ଭୂଖା: ୧୯୮୯ର ଓଡ଼ିଆ କଥାଚିତ୍ର

ଭୂଖା ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ କଥାଚିତ୍ର । 'ଭୂଖା' ସମ୍ବଲପୁରୀ ଭାଷାରେ ନିର୍ମିତ ପ୍ରଥମ କଥାଚିତ୍ର, ଏହା ସବ୍ୟସାଚୀ ମହାପାତ୍ରଙ୍କଦ୍ୱାରା କୁମାର୍ ପ୍ରଡକ୍ସନ୍ ବ୍ୟାନର୍ ତଳେ ନିର୍ମିତ ହୋଇଥିଲା । ଏହା ମଙ୍ଗଳୁ ଚରଣ ବିଶ୍ୱାଳଙ୍କଦ୍ୱାରା ଲିଖିତ ସମ୍ବଲପୁରୀ ନାଟକ ଭୂଖା ଉପରେ ଆଧାରିତ । 'ଭୂଖା'ରେ ପଶ୍ଚିମ ଓଡ଼ିଶାର ଗରିବ ହରିଜନ ଅଧିବାସୀଙ୍କ ବଜନିଆ ସମାଜର ଲୋକଙ୍କ ଜୀବନ ଓ ଜୀବିକା ଉପରେ ଆଧୁନିକ ସଭ୍ୟତା କିଭଳି ଭାବରେ ପ୍ରଭାବ ପକାଉଛି ଏବଂ ସେମାନେ ଧନୀ ଶ୍ରେଣୀର ଲୋକଙ୍କ ଅତ୍ୟାଚାର ସତ୍ତ୍ୱେ ନିଜର ଜୀବିକା, ସଂକୃତି,ଓ ପରମ୍ପରାକୁ କିଭଳି ଭାବରେ ବଜାୟ ରଖିଛନ୍ତି ତାହା ଅତି ସୁନ୍ଦର ଭବରେ ଚିତ୍ରଣ କରାଯାଇଛି । ଏହା ଓଡ଼ିଶାର ପ୍ରଥମ ଆଞ୍ଚଳିକ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା ।

ଭୂଖା
ନିର୍ଦ୍ଦେଶକସବ୍ୟସାଚୀ ମହାପାତ୍ର
ମୂଳ ଆଧାରଭୁଖା 
by ମଙ୍ଗଳୁ ଚରଣ ବିଶ୍ୱାଳ
କଳାକାରଶରତ ପୂଜାରୀ, ସାଧୁ ମେହେର, ବିଜୟ ପୂଜାରୀ, ସ୍ୱାତୀ ରାୟ
ସଙ୍ଗୀତରମେଶ କୁମାର ମହାନନ୍ଦ
ମୁକ୍ତିଲାଭ ତାରିଖ
୧୯୮୯
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେ

‘ଭୂଖା’ କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ

ବଜନିଆମାନଙ୍କଦ୍ୱାରା ବ୍ୟବହୃତ ପାରମ୍ପରିକ ଢୋଲ ଓ ମହୁରିଦ୍ୱାରା ପରିବେଷିତ ଏହାର ପଲ୍ଲିଗୀତଗୁଡ଼ିକ ପଶ୍ଚିମାଞ୍ଚଳର ପର୍ବପର୍ବାଣିର ପରମ୍ପରା ଓ ପ୍ରଥାକୁ ସୂଚାଏ ।

  • ଫଟାଇ ଖାଇଲି ବେଲ କୁକିଲ ରେ
  • ଆରତ ତାରିଣୀ ଗୋ ଅଶ୍ଟଉଦୟା ଆରତେ ଯେ ଚିନ୍ତେ
  • ମଲ୍ଲି ଫୁଟି ମହକିଲା
  • ଶୁଭ ଲଗନେ ବର କଲେ ଗମନ ହୋ

ପୁରସ୍କାର ଏବଂ ଚୟନ

  • ୧୯୯୦ ମସିହା ସ୍ପେନ୍ର ଗିଜୋନ୍ ଆନ୍ତର୍ଜାତୀୟ ଫିଲ୍ମ୍ ମହୋତ୍ସବରେ ଆନ୍ତର୍ଜାତୀୟ ଜୁରି ପୁରସ୍କାର ।
  • ଫ୍ରାନ୍ସ୍ର ଓରିଲାକ୍ଠାରେ ଅନୁଷ୍ଠିତ ବିଶ୍ୱ ଗ୍ରାମୀଣ ଫିଲ୍ମ୍ ମହୋତ୍ସବ ପାଇଁ ନାମାଙ୍କିତ ଓ ଶ୍ରେଶ୍ଠ ପରିସ୍ଥିତି ଉପରେ ଅଧାରିତ ଫିଲ୍ମ୍ ଭାବେ ପୁରଷ୍କ୍ରୁତ ।

ଆଧାର

ଅଧିକ ତଥ୍ୟ

  • ଇଣ୍ଟରନେଟ ମୁଭି ଡାଟାବେସରେ ଭୂଖା

Tags:

ଭୂଖା ଅଭିନୟରେଭୂଖା ଗୀତଭୂଖା ପୁରସ୍କାର ଏବଂ ଚୟନଭୂଖା ଆଧାରଭୂଖା ଅଧିକ ତଥ୍ୟଭୂଖାମଙ୍ଗଳୁ ଚରଣ ବିଶ୍ୱାଳସବ୍ୟସାଚୀ ମହାପାତ୍ର

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଲିପି୪ ଅପ୍ରେଲପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଛବିଳ ମଧୁ ବର୍ଣ୍ଣବୋଧପାଲାବିଦ୍ୟୁତଗୋପବନ୍ଧୁ ଦାସଏସିଆଭଗବତ ଗୀତାଭଦଭଦଳିଆଋଷିଆବିରିମନମୋହନ ସାମଲଆଲବର୍ଟ ଆଇନଷ୍ଟାଇନବିଜ୍ଞାନଭୁବନେଶ୍ୱରପଦ୍ମଚରଣ ପଟ୍ଟନାୟକବନ୍ଧୁତାବୈକୁଣ୍ଠନାଥ ପଟ୍ଟନାୟକରେଭେନ୍‌ସା କଲିଜିଏଟ ସ୍କୁଲପରିବେଶଜୋହାନ୍ ସେବାଷ୍ଟିଆନ୍ ବାକ୍ବୀର ସୁରେନ୍ଦ୍ର ସାଏଏଡା ଲଭ୍‌ଲେସ୍‌କାଲିଫର୍ମିଅମବାସନ୍ତୀନବକଳେବରଜଗନ୍ନାଥ ମନ୍ଦିରଅଶୋକ (ସମ୍ରାଟ)ସଂଗୀତ୧୦ ଅଗଷ୍ଟରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀରାମ ପଣ୍ଡାନମିତା ଅଗ୍ରୱାଲଯକୃତବ୍ୟାସଦେବରାମଚନ୍ଦ୍ର ବେହେରାଗୁରୁପ୍ରସାଦ ମହାନ୍ତିବିର୍ସା ମୁଣ୍ଡାଶିବକଙ୍କାଳଉତ୍କଳ ସମ୍ମିଳନୀବିଷ୍ଣୁଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଣା ସଂକ୍ରାନ୍ତିପରିସଂଖ୍ୟାନସାଧୁ ମେହେରସାଇକେଲଗଙ୍ଗଶିଉଳୀଭୂମିଜ ଜାତିଚକ୍ରଧର ବେହେରାନୀଳକଣ୍ଠ ଦାସଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଓଡ଼ିଆ କଥାଚିତ୍ର ଜଗତଚିଲିକା ହ୍ରଦଲୋକ ସଭାଦ୍ରୌପଦୀ ମୁର୍ମୁବେଲମାସ୧୨ ଫେବୃଆରୀଅଂଶୁପା ହ୍ରଦଚିତ୍ତରଞ୍ଜନ ଦାସମହାତ୍ମା ଗାନ୍ଧୀମଧୁସୂଦନ ରାଓଓଡ଼ିଶାର ସଂସ୍କୃତିଭୂମିକମ୍ପରସୁଣଜଣ୍ଡିସ୍🡆 More