ଗତିକୃଷ୍ଣ ମିଶ୍ର

ଗତିକୃଷ୍ଣ ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସପ୍ତମ ମୁଖ୍ୟ ବିଚାରପତି ଥିଲେ (୦୧.୦୫.୧୯୬୯ - ୩୦.୧୦.୧୯୭୫) । ୧୯୬୯ ମଇ ପହିଲାରେ ସେ ଏହି ଆସନ ଅଳଙ୍କୃତ କରିଥିଲେ । ଏହି ପଦବୀରେ ସେ ଛଅ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ।

ଜଷ୍ଟିସ

ଗତିକୃଷ୍ଣ ମିଶ୍ର
ଓଡ଼ିଶାର ମୁଖ୍ୟ ବିଚାରପତି
କାର୍ଯ୍ୟକାଳ
୧ ମଇ ୧୯୬୯ – ୩୦ ଅକ୍ଟୋବର ୧୯୭୫
ପୂର୍ବ ଅଧିକାରୀସତ୍ୟ ଭୂଷଣ ବର୍ମନ
ପର ଅଧିକାରୀଶିବ ନାରାୟଣ ଶଙ୍କର
ରାଜ୍ୟପାଳ, ଓଡ଼ିଶା (କାର୍ଯ୍ୟକାରୀ)
କାର୍ଯ୍ୟକାଳ
୨୧ ଅଗଷ୍ଟ ୧୯୭୪ – ୨୫ ଅକ୍ଟୋବର ୧୯୭୪
ପୂର୍ବ ଅଧିକାରୀଆକବର ଅଲୀ ଖାଁ
ପର ଅଧିକାରୀବସପ୍ପା ଦନପ୍ପା ଜତ୍ତି
ରାଜ୍ୟପାଳ, ଓଡ଼ିଶା (କାର୍ଯ୍ୟକାରୀ)
କାର୍ଯ୍ୟକାଳ
୧ ଜୁଲାଇ ୧୯୭୨ – ୮ ନଭେମ୍ବର ୧୯୭୨
ପୂର୍ବ ଅଧିକାରୀବସପ୍ପା ଦନପ୍ପା ଜତ୍ତି
ପର ଅଧିକାରୀଯୋଜେନ୍ଦ୍ର ସିଂହ
ବ୍ୟକ୍ତିଗତ ସବିଶେଷ
ଜନ୍ମଗଇଲୋ, ଢେଙ୍କାନାଳ, ଓଡ଼ିଶା
ମୃତ୍ୟୁ୬ ଜୁଲାଇ ୨୦୦୯(2009-07-06) (ବୟସ ୯୭)
କଟକ
ଜାତୀୟତାଭାରତୀୟ
ଶିକ୍ଷାବି.ଏ., ଏଲ.ଏଲ.ବି.
ଶିକ୍ଷାନୁଷ୍ଠାନପାଟଣା ବିଶ୍ୱବିଦ୍ୟାଳୟ

ବୃତ୍ତିଗତ ଜୀବନ

ଢେଙ୍କାନାଳ ଜିଲ୍ଲାର ଗଇଲୋ ଗ୍ରାମରେ ଜନ୍ମିତ ଶ୍ରୀ ମିଶ୍ରଙ୍କ ପ୍ରାଥମିକ ଶିକ୍ଷା ନିଜ ଗାଁ ବିଦ୍ୟାଳୟରେ ସମ୍ପନ୍ନ ହୋଇଥିଲା । ପାଟନା ବିଶ୍ୱବିଦ୍ୟାବିଦ୍ୟାଳୟରେ ୧୯୩୭ରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି ପାଟନାରେ ହିଁ ଆଇନ ଶିକ୍ଷା ସମାପ୍ତ କଲେ ଓ ତାପରେ ସେ ଓଡ଼ିଶା ଫେରିଥିଲେ । ୧୯୪୦ରେ କଟକରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୪୩ରେ ସେ ମୁନ୍‌ସଫ୍ ଭାବେ ସରକାରୀ ଚାକିରିରେ ଯୋଗ ଦେଲେ । ପରେ ସବ୍ ଜଜ୍ ପାହ୍ୟାକୁ ଉନ୍ନିତ ହୋଇ ବିଭିନ୍ନ ସ୍ଥାନରେ ଏହି ଦାୟିତ୍ୱ ତୁଲାଇ ଥିଲେ । ତେବେ ୧୯୫୦ ମସିହାରେ ସରକାରୀ ଚାକିରିରୁ ଇସ୍ତଫା ଦେଇ ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ । ବାର ବର୍ଷ ପରେ ଅର୍ଥାତ, ୩୦.୦୧.୧୯୬୨ରେ ଓଡ଼ିଶା ଉଚ୍ଚ ନ୍ୟାୟାୟଳରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହେଲେ ।

ମୁଖ୍ୟ ବିଚାରପତି ପଦବୀରେ ଥିବା ବେଳେ ସେ ୧ ଜୁଲାଇ ୧୯୭୨ଠାରୁ ୮ ନଭେମ୍ବର ୧୯୭୨ ଓ ୨୧ ଅଗଷ୍ଟ ୧୯୭୪ଠାରୁ ୨୫ ଅକ୍ଟୋବର ୧୯୭୪ ପର୍ଯ୍ୟନ୍ତ ଦୁଇଥର ଓଡ଼ିଶାର ରାଜ୍ୟପାଳ (କାର୍ଯ୍ୟକାରୀ) ଦାୟିତ୍ୱ ନିର୍ବାହ କରିଥିଲେ ।

ଜୁଲାଇ ୦୬, ୧୯୯୨ରେ ତାଙ୍କର ଦେହାବସାନ ହେଲା । ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଥିଲେ ।

ଆଧାର

Tags:

ଓଡ଼ିଶା ଉଚ୍ଚ ନ୍ୟାୟାଳୟ

🔥 Trending searches on Wiki ଓଡ଼ିଆ:

ଶାରଳା ପୁରସ୍କାରଶ୍ରୀନିବାସ ରାମାନୁଜନଆଣ୍ଡାମାନ ସାଗରମୌଳିକ ସଂଖ୍ୟାପୁରୀଓଡ଼ିଆ ଖବରକାଗଜ ତାଲିକାପୋଟଳ ରସାତରୁଣକାନ୍ତି ମିଶ୍ରଜଗନ୍ନାଥରାମଚନ୍ଦ୍ର ବେହେରାମାଣବସା ଗୁରୁବାରଭ୍ୟାକୁମ୍ କ୍ଲିନର୍ବିନୋଦ ଚନ୍ଦ୍ର ନାୟକଆଖୁଚଇତି ଘୋଡ଼ା ନାଚବିନ୍ଦୁଛାନ୍ଦଅଂଶୁପା ହ୍ରଦଦେବସ୍ନାନ ପୂର୍ଣ୍ଣିମାଅକ୍ଷାଂଶନରେନ୍ଦ୍ର ମୋଦୀଜଗନ୍ନାଥ ପ୍ରସାଦ ଦାସରାଧାମୋହନ ଗଡ଼ନାୟକଦ୍ଵାରକାଧୀଶ ମନ୍ଦିରଓଡ଼ିଆ ଭ୍ରମଣ ସାହିତ୍ୟରାଉରକେଲାରାଜାରାଣୀ ମନ୍ଦିରତାରିଣୀ ମନ୍ଦିର, ଘଟଗାଁକଖାରୁ ଫୁଲ ଭଜାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧର୍ମ୧୯୬୧ଆଲୋକସତ୍ୟନାରାୟଣ ରାଜଗୁରୁଓଡ଼ିଶାର ମାପ ବ୍ୟବସ୍ଥାସୋନପୁର ରାଜ୍ୟସ୍ତନ୍ୟପାୟୀସୁନାବେଶଶ୍ରାଦ୍ଧକାଟୁଲୁ ରବି କୁମାରବିର୍ସା ମୁଣ୍ଡାପରୀକ୍ଷାବୀଣାପାଣି ମହାନ୍ତିମାଛବୈଷ୍ଣବ ପାଣିସିଦ୍ଧାନ୍ତ ମହାପାତ୍ରକଣ୍ଡୋମଗୋଲୋକ ବିହାରୀ ଧଳଢେଙ୍କାନାଳମଧୁସୂଦନ ଦାସc3bn4୪ (ସଂଖ୍ୟା)ବର୍ଷାଭଦଭଦଳିଆକବିସୂର୍ଯ୍ୟ ବଳଦେବ ରଥଓଡ଼ିଶାର ଲୋକନୃତ୍ୟଗୋଦାବରୀଶ ମହାପାତ୍ରଶ୍ରୀ୨୯ ମାର୍ଚ୍ଚଭାରତୀୟ ମହାକାଶ ଗବେଷଣା ସଂସ୍ଥାଅସହଯୋଗ ଆନ୍ଦୋଳନରାଣୀ ଲକ୍ଷ୍ମୀବାଈବ୍ୟାସଦେବଜଗନ୍ନାଥ ମନ୍ଦିରଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଉତ୍କଳ ଦୀପିକାରକ୍ତ୧୦୫୪ସେଇ ଝିଅଟିବିରଜା ମନ୍ଦିରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଉତ୍ତମ ମହାନ୍ତିଗର୍ଭାଶୟ ଅନ୍ତଃସ୍ତର କର୍କଟ🡆 More