ଜାପାନିଜ ଏନସେଫାଲାଇଟିସ ଟିକା: ଟିକା

ଜାପାନିଜ ଏନସେଫାଲାଇଟିସ ଟିକା ଏକ ଟିକା ଯାହା ଜାପାନିଜ ଏନସେଫାଲାଇଟିସ ରୋଗରୁ ସୁରକ୍ଷା ପ୍ରଦାନ କରେ ।ଏହି ଟିକା ୯୦%ରୁ ଅଧିକ କାର୍ଯ୍ୟକାରୀ ହୁଏ । ଏହାର ପ୍ରଭାବ ସମୟକ୍ରମେ କମିଯାଏ ଓ ଏହି ସୀମା ନିର୍ଦ୍ଧାରିତ ହୋଇପାରି ନାହିଁ । ଏହା ଇଞ୍ଜେକସନ୍ ଆକାରରେ ଚର୍ମ ତଳେ ବା ମାଂସପେଶୀରେ ଦିଆଯାଏ ।

ଜାପାନିଜ ଏନସେଫାଲାଇଟିସ ଟିକା
Vaccine description
Target diseaseଜାପାନୀ ଏନ‌କେଫାଲାଇଟିସ୍
TypeKilled/Inactivated
Clinical data
MedlinePlusa607019
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ଜାପାନୀ ଏନ‌କେଫାଲାଇଟିସ୍ ରୋଗ ସମସ୍ୟା ପ୍ରବଣ ଇଲାକାରେ ଏହା ରୁଟିନ ଟିକା ହିସାବରେ ଦିଆଯାଏ । ଟିକା ସଂସ୍କରଣ ଅନୁସାରେ ଗୋଟିଏ ବା ଦୁଇଟି ଟିକା ଡୋଜ ଦିଆଯାଏ । ଅଧିକ ଡୋଜ ସାଧାରଣତଃ ଆବଶ୍ୟକ ହୁଏ ନାହିଁ । ଏଚଆଇଭି/ଏଡସ ରୋଗୀ ଓ ଗର୍ଭିଣୀମାନଙ୍କୁ ନିଷ୍କ୍ରିୟ ଟିକା ଦିଆଯାଏ । ଏହି ରୋଗ ହେଉଥିବା ଇଲାକାକୁ ଭ୍ରମଣ କରିବାକୁ ଯାଉଥିବା ପର୍ଯ୍ୟଟକମାନଙ୍କୁ ଟିକା ନେବାକୁ ଉପଦେଶ ଦିଆଯାଏ ।

ଏହି ଟିକା ଆପାତ‌ତଃ ନିରାପଦ । ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ କଷ୍ଟ ଓ ଲାଲ ଦେଖାଯାଇପାରେ । ୨୦୧୫ ସୁଦ୍ଧା ୧୫ ପ୍ରକାର ଟିକା ମିଳୁଛି । କେତେକ ଟିକା ରିକମ୍ବିନାଣ୍ଟ ଡିଏନଏ ଟେକ୍‌ନିକ୍‌ରେ, କେତେକ ଦୁର୍ବଳ ଭୁତାଣୁ ଓ ଅନ୍ୟ କେତେକ ନିଷ୍କ୍ରିୟ ଭୁତାଣୁ ସାହାଯ୍ୟରେ ପ୍ରସ୍ତୁତ କରାଯାଉଛି ।

ସନ ୧୯୩୦ରେ ପ୍ରଥମେ ଜାପାନୀ ଜାପାନିଜ ଏନସେଫାଲାଇଟିସ ଟିକା ଉପଲବ୍‌ଧ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଆମେରିକାରେ ଗୋଟିଏ ଟିକା କୋର୍ସର ମୂଲ୍ୟ ୧୦୦ରୁ ୨୦୦ ଡଲାର ।

ଆଧାର

Tags:

ଜାପାନିଜ ଏନସେଫାଲାଇଟିସଟିକା

🔥 Trending searches on Wiki ଓଡ଼ିଆ:

ମେହମୁଦ ହୁସେନଆଣ୍ଡାମାନ ସାଗରନୋବେଲ ପୁରସ୍କାରଯକୃତଇତିହାସସମୀର ରଞ୍ଜନ ଦାଶଲକ୍ଷ୍ମୀଭୁବନେଶ୍ୱର ବେହେରାବର୍ଷା ପ୍ରିୟଦର୍ଶିନୀକବାଟଚନ୍ଦ୍ରଶେଖର ନନ୍ଦମାର୍ଚ୍ଚ ୨୧ବର୍ଷାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଇଂଲଣ୍ଡଚିଲିକା ହ୍ରଦବୌଦ୍ଧ ଧର୍ମସ୍ତନଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ତୁତି ଚିନ୍ତାମଣିସୌଭାଗ୍ୟ କୁମାର ମିଶ୍ରମାଗୁଣିର ଶଗଡ଼ (କଥାଚିତ୍ର)ଦୀପା ସାହୁ (୧୯୮୫ ଜନ୍ମ)ଶନିବାରନମିତା ଅଗ୍ରୱାଲବଳରାମ ଦାସରାମ ନବମୀଶ୍ରବଣା (ନକ୍ଷତ୍ର)ପ୍ରତିଭା ରାୟଜ୍ଞାନପୀଠ ପୁରସ୍କାରଓଡ଼ିଆ ଭାଷାଜିନା ସାମଲ୨୦୧୨ଭଦ୍ରକ ଜିଲ୍ଲାନେଲସନ ମଣ୍ଡେଲାବନ୍ୟାବଣ୍ଡ (ଅର୍ଥ)ବଣଭୋଜି ବେଶଓମ'ଙ୍କ ନିୟମଗୋପବନ୍ଧୁ ଚୌଧୁରୀwiki.phtmlଅଭିମନ୍ୟୁ ସାମନ୍ତସିଂହାରବିର୍ସା ମୁଣ୍ଡାକଳାହାଣ୍ଡି ଜିଲ୍ଲାଶ୍ୱେତସାରଜ୍ୟୋତିର୍ଲିଙ୍ଗପ୍ରଥମ ଭାସ୍କରଭଦଭଦଳିଆପ୍ରେମମନୋଜ କୁମାର ମିଶ୍ରପାପୁଆ ନିଉ ଗିନିମୟୂରଭାରତୀୟ ସଂଖ୍ୟା ପ୍ରଣାଳିଚିକୁନ‌ଗୁନିଆଅକ୍ଷାଂଶଛାରପୋକଜୟଦେବବୈକୁଣ୍ଠନାଥ ପଟ୍ଟନାୟକପରିବେଶକାଳିଚରଣ ପଟ୍ଟନାୟକଶବ୍ଦ (ପଦ)କୁଞ୍ଜବିହାରୀ ଦାଶଶୀତଳ ଷଷ୍ଠୀ ଯାତ୍ରାନଇ ଆରପାରିପଲଉଚୈତନ୍ୟଇରା ମହାନ୍ତିଗୌରହରି ଦାସଓଡ଼ିଆ ରାମାୟଣବିରିୟାନୀଅସହଯୋଗ ଆନ୍ଦୋଳନରାମଚନ୍ଦ୍ର ମିଶ୍ରଶତ୍ରୁଘ୍ନ ପାଣ୍ଡବ🡆 More