ଛତିଆ

ଛତିଆ ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟକ ସ୍ଥାନ । ଏଠାରେ ଥିବା ପ୍ରସିଦ୍ଧ ବର ଗଛ ପାଇଁ ଏହା 'ଛତିଆବଟ' ନାମରେ ମଧ୍ୟ ପରିଚିତ । ଏଠାରେ ଥିବା ଜଗନ୍ନାଥ ମନ୍ଦିର ଆଧୁନିକ ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ଜ୍ୱଳନ୍ତ ଉଦାହରଣ । ଚୋଡ଼ଗଙ୍ଗଦେବଙ୍କର ପାଞ୍ଚଟି ପ୍ରଧାନ ଦୁର୍ଗ ମଧ୍ୟରୁ ଅନ୍ୟତମ ଦୁର୍ଗ ଅମରାବତୀ-କଟକର ଅବଶେଷ ମଧ୍ୟ ଏହିଠାରେ ଅବସ୍ଥିତ। ସାରଳା ମହାଭାରତ ଅନୁସାରେ ପାଣ୍ଡବମାନେ ନିଜର ସ୍ୱର୍ଗଗମନ ପୁର୍ବରୁ କଳିଙ୍ଗ ଯାତ୍ରା କରିଥିଲେ । ଏହି ଯାତ୍ରା ସମୟରେ ସେମାନେ ଅମରାବତୀ-କଟକରେ ୭୫ ବର୍ଷ କାଳ ରହିଥିଲେ । ହରି ସାହୁ ନାମକ ଜନେ ସ୍ଥାନୀୟ ବାସିନ୍ଦା ନିଜ ଝିଅ 'ସୁହାନି କନ୍ୟା'ଙ୍କୁ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କୁ ଏହି ସମୟରେ ବିଭା ଦେଇଥିଲେ । ପାଣ୍ଡବମାନଙ୍କର ନାତୀ ପରିକ୍ଷୀତଙ୍କୁ 'ଜଜାନ ନଗର'ର ରାଜା କରାଯାଇଥିଲା । ଜଜାନ ନଗର' ବର୍ତ୍ତମାନ ଚୌଦ୍ୱାର ନାମରେ ପରିଚିତ । ସନ୍ଥ ହାଡ଼ିଦାସଙ୍କ ରଚିତ ମାଳିକାରେ ଛତିଆର ସ୍ୱତନ୍ତ୍ର ବର୍ଣ୍ଣନା କରାଯାଇଛି । ସନ୍ଥ ହାଡ଼ି ଦାସ ମଧ୍ୟ ଏହିଠାରେ ସମାଧୀ ନେଇଥିଲେ । ମହାପୁରୁଷ ହାଡ଼ିଦାସଙ୍କ ସମ୍ମାନରେ ଏଠାରେ ଥିବା ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଅଛି ।

ଛତିଆ ମନ୍ଦିର
ଛତିଆ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଯାଜପୁର ଜିଲ୍ଲା
Location
Stateଓଡ଼ିଶା
Countryଭାରତ

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଶାଚୌଦ୍ୱାରମାଳିକାଯାଜପୁର ଜିଲ୍ଲାସାରଳା ଦାସହାଡ଼ିଦାସ

🔥 Trending searches on Wiki ଓଡ଼ିଆ:

ବ୍ରତବିର୍ସା ମୁଣ୍ଡାଦିୱାନା ଦିୱାନୀଉଇକିପୋଥିସୁଭାଷ ଚନ୍ଦ୍ର ବୋଷଭାରତୀୟ ଭୋଜନଡାରିଫେନାସିନବଳରାମ ଦାସଡୁରେସ୍ନେଲସନ ମଣ୍ଡେଲାଓଡ଼ିଆ ଭାଷା ଆନ୍ଦୋଳନଏ. ପି. ଜେ. ଅବଦୁଲ କଲାମପେଚାଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସିଷ୍ଟର ଶ୍ରୀଦେବୀଛଉ ନାଚସୀତା ବିବାହହରେକୃଷ୍ଣ ମହତାବସୁଶାନ୍ତ ସିଂହମାଟିବିରାଡ଼ି ସାପଜଳବାୟୁଓଡ଼ିଶାର ଇତିହାସ୨୯୨ସିଲଡେନାଫିଲହରିଶଙ୍କର ମନ୍ଦିରଇରା ମହାନ୍ତିଅଗଷ୍ଟସକୃଷ୍ଣଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଅଶୋକାଷ୍ଟମୀଶନିଯବକ୍ଷାରଜାନ ବିବନ୍ଧନଓଡ଼ିଆ କାବ୍ୟ କବିତାଗଙ୍ଗାଧର ମେହେରପଠାଣି ସାମନ୍ତଶ୍ରୀନିବାସ ରାମାନୁଜନ୯ ଅପ୍ରେଲ୧୩ ମାର୍ଚ୍ଚଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ୧୦ ମାର୍ଚ୍ଚବିଷ୍ଣୁକୁଞ୍ଜବିହାରୀ ଦାଶଦଶାବତାରୟୁ ଟ୍ୟୁବଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟମାଗୁଣିର ଶଗଡ଼ୱିଲିଅମ ସେକ୍ସପିଅରମନୋଜ ଦାସଅର୍କ କେଶରୀ ଦେଓସମ୍ବଲପୁରରାଶି ଓ ନକ୍ଷତ୍ରଓପନ-ସୋର୍ସ ସଫ୍ଟୱେରଶ୍ରୀରାମ ପଣ୍ଡାକମଳାକାନ୍ତ ଲେଙ୍କାବସନ୍ତ ରୋଗ୧୯୮୧ଭୁବନେଶ୍ୱରଓଡ଼ିଆ ସାହିତ୍ୟଚୈତ୍ର ମଙ୍ଗଳବାର ଓଷାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାରାଣୀ ଲକ୍ଷ୍ମୀବାଈବୀଜାଣୁ୨୭ ମାର୍ଚ୍ଚଜୁଲିଅସ ସିଜରଟାଟା ମୋଟରସ୧୭୩୯ଓଡ଼ିଶାର ଦୋଳଯାତ୍ରା୧୫୭୬ଗୌତମ ବୁଦ୍ଧସିପାହୀ ବିଦ୍ରୋହମନ୍ମଥ ନାଥ ଦାସ🡆 More