ଟୋରାସେମାଇଡ: ଯୌଗିକ ରାସାୟନିକ ପଦାର୍ଥ

ଟୋରାସେମାଇଡ (ଇଂରାଜୀ ଭାଷାରେ Torasemide, ଅନ୍ୟ ନାମ ଟର୍ସେମାଇଡ/ torsemide) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତ ଯୋଗୁ ହେଉଥିବା ହାଇପରଭଲେମିଆ (fluid overload), ବୃକ୍‌କ ରୋଗ (kidney disease) ଓ ଯକୃତ ରୋଗ (liver disease) ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ । ଉଚ୍ଚ ରକ୍ତଚାପ ରୋଗ ଚିକିତ୍ସା ନିମନ୍ତେ ବିଶେଷ ପସନ୍ଦ କରାଯାଏ ନାହିଁ । ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।

ଟୋରାସେମାଇଡ
ଟୋରାସେମାଇଡ: ଯୌଗିକ ରାସାୟନିକ ପଦାର୍ଥ
ଟୋରାସେମାଇଡ: ଯୌଗିକ ରାସାୟନିକ ପଦାର୍ଥ
Clinical data
Trade namesDemadex, Tortas, others
SynonymsTorsemide
AHFS/Drugs.commonograph
MedlinePlusa601212
Pregnancy
category
  • US: C (Risk not ruled out)
Routes of
administration
By mouth, IV
Drug classLoop diuretic
ATC code
Legal status
Legal status
  • US: ℞-only
Pharmacokinetic data
Bioavailability80-90%
Protein bindingHighly bound (>99%).
MetabolismHepatic (80%)
Elimination half-life3.5 hours; Cirrhosis: 7-8 hours
Identifiers
IUPAC name
  • N-[(isopropylamino)carbonyl]-4-[(3-methylphenyl)amino]pyridine-3-sulfonamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.164.924 Edit this at Wikidata
Chemical and physical data
FormulaC16H20N4O3S
Molar mass348.421 g/mol
3D model (JSmol)
SMILES
  • CC(C)NC(=O)NS(=O)(=O)c1cnccc1Nc2cc(C)ccc2
InChI
  • InChI=1S/C16H20N4O3S/c1-11(2)18-16(21)20-24(22,23)15-10-17-8-7-14(15)19-13-6-4-5-12(3)9-13/h4-11H,1-3H3,(H,17,19)(H2,18,20,21) checkY
  • Key:NGBFQHCMQULJNZ-UHFFFAOYSA-N checkY
 ☒NcheckY (what is this?)  (verify)

ଟୋରାସେମାଇଡର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଅଧିକ ପରସ୍ରା କରିବା, ତରଳ ଝାଡ଼ା, କାଶ ଓ ମୁଣ୍ଡ ଓଜନିଆ ଲାଗିବା ହୋଇପାରେ । ଶ୍ରବଣ ହାନୀ (hearing loss) ଓ ଅଳ୍ପ ପୋଟାସିଅମ low blood potassium ମଧ୍ୟ ହୋଇପାରେ । ଟୋରାସେମାଇଡ ଏକ ପ୍ରକାର ସଲଫୋନାମାଇଡ (sulfonamide) ଓ ଲୁପ ଡାଇୟୁରେଟିକ (loop diuretic) । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ବ୍ୟବ‌ହାର କରିବାକୁ ମନା କରାଯାଏ । ବୃକ୍‌କର ସୋଡ଼ିଅମ ପୁନଃଅବଶୋଷଣ କମେଇ ଏହା କାର୍ଯ୍ୟକ୍ଷମ ହୁଏ ।

ଟୋରାସେମାଇଡ ସନ ୧୯୭୪ରେ ପେଟେଣ୍ଟ ହେବା ପରେ ସନ ୧୯୯୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୦ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୪ ତମ ସ୍ଥାନରେ ଥଲା ।

ଆଧାର

ବାହ୍ୟ ଲିଙ୍କ

Tags:

en:hypervolemiaen:intravenousen:kidney diseaseen:liver diseaseଇଂରାଜୀ ଭାଷାଉଚ୍ଚ ରକ୍ତଚାପହୃଦ୍‌ପାତ

🔥 Trending searches on Wiki ଓଡ଼ିଆ:

ଅଶୋକ (ସମ୍ରାଟ)ମହେନ୍ଦ୍ର ସିଂହ ଧୋନିଶ୍ରୀନିବାସ ଉଦ୍‌ଗାତାଫିଲିପାଇନ୍ସଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା୨୦୦୦ଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୁଷ୍ପେନ୍ଦ୍ର ସିଂହ ଦେଓଶାରଳା ପୁରସ୍କାରଘାତକ ତିମିଶତପୁରା ରେଞ୍ଜମାଂସର ବିଳାପଫାରୋ ଦ୍ୱୀପପୁଞ୍ଜଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଆନ୍ତର୍ଜାତିକ ମହିଳା ଦିବସଅପର୍ଣ୍ଣା ବାସ୍ତାରେଅଲିମ୍ପିକ କ୍ରୀଡ଼ାବ୍ୟାଙ୍କ ଅଫ ଇଣ୍ଡିଆକ୍ରିକେଟଧର୍ମବିଭିନ୍ନ ପ୍ରକାର ଶାଗର ତାଲିକାଡେଭିଡ କାମେରନଓଡ଼ିଶୀଭାରତୀୟ ଡାକ ସେବାସୁଡୋଏଫେଡ୍ରିନଜୋହାନ୍ ସେବାଷ୍ଟିଆନ୍ ବାକ୍ରମାକାନ୍ତ ରଥଜଣ୍ଡିସ୍ଆଫ୍ରିକାନମିତା ଅଗ୍ରୱାଲରାଶି ଓ ନକ୍ଷତ୍ରନହୁଷଲାଟିନ ଭାଷାମାଟ୍ରିକ୍ସକାଳିନ୍ଦୀ ଚରଣ ପାଣିଗ୍ରାହୀସୋମନାଥଆନ୍ତ୍ରିକ ଅବରୋଧ୨୧ବଲାଙ୍ଗୀରଇଲେକ୍‌ଟ୍ରୋନମନୋଜ ଦାସସୁଦାମ ମାରାଣ୍ଡି୧୪୪୯ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାପିତ୍ତକୋଷନନ୍ଦ କିଶୋର ବଳଦାମୋଦର ରାଉତଶିବ୧୮୭୦କୋଭିଡ-୧୯ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରସୁରେନ୍ଦ୍ର ସିଂହ ଭୋଇଖାରବେଳସୀତାକାନ୍ତ ମହାପାତ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଏଷ୍ଟୋନିଆରଣେନ୍ଦ୍ର ପ୍ରତାପ ସ୍ୱାଇଁଜନ୍ ଏଫ୍. କେନେଡ଼ିସୁଦୀପ ତ୍ୟାଗୀରମାଦେବୀ ଚୌଧୁରୀସାଇପ୍ରସଓଡ଼ିଶାର କଳାଅନୁଭବ ମହାନ୍ତିମଙ୍ଗଳ୯୯୪ଦମୟନ୍ତୀ ବେଶ୍ରାପଞ୍ଜାବୀ ଉଇକିପିଡ଼ିଆ🡆 More