ବିଧାନ ସଭା ନିର୍ବାଚନ ମଣ୍ଡଳୀ ଚାନ୍ଦବାଲି

ଚାନ୍ଦବାଲି (କ୍ରମିକ ସଂଖ୍ୟା: ୪୭) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଚାନ୍ଦବାଲି ବ୍ଳକ ଓ ତିହିଡ଼ି ବ୍ଳକର କିଛି ଅଞ୍ଚଳ ।

ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୫,୯୧୫
ଜିଲ୍ଲା: ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବ୍ୟୋମକେଶ ରାୟ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅମୀୟ କୁମାର ମହାପାତ୍ରଙ୍କଠାରୁ ୨୪୮୮୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅମିୟ କୁମାର ମହାପାତ୍ରଙ୍କଠାରୁ ୭,୬୧୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଚାନ୍ଦବାଲି
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଜୟ ନାୟକ ୫୮,୪୬୭ ୪୩.୫୭ -
କଂଗ୍ରେସ ଅମିୟ କୁମାର ମହାପାତ୍ର ୫୦,୮୫୪ ୩୭.୮୯ -
ଭାଜପା ପୂର୍ଣ୍ଣ ଚନ୍ଦ୍ର ପାଣି ୧,୪୭,୮୪ ୧୧.୦୨ -
ସ୍ୱାଧୀନ ସଂଗ୍ରାମ କେଶରୀ ରାଉତ ୬,୦୮୫ ୪.୫୩ -
ସ୍ୱାଧୀନ ବିଶ୍ୱ କେଶରୀ ମହାନ୍ତି ୨,୮୪୭ ୨.୧୨ -
ବସପା ସୂର୍ଯ୍ୟ ରଞ୍ଜନ ମିଶ୍ର ୫୯୫ ୦.୪୪ -
ସ୍ୱାଧୀନ ରବି ନାରାୟଣ ମହାପାତ୍ର ୫୭୧ ୦.୪୩ -
ଭୋଟ ବ୍ୟବଧାନ ୭,୬୧୩ ୫.୬୭* -
ମତଦାନ ହାର ୧,୩୪,୨୨୦ ୬୮.୨୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭଦ୍ରକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

୧୯୮୯ଗୀତଗୋବିନ୍ଦପଶ୍ଚିମ ଓଡ଼ିଶାଫାଇଜାବାଦ ରେଳ ଷ୍ଟେସନଦେବୀପ୍ରସନ୍ନ ପଟ୍ଟନାୟକନିଓୱାଇଜ ଧୂମକେତୁହରପ୍ପା ସଭ୍ୟତାଶର୍ଦ୍ଦିଓଡ଼ିଶାର ମାପ ବ୍ୟବସ୍ଥାଭାଷାସରଳା ଦେବୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସାମବେଦଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଅଶୋକାଷ୍ଟମୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀଲାଇମ ରୋଗମହୁମାଛିରମାଦେବୀ ଚୌଧୁରୀମାର୍କ ଜୁକରବର୍ଗସମାଜ (ଖବରକାଗଜ)ବଲାଙ୍ଗୀର ଜିଲ୍ଲାରମାକାନ୍ତ ରଥସର୍ବପଲ୍ଲୀ ରାଧାକୃଷ୍ଣନକୋଣାର୍କମୟୂରଭଞ୍ଜ ଜିଲ୍ଲାଅଷ୍ଟଭୁଜସୁରେନ୍ଦ୍ର ମହାନ୍ତିବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପାରମିତା ଶତପଥୀଲିଙ୍ଗରାଜ ମନ୍ଦିରପ୍ରେମଜଟାୟୁଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)ମିଥୁନ (ରାଶି)ଚଳନ୍ତି ଠାକୁରଓଡ଼ିଆ ଭାଷାବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀନିବାସ ଉଦ୍‌ଗାତା୨୬ ଅପ୍ରେଲନୀଳଶୈଳ (ଉପନ୍ୟାସ)କୃଷ୍ଣ ଜନ୍ମାଷ୍ଟମୀସରୋଜ ବଳଓଡ଼ିଆ ନାଟକସୋଫୋସବୁଭିର/ଭେଲପାଟାସଭିରଗୋପାଳ ଚନ୍ଦ୍ର ପ୍ରହରାଜଦୁର୍ଗା ପୂଜାଟାଇଫଏଡଜଗନ୍ନାଥକାଳୀଛ ମାଣ ଆଠ ଗୁଣ୍ଠବାରବାଡୋସରାମାୟଣଆଫ୍ରିକାଅସହଯୋଗ ଆନ୍ଦୋଳନକର୍କଟ ରୋଗଧ୍ୱନି ପ୍ରତିଧ୍ୱନିଭାଇ ଭାଇୟୁ ଟ୍ୟୁବଜୟୀରାମ ସାମଲବିଭୂତି ପଟ୍ଟନାୟକଶ୍ରୀ ଅରବିନ୍ଦମହାବୀର ଜୈନଓଡ଼ିଆ ଲିପି🡆 More