ଓଡ଼ିଆ କଥାଚିତ୍ର ତାରା: ୧୯୯୨ ଓଡ଼ିଆ କଥାଚିତ୍ର

ତାରା, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିମଳ ଦତ୍ତ । ଡଲି ଜେନା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ୧୯୯୨ ମସିହାରେ ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।

ତାରା
ନିର୍ଦ୍ଦେଶକଡଲି ଜେନା
ପ୍ରଯୋଜକଡଲି ଜେନା
ଚିତ୍ରନାଟ୍ୟଡଲି ଜେନା
କାହାଣୀବିମଳ ଦତ୍ତ
କଳାକାରଡଲି ଜେନା
ଅଜିତ ଦାସ
ସଙ୍ଗୀତଭୁବନେଶ୍ୱର ମିଶ୍ର
ଧ୍ୟାନେଶ ଖାନ
ଚିତ୍ରଗ୍ରହଣନୀଲାଭ କୌଲ
ସମ୍ପାଦକଗଦାଧର ପୁଟୀ
ମୁକ୍ତିଲାଭ ତାରିଖ
୧୯୯୨
ଦେଶଓଡ଼ିଆ କଥାଚିତ୍ର ତାରା: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଅଭିନୟ

ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଇରଫାନ ଖାନ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ ଓ ଏଥିପାଇଁ ସେ ଓଡ଼ିଶା ଆସି ସୁଟିଂ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ତାଙ୍କୁ ଏହି ଚଳଚ୍ଚିତ୍ର ଅଧାରୁ ଛାଡିବାକୁ ପଡିଥିଲା ଓ ସେହି ଚରିତ୍ରରେ ଅଜିତ ଦାସ ଅଭିନୟ କରିଥିଲେ ।

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ଓ ଧ୍ୟାନେଶ ଖାନ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଆଧାର

ବାହାର ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ ତାରା

Tags:

ଓଡ଼ିଆ କଥାଚିତ୍ର ତାରା ଅଭିନୟଓଡ଼ିଆ କଥାଚିତ୍ର ତାରା କାହାଣୀଓଡ଼ିଆ କଥାଚିତ୍ର ତାରା ଗୀତ ଏବଂ ସଙ୍ଗୀତଓଡ଼ିଆ କଥାଚିତ୍ର ତାରା ଆଧାରଓଡ଼ିଆ କଥାଚିତ୍ର ତାରା ବାହାର ଆଧାରଓଡ଼ିଆ କଥାଚିତ୍ର ତାରା

🔥 Trending searches on Wiki ଓଡ଼ିଆ:

ଯୁକ୍ତରାଜ୍ୟହଳଧର ନାଗବଡ଼ଓଷାଭାରତୀୟ ସମ୍ବିଧାନସମାଜ (ଖବରକାଗଜ)ମହାତ୍ମା ଗାନ୍ଧୀଚିତ୍ତରଞ୍ଜନ ଦାସଜୈନ ଧର୍ମଗୋଦାବରୀଶ ମିଶ୍ରନଟବର ଶତପଥୀଇଲନ ମସ୍କସମୟ (କାଳ)କବି ପ୍ରସାଦ ମିଶ୍ରପିତ୍ତକୋଷବ୍ରଜନାଥ ବଡ଼ଜେନାସଞ୍ଚିତା ମହାନ୍ତିପାରାଦ୍ୱୀପରାଧାଉଇକିପିଡ଼ିଆବନ୍ଦେ ଉତ୍କଳ ଜନନୀଭାରତ ଛାଡ଼ ଆନ୍ଦୋଳନତ୍ରିଭୁଜଅମର ପ୍ରସାଦ ଶତପଥୀତୃପ୍ତି ଦାସଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ହୋଲିଧର୍ମଜୁଲିଅସ ସିଜରଭି. କାର୍ତ୍ତିକେୟ ପାଣ୍ଡିଆନଉତ୍କଳ ଦୀପିକାଆପେଣ୍ଡିସାଇଟିସକଳିଙ୍ଗ ଯୁଦ୍ଧଦଗ୍ଧସୀତା ବିବାହଯୁକ୍ତରାଷ୍ଟ୍ର ଆମେରିକାହେମୋଫିଲିଆଭାରତର ପ୍ରଧାନମନ୍ତ୍ରୀରେବତୀ (କ୍ଷୁଦ୍ରଗଳ୍ପ)ତାରାପ୍ରସାଦ ଦାସଛତିଶଗଡ଼ବିଭୂତି ଭୂଷଣ ପ୍ରଧାନwiki.phtmlରାବଣନାରାୟଣ ସାହୁ (୧୯୨୮ ଜନ୍ମ)୩ (ସଂଖ୍ୟା)ବୀଣାପାଣି ମହାନ୍ତିପଠାଣି ପଟ୍ଟନାୟକକୃଷ୍ଣ ଜନ୍ମାଷ୍ଟମୀବାଲେଶ୍ୱର ଜିଲ୍ଲାକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଯାଜପୁରଭାରତୀୟ ଦଣ୍ଡ ସଂହିତା, ୧୮୬୦୮ ଅପ୍ରେଲକୋରାପୁଟତାମିଲ ଭାଷାଜନ ବୀମସରାଜା ରାମମୋହନ ରାୟଶିବ ସେନାଶଙ୍କର ପ୍ରସାଦ ତ୍ରିପାଠୀଜାନକୀ ବଲ୍ଲଭ ପଟ୍ଟନାୟକମନୋଜ ଦାସଙ୍କ କଥା ଓ କାହାଣୀତରଳ ଝାଡ଼ାଯକ୍ଷ୍ମା🡆 More