ଲକ୍ଷ୍ମୀ ପୂଜା

ମହାଲକ୍ଷ୍ମୀଙ୍କର ପାର୍ବଣ । ପାଖାପାଖି ସପ୍ତହେ ବ୍ୟାପି ମହାଲକ୍ଷ୍ମୀଙ୍କର ଏଇ ପୂଜା ଢେଙ୍କାନାଳ, ଚୌଦ୍ୱାର ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ବଡ଼ ଧୂମ୍​ଧାମ୍​ରେ ପାଳନ କରାଯାଏ।

ଲକ୍ଷ୍ମୀ ପୂଜା
ଲକ୍ଷ୍ମୀ ପୂଜା
ଦେବୀ ଲକ୍ଷ୍ମୀ
ପାଳନକାରୀହିନ୍ଦୁ ଧର୍ମାବଲମ୍ବୀ
ପ୍ରକାରଭାରତୀୟ ହିନ୍ଦୁ
ଆରମ୍ଭଆଶ୍ୱିନ ପୂର୍ଣ୍ଣିମା
ତାରିଖAshvin Purnima, Ashvin Amavasyaଛାଞ୍ଚ:Infobox holiday/wd
୨୦୨୪ ତାରିଖ୧୬ ଅକ୍ଟୋବର, (ବୁଧବାର)
ସମ୍ପର୍କିତଲକ୍ଷ୍ମୀ, କୁମାର ପୂର୍ଣ୍ଣିମା

ଢେଙ୍କାନାଳର ଲକ୍ଷ୍ମୀ ପୂଜା

ଢେଙ୍କାନାଳରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ଇତିହାସ ବର୍ଣ୍ଣନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମଦିର, ନୃସିଂହ ଓ ଲକ୍ଷ୍ମୀମୁର୍ତ୍ତୀ ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କଦ୍ୱାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା ।

ଆଧାର

ଅଧିକ ତଥ୍ୟ

Tags:

ଲକ୍ଷ୍ମୀ

🔥 Trending searches on Wiki ଓଡ଼ିଆ:

ଅନନ୍ତ ପଟ୍ଟନାୟକବୈକୁଣ୍ଠନାଥ ପଟ୍ଟନାୟକଗୋଦାବରୀଶ ମହାପାତ୍ରବରଗଛ୦ (ସଂଖ୍ୟା)ମାଛଅର୍ଥଶାସ୍ତ୍ର୨୫ ଅପ୍ରେଲରାସନ କାର୍ଡ଼ (ଭାରତ)ଲିଙ୍ଗରାଜ ମନ୍ଦିର୧୯୬୧ରେବତୀ (କ୍ଷୁଦ୍ରଗଳ୍ପ)ବିସ୍ଥାପିତ କାନ୍ଧ ଗଣ୍ଠିଜଗନମୋହ‌ନ ଲାଲପୁଷ୍ଟିସାରଜଗନ୍ନାଥଙ୍କ ବେଶପ୍ରଥମ ଭାସ୍କରଶେର ଶାହ ସୁରୀପ୍ରଦୀପ କୁମାର ପାଣିଗ୍ରାହୀନଅତୁଣ୍ଡୀସଚ୍ଚିଦାନନ୍ଦ ରାଉତରାୟବୈଶାଖକବାଟଜିନା ସାମଲଚରକହେମୋଫିଲିଆଆଖୁନୋବେଲ ପୁରସ୍କାରଗଙ୍ଗାଧର ରଥଯକୃତଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚାଟ୍ ଜିପିଟିଭାରତର ସଂସଦଅଣ୍ଡା ରୋଲଶାନ୍ତନୁ କୁମାର ଆଚାର୍ଯ୍ୟରାମଶ୍ରବଣା (ନକ୍ଷତ୍ର)ଅଲାରନାଥ ମନ୍ଦିରଦୁର୍ଗା ପୂଜାଉତ୍କଳ ସମ୍ମିଳନୀଯଦୁମଣି ମହାପାତ୍ରମାସଯୁକ୍ତରାଷ୍ଟ୍ର ଆମେରିକାରଥଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଖିଳ ମୋହନ ପଟ୍ଟନାୟକବନ୍ୟାଢେଙ୍କାନାଳଆର୍ଯ୍ୟଭଟ୍ଟମୁକୁନ୍ଦ ଦେବରାଜେନ୍ଦ୍ର କିଶୋର ପଣ୍ଡାଓଡ଼ିଶାର ସଂସ୍କୃତିଫରିନା ଆଜାଦରାଧାନାଥ ରାୟପଠାଣି ସାମନ୍ତସବ୍ୟସାଚୀ ମିଶ୍ରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନକମ୍ପ୍ୟୁଟରଦାସକାଠିଆଭାନୁଜୀ ରାଓଧର୍ମଇନ୍ଦିରା ଗାନ୍ଧୀଭାରତୀୟ ସଂଖ୍ୟା ପ୍ରଣାଳିପ୍ରଥମ ବିଶ୍ୱଯୁଦ୍ଧଚାରି ଧାମଜୁନc3bn4ବ୍ରଜନାଥ ରଥ୧୮ ଅକ୍ଟୋବର🡆 More