ଗାନସିକ୍ଲୋଭିର

ଗାନସିକ୍ଲୋଭିର, ଅନ୍ୟମାନଙ୍କ ମଧ୍ୟରେ ସାଇଟୋଭେନ୍ ବେପାର ନାମ, ଏକ ଔଷଧ ଯାହା ସାଇଟୋମେଗାଲୋଭାଇରସ୍ ରୋଗ (CMV)ର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ଏକ ଆଣ୍ଟିଭାଇରାଲ୍ ଔଷଧ । ଏଥିରେ ସିଏମଭି ରେଟିନାଇଟିସ, ନିମୋନାଇଟିସ୍, ଏନସେଫାଲାଇଟିସ ଏବଂ ଜନ୍ମଗତ ସିଏମ‌ଭି ରୋଗ ଅନ୍ତର୍ଭୁକ୍ତ। ଏହା ଆଖିର କିଛି ଭିଜେଡଭି ସଂକ୍ରମଣ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । ଏହା ଶିରା କିମ୍ବା ଆଖିରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । ଏହା ଆଖି ବୁନ୍ଦା ଭାବରେ ମଧ୍ୟ ବ୍ୟବହୃତ ହୋଇପାରେ |

ଗାନସିକ୍ଲୋଭିର
ଗାନସିକ୍ଲୋଭିର
ଗାନସିକ୍ଲୋଭିର
Clinical data
Pronunciation/ɡænˈskləvɪər/
Trade namesCytovene; Cymevene; Vitrasert; others
SynonymsGanciclovir sodium; gancyclovir; DHPG; 9-(1,3-dihydroxy-2-propoxymethyl)guanine
AHFS/Drugs.comSystemic: monograph
Eye drop: monograph
MedlinePlusa605011
data
Pregnancy
category
  • AU: D
  • US: N (Not classified yet)
Routes of
administration
Intravenous, eye drop, by mouth, intravitreal
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability5% (by mouth)
Metabolismguanylate kinase (CMV UL97 gene product)
Elimination half-life2.5–5 hours
ExcretionKidney
Identifiers
IUPAC name
  • 2-Amino-9-(1,3-dihydroxypropan-2-yloxymethyl)-3H-purin-6-one
ECHA InfoCard100.155.403 Edit this at Wikidata
Chemical and physical data
FormulaC9H13N5O4
Molar mass୨୫୫.୨୩ g·mol−1
3D model (JSmol)
Melting point250 °C (482 °F) (dec.)
SMILES
  • O=C2/N=C(\Nc1n(cnc12)COC(CO)CO)N
InChI
  • InChI=1S/C9H13N5O4/c10-9-12-7-6(8(17)13-9)11-3-14(7)4-18-5(1-15)2-16/h3,5,15-16H,1-2,4H2,(H3,10,12,13,17) checkY
  • Key:IRSCQMHQWWYFCW-UHFFFAOYSA-N checkY
  (verify)

ଇଞ୍ଜେକସନଦ୍ୱାରା ଦିଆଯାଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ନିମ୍ନ ପ୍ଲାଟେଲେଟ ସ୍ତର, ନିମ୍ନ ଲୋହିତ ରକ୍ତ କଣିକା ସ୍ତର, ଜ୍ୱର, ତରଳ ଝାଡ଼ା, ଅଧିକ ଝାଳ ବୋହିବା, ମୁଣ୍ଡବିନ୍ଧା ଏବଂ ବୃକ୍‌କ ସମସ୍ୟା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନୁର୍ବରତା ଏବଂ କର୍କଟ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ। ଏହା ଗୁଆନାଇନର ଏକ ନ୍ୟୁକ୍ଲିଓସାଇଡ୍ ଆନାଲଗ ।

୧୯୮୦ ମସିହାରେ ଗାନସିକ୍ଲୋଭିର ପେଟେଣ୍ଟ ହୋଇଥିଲା ଏବଂ ୧୯୮୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ୫୦୦ ମିଗ୍ରା ଭାଏଲର ମୂଲ୍ୟ ୩୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ |

ଆଧାର

Tags:

ଏନସେଫାଲାଇଟିସ

🔥 Trending searches on Wiki ଓଡ଼ିଆ:

ଦଣ୍ଡ ନାଟଆଚାର୍ଯ୍ୟ ହରିହରଉଇକିଅଭିଧାନକୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଆ ଉଇକିପିଡ଼ିଆନଇ ଆରପାରିଅଲାରନାଥ ମନ୍ଦିରମହାଦେଶଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଫତୁରାନନ୍ଦଓଡ଼ିଶୀ ସଙ୍ଗୀତସରୋଜିନୀ ନାଇଡୁକାଟୁଲୁ ରବି କୁମାରଦେବୁ ବୋଷଦ୍ଵାରକାଧୀଶ ମନ୍ଦିରପଥ ଓ ପୃଥିବୀଗ୍ରହଭଦ୍ରକପକ୍ଷମହେନ୍ଦ୍ର ସିଂହ ଧୋନିIndiaଜୁନଭାରତର ଜାତୀୟ ପତାକାଆକବରଚିତ୍ତରଞ୍ଜନ ଦାସରାୟଗଡ଼ା ଜିଲ୍ଲାବୌଦ୍ଧ ଧର୍ମଜଗନ୍ନାଥ ପ୍ରସାଦ ଦାସସୂର୍ଯ୍ୟବଂଶୀ ସୂରଜବିସ୍ଥାପିତ କାନ୍ଧ ଗଣ୍ଠିପୁଷ୍ଟିସାରଦାମୋଦର ରାଉତସବ୍ୟସାଚୀ ମିଶ୍ରପାରମିତା ଶତପଥୀଓଡ଼ିଆ ଭାଷାଓଡ଼ିଶାର କଳାୟୁ ଟ୍ୟୁବଶାରଳା ପୁରସ୍କାରଆଖୁଜୟୀ ରାଜଗୁରୁଓଡ଼ିଆ ଭାଷା ଆନ୍ଦୋଳନଅଂଶୁପା ହ୍ରଦରାଧାନାଥ ରାୟଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛବିଳ ମଧୁ ବର୍ଣ୍ଣବୋଧଖାଦ୍ୟତ୍ରିଭୁଜରାସନ କାର୍ଡ଼ (ଭାରତ)ମୁକୁନ୍ଦ ଦେବପ୍ରତିଭା ଶତପଥୀନରେନ୍ଦ୍ର ମୋଦୀବୈଷ୍ଣବ ଚରଣ ସାମଲଉଦ୍ଭିଦପ୍ରଗତିବାଦୀ୨୭ ଜୁନକାଳିନ୍ଦୀ ଚରଣ ପାଣିଗ୍ରାହୀଶବ୍ଦ (ପଦ)୨୬ ଅପ୍ରେଲଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗକଟକ ଜିଲ୍ଲାଖାସି ମାଂସ ତରକାରୀପଞ୍ଚସଖାସତ୍ୟେନ୍ଦ୍ର ନାଥ ବୋଷରାମାୟଣ୧ମ ଓଡ଼ିଶା ବିଧାନ ସଭାଜାଭା (ପ୍ରୋଗ୍ରାମିଂ ଭାଷା)ଓଡ଼ିଶାର ଭୂଗୋଳଦଶାବତାରଶାସ୍ତିଭୁବନେଶ୍ୱର ବେହେରାଜନ୍ମ ନିରୋଧଓଡ଼ିଆ କବି ମାନଙ୍କର ତାଲିକା🡆 More