ଟିକା

ଟିକା ଏକ ଜୈବିକ ତିଆରି ପଦାର୍ଥ ଯାହା ଏକ ନିର୍ଦ୍ଦିଷ୍ଟ ରୋଗ ନିମନ୍ତେ ପ୍ରତିରୋଧ ଶକ୍ତି ବଢାଏ । ରୋଗ ସୃଷ୍ଟିକାରୀ ଜୀବାଣୁ ସହ ଟିକାର ସାମଞ୍ଜସ୍ୟ ରହେ । ଏହା ଦୂର୍ବଳ ବା ମୃତ ଜୀବାଣୁରୁ, ଏହାର ବାହ୍ୟ ପ୍ରୋଟିନରୁ (Surface protein) ଓ ଏହାର ବିଷରୁ ପ୍ରସ୍ତୁତ କରାଯାଏ । ଏହାକୁ ଏଜେଣ୍ଟ କୁହାଯାଇ ପାରେ । ଏହି ଏଜେଣ୍ଟ ଶରୀରର ପ୍ରତିରୋଧ ବିଭାଗକୁ ଉତ୍ତେଜିତ କରାଏ ଯାହାଦ୍ୱାରା ଏହି ବାହ୍ୟ ପଦାର୍ଥକୁ ଚିହ୍ନି ଶରୀର ମନେ ରଖେ ଓ ପରବର୍ତ୍ତୀ ସମୟରେ ଏହା ଶରୀରରେ ପ୍ରବେଶ କଲେ ନଷ୍ଟ କରିଦିଏ । ଟିକା ଦୁଇ ପ୍ରକାର ଅଛି: ୧.

ପ୍ରାକ-ରୋଗ ଟିକା ୨. ଚିକିତ୍ସା ନିମିତ୍ତ ଟିକା । ଭବିଷ୍ୟତରେ ରୋଗ ସୃଷ୍ଟିକାରୀ ଜୀବାଣୁଦ୍ୱାରା ରୋଗ ନ ହେବା ନିମନ୍ତେ ପ୍ରାକ ରୋଗ ଟିକା ଦିଆଯାଏ । କର୍କଟ ରୋଗ ଚିକିତ୍ସା ନିମନ୍ତେ ଟିକା ପ୍ରସ୍ତୁତି ଗବେଷଣା ଚାଲିଛି ।
ଏଡ଼ୱାର୍ଡ ଜେନର ୧୭୯୬ ମସିହାରେ ଟିକା ବା ଭାକସିନ ପ୍ରଥମେ ପ୍ରସ୍ତୁତ କରିଥିଲେ । ଲାଟିନ ଭାଷାରେ ଭାକା ଅର୍ଥ ଗାଈ (Latin variola vaccinia, adapted from the Latin vaccīn-us, from vacca, cow) । ଗାଈ ବସନ୍ତ ରୋଗର ଭୁତାଣୁ ନେଇ ମନୁଷ୍ୟ ବସନ୍ତ ଟିକା ଉଦ୍ଭାବନ କରି ଲୋକମାନକୁ ଟିକା ଦେଇଥିଲେ ।

ଟିକା
Jonas Salk in 1955 holds two bottles of a culture used to grow polio vaccines.

ଆଧାର

ବାହାର ତଥ୍ୟ

Tags:

କର୍କଟ ରୋଗବିଷ

🔥 Trending searches on Wiki ଓଡ଼ିଆ:

ଭୂଗୋଳକନ୍ଧମାଳ ଜିଲ୍ଲାଜୁନଇଣ୍ଡିଆନ ପ୍ରିମିଅର ଲିଗଫତୁରାନନ୍ଦହେପାଟାଇଟିସ ସିଚନ୍ଦ୍ରଶେଖର ନନ୍ଦବାଟ ଓଷାଶନି୧୯୬୬ମେଧା ପାଟକରକମ୍ପ୍ୟୁଟର ବିଜ୍ଞାନଅଚ୍ୟୁତ ସାମନ୍ତ୧୫୭୬ଯକ୍ଷ୍ମାରବି ସିଂହ ମାଝି୧୫ ମାର୍ଚ୍ଚଜୟୀରାମ ସାମଲମହେଶ୍ୱର ମହାନ୍ତିବ୍ୟଞ୍ଜନ ବର୍ଣ୍ଣଯୀଶୁଭାରତ ଛାଡ଼ ଆନ୍ଦୋଳନଦଣ୍ଡ ନାଟଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ୧୯୮୯ଉଇକିପୋଥି୧୫୭୯୨୦ ଅଗଷ୍ଟସଦାଶିବ ପ୍ରଧାନୀନଅଙ୍କ ଦୁର୍ଭିକ୍ଷରବୀନ୍ଦ୍ରନାଥ ଠାକୁରଜଗମୋହନ୧୬୨୫ନବକଳେବରଭୂମିକମ୍ପଟୁକୁନି ସାହୁଓଡ଼ିଶା ପ୍ରିମିଅର ଲିଗଭାରତୀୟ ଡାକ ସେବାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବଲାଙ୍ଗୀରଦେଶଉମେଶଚନ୍ଦ୍ର ସରକାରରାଜେନ୍ଦ୍ର କିଶୋର ପଣ୍ଡା୧୨ ମାର୍ଚ୍ଚଭାରତବ୍ରତୋପନୟନଆଚାର୍ଯ୍ୟ ହରିହରଓଡ଼ିଆ ସାହିତ୍ୟର ଇତିହାସଅହିରାଜଜୟୀ ରାଜଗୁରୁ୨ ଡିସେମ୍ବରଅମୃତାୟନଖାରବେଳ ସ୍ୱାଇଁଭାରତୀୟ ଷ୍ଟେଟ୍ ବ୍ୟାଙ୍କକୌଶଲ୍ୟା ବନ୍ଧପଞ୍ଚସଖାଚାଉଳମର୍ଦ୍ଦଳଅସିତ ମହାନ୍ତିଅକ୍ଷାଂଶବିଜୁ ପଟ୍ଟନାୟକବିଶ୍ୱନାଥ କରପୁଷ୍ପେନ୍ଦ୍ର ସିଂହ ଦେଓ୧୪୯୬ଗୋପୀନାଥ ମହାନ୍ତିଦ୍ରୌପଦୀଅଗଷ୍ଟସନାରୁତୋଷଡ଼ଭୁଜଜଗନ୍ନାଥ🡆 More