅକ୍ଟୋବରଓଡ଼ିଆ କବି ମାନଙ୍କର ତାଲିକାଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ନେମାଳପ୍ରଯୁକ୍ତି ବିଦ୍ୟାଆନ୍ତର୍ଜାତିକ ମହିଳା ଦିବସପାରମିତା ଶତପଥୀପ୍ରତିଭା ରାୟବର୍ଷା ପ୍ରିୟଦର୍ଶିନୀକମ୍ପ୍ୟୁଟରସତ୍ୟନାରାୟଣ ରାଜଗୁରୁରାସେଶ୍ୱରୀ ପାଣିଗ୍ରାହୀଉତ୍କଳ ବ୍ରାହ୍ମଣମାଟିର ମଣିଷରାମ ନବମୀଇଂଲଣ୍ଡବିଜୁ ପଟ୍ଟନାୟକମହିଳା ଯୌନାଙ୍ଗ ଛେଦନଉଦୟନାଥ ଷଡ଼ଙ୍ଗୀ🡆 More