ଡେଭିଡ ବେକହାମ: ଫୁଟବଲ ଖେଳାଳି

ଡେଭିଡ ରବର୍ଟ ଜୋସେଫ ବେକହାମ ଓବିଇ(ଜନ୍ମ ମଇ ୨ ୧୯୭୫) ଜଣେ ଇଂରାଜୀ ପେଶାଦାର ଫୁଟବଲ ଖେଳାଳି । ସେ ମଞ୍ଚେସ୍ଟର ୟୁନାଇଟେଡ,ପ୍ରେସ୍ଟନ ନର୍ଥ ଏଣ୍ଡ,ରିୟଲ ମାଦରିଦ, ମିଲନ, ଏଲଏ ଗ୍ୟାଲାକ୍ସି, ପ୍ୟାରିସ ସେଣ୍ଟ-ଜର୍ମାନ, ଇଂଲଣ୍ଡ ନ୍ୟାସନାଲ ଟିମ୍ ପାଇଂ ଖେଳି ସାରିଲେଣି ,ଯେଉଂଥି ପାଇଂ ଆଉଟଫିଲ୍ଡ୍ ଖେଳାଳି ଭାବେ ନିଜର ପ୍ରଦର୍ଶନ ପାଇଂ ରେକର୍ଡ କରିଛନ୍ତି । ସେ ପ୍ରଥମ ଇଂରାଜୀ ଖେଳାଳି ଥିଲେ ଯିଏକି ଇଂଲଣ୍ଡ , ସ୍ପେନ, ୟୁନାଇଟେଡ ସ୍ଟେଟ୍ସ ଏବଂ ଫ୍ରାନସ୍ ପାଇଂ ଲିଗ୍ ଶିରୋନାମା ଜିତି ସାରିଛନ୍ତି । ଦୀର୍ଘ ୨୦ ବର୍ଷର ଖେଳ ପରେ ସେ ମଇ ୨୦୧୩ରେ ନିଜର ଅବସର ଘୋଷଣା କଲେ ଯାହା ମଧ୍ୟରେ ସେ ୧୯ଟି ପ୍ରମୁଖ ଟ୍ରଫି ଜିତିଛନ୍ତି ।

ଡେଭିଡ ବେକହାମ

OBE
ଡେଭିଡ ବେକହାମ: ଫୁଟବଲ ଖେଳାଳି
Beckham at the 2014 Wimbledon Championships
ଜନ୍ମ
David Robert Joseph Beckham

(1975-05-02) ୨ ମଇ ୧୯୭୫ (ବୟସ ୪୮)
Leytonstone, London, England
ଜାତୀୟତାBritish (English)
ବୃତ୍ତିସମୂହ
  • Footballer
  • businessman
  • model
  • spokesperson
(s)UNICEF, Malaria No More
ଏଜେଣ୍ଟSimon Fuller (XIX Entertainment)
ଉଚ୍ଚତା6 ft 0 in (1.83 m)
ବୈବାହିକ-ସାଥୀ
Victoria Beckham
(m. ୧୯୯୯)
ସନ୍ତାନ4
ପିତାମାତା(s)Ted and Sandra Beckham
Association football career
Playing position Midfielder
Youth career
Tottenham Hotspur
Brimsdown Rovers
1991–1993 Manchester United
Senior career*
Years Team Apps (Gls)
1992–2003 Manchester United 265 (62)
1994–1995 → Preston North End (loan) 5 (2)
2003–2007 Real Madrid 116 (13)
2007–2012 LA Galaxy 98 (18)
2009 → Milan (loan) 18 (2)
2010 → Milan (loan) 11 (0)
2013 Paris Saint-Germain 10 (0)
Total 523 (97)
National team
1992–1993 England U18 3 (0)
1994–1996 England U21 9 (0)
1996–2009 England 115 (17)

* Senior club appearances and goals counted for the domestic league only.


ୱେବସାଇଟdavidbeckham.com

ପ୍ରାରମ୍ଭିକ ଜୀବନ

ବେକହାମ ଇଂଲଣ୍ଡର ୱ୍ହିପ୍ସ କ୍ରପ୍ସ ଇଉନିଭର୍ସିଟି ମେଡିକାଲରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଡେଭିଡ ଏଡୱାର୍ଡ ଆଲାନ ଟେଡ ବେକହାମ ।ଓ ମାତାଙ୍କ ନାମ ସଣ୍ଡ୍ରା ଜିୟର୍ଜିନ ।ତାଙ୍କର ଜଣେ ଜଣେ ବଡ଼ ଭଉଣୀ ଏବଂ ଜଣେ ସାନ ଭଉଣୀ ମଧ୍ୟ ଥିଲେ। ବେକହାମ ଛୋଟ ବେଳରୁ ଫୁଟବଲ ଖେଳ ପ୍ରତି ଆକୃଷ୍ଟ ଥିଲେ।ଯେତେବେଳେ ଛୋଟ ବେଳେ ଶିକ୍ଷକ ତାଙ୍କୁ ବଡ଼ ହେଲେ କଣ ହେବ ପଚାରୁଥିଲେ ସେତେବେଳେ ବେକହାମ ସବୁବେଳେ କହୁଥିଲେ "ମୁ ବଡ଼ ହେଲେ ଜଣେ ଫୂଟବଲଲର ହେବି । ବେକହାମଙ୍କ ପିତା ମାତା ମଞ୍ଚେଷ୍ଟର ୟୁନିଟେଡ ଫୁଟବଲ କ୍ଲବର ପ୍ରବଳ ପ୍ରଶଂସକ ଥିଲେ।ଏବଂ ଦଳର ହୋମ ମ୍ଯାଚ ଦେଖିବାକୁ ଲଣ୍ଡନର ଓଲ୍ଡ ଟ୍ରାଫୋର୍ଡକୁ ଯାଉଥିଲେ । ବେକହାମ ତାଙ୍କ ପିତା ଏବଂ ମାତାଙ୍କ ଠୁ ମଞ୍ଚେଷ୍ଟର ପ୍ରତି ପ୍ରେମ ଜିନ ଗତ ରୂପେ ପାଇଥିଲେ ।ସେ ବବି ଚାର୍ଲଟନଙ୍କ ଫୁଟବଲ ଏକାଡେମିରେ ଯୋଗଦାନ କରିଥିଲେ।

Tags:

🔥 Trending searches on Wiki ଓଡ଼ିଆ:

ଉତ୍କଳ ସମ୍ମିଳନୀଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଶେର ଶାହ ସୁରୀଚୈତନ୍ୟଚିଲିକା (କବିତା)ଯଦୁମଣି ମହାପାତ୍ରଆଣ୍ଡାମାନ ସାଗରକାହ୍ନୁଚରଣ ମହାନ୍ତିଓପନ-ସୋର୍ସ ସଫ୍ଟୱେରମାଟିର ମଣିଷଚାରି ଧାମମାଣବସା ଗୁରୁବାରତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଇଂଲଣ୍ଡଭଗବତୀ ଚରଣ ପାଣିଗ୍ରାହୀରାଜକିଶୋର ପଟ୍ଟନାୟକକୃଷ୍ଣଦେବୁ ବୋଷରାସନ କାର୍ଡ଼ (ଭାରତ)ଚିତ୍ତରଞ୍ଜନ ଦାସବିର୍ସା ମୁଣ୍ଡାବିରଜା ମନ୍ଦିରଶ୍ରୀତମ ଦାସମଙ୍ଗଳୁ ଚରଣ ବିଶ୍ୱାଳଗ୍ରହପଥ ଓ ପୃଥିବୀଏମିସ ଲୋକଚନ୍ଦନ ଯାତ୍ରାୟୁ ଟ୍ୟୁବପୋଟଳ ରସାଦାସିଆ ବାଉରୀପିଙ୍କି ପ୍ରଧାନନେତୃତ୍ୱରାମଶଙ୍କର ରାୟବଳଦେବଜୀଉ ମନ୍ଦିରରାମାୟଣବଳରାମ ଦାସସୌଭାଗ୍ୟ କୁମାର ମିଶ୍ରବୀର ସୁରେନ୍ଦ୍ର ସାଏସୁଇଜରଲ୍ୟାଣ୍ଡସୁରେନ୍ଦ୍ର ମହାନ୍ତିଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସବଳଭୁବନେଶ୍ୱର୨୯ ମାର୍ଚ୍ଚଖଡ଼ଗପୁରଏଞ୍ଜେଲା ମେର୍କେଲ୍ସୁଭାଷ ଚନ୍ଦ୍ର ବୋଷଗଣ୍ଡାବୁଧଫରିନା ଆଜାଦରାଧାମୋହନ ଗଡ଼ନାୟକନୋବେଲ ପୁରସ୍କାରବେଦଭାରତୀୟ ସମ୍ବିଧାନଅପରେଟିଙ୍ଗ ସିଷ୍ଟମନନ୍ଦିଘୋଷଶ୍ରୀ ଅରବିନ୍ଦଜଗନ୍ନାଥଙ୍କ ବେଶଭଦ୍ରକ ଜିଲ୍ଲାବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଫେବୃଆରୀ ୨୮ଶ୍ରଦ୍ଧାକର ସୂପକାରଉଦ୍ଭିଦ ବିଜ୍ଞାନଅଂଶୁପା ହ୍ରଦ୭୦୧🡆 More