ଖାଁ ଅବଦୁଲ ଗଫର ଖାଁ: ଭାରତୀୟ ସ୍ଵାଧିନତା ସଂଗ୍ରାମୀ

ଅବଦୁଲ ଗଫର ଖାଁ ବା ସୀମାନ୍ତ ଗାନ୍ଧୀ ବା ବଚ୍ଚା ଖାଁ ଜଣେ ଭାରତର ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ ଅହିଂସା ବଳରେ ଅଖଣ୍ଡ ଭାରତରୁ ବ୍ରିଟିଶ ଶାସନର ଅବସାନ କରିବାରେ ସହାୟତା କରିଥିଲେ । ସେ ଜଣେ ରାଜନୈତିକ ଏବଂ ଧାର୍ମିକ ଲୋକ ଥିଲେ ଯିଏ ଆଜୀବନ ଶାନ୍ତିବାଦୀ ଏବଂ ଇସଲାମ ଧର୍ମ ଅବଲମ୍ବନ କରିଥିଲେ । ସେ ଗାନ୍ଧୀଜୀଙ୍କର ଅହିଂସା ନୀତିର ଭରପୁର ସମର୍ଥନ କରିଥିଲେ ଏବଂ ନିଜେ ମଧ୍ୟ ଅହିଂସାପ୍ରେମୀ ଥିଲେ । ସେ ୧୯୨୯ ମସିହାରେ ଖୁଦାଇ ଖିଦମତ୍କର (ଭଗବାନଙ୍କର ସେବକ) ନାମକ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାକି ବହୁମାତ୍ରାରେ ସଫଳ ହୋଇଥିଲା ।

ଅବଦୁଲ ଗଫର ଖାଁ
ଖାଁ ଅବଦୁଲ ଗଫର ଖାଁ: ଭାରତୀୟ ସ୍ଵାଧିନତା ସଂଗ୍ରାମୀ
୧୯୪୦ ମସିହାରେ ସୀମାନ୍ତ ଗାନ୍ଧୀଙ୍କ ଛବି
ଜନ୍ମ(1890-02-06)୬ ଫେବୃଆରୀ ୧୮୯୦
Utmanzai, Hashtnagar, Frontier Tribal Areas of Punjab Province, British India (in present-day Charsadda District, Khyber Pakhtunkhwa, Pakistan)
ମୃତ୍ୟୁ୨୦ ଜାନୁଆରୀ ୧୯୮୮(୧୯୮୮-୦୧-୨୦) (aged 97)
Peshawar, North West Frontier Province, Pakistan
Jalalabad, Nangarhar, Afghanistan
ଜାତୀୟତାBritish India (1890–1947)
Pakistan (1947–1988)
ରାଜନୈତିକ ଦଳIndian National Congress
National Awami Party
ଆନ୍ଦୋଳନPashtunistan movement
Khudai Khidmatgar movement
Indian independence movement
ବୈବାହିକ-ସାଥୀ(s)
Meharqanda Kinankhel
(m. ୧୯୧୨⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

Nambata Kinankhel
(m. ୧୯୨୦⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନAbdul Ghani Khan
Abdul Wali Khan
Sardaro
Mehar Taja
Abdul Ali Khan
ପିତାମାତାBahram Khan
ପୁରସ୍କାରPrisoner of conscience (1962)
Jawaharlal Nehru Award (1967)
Bharat Ratna (1987)

ମୁସଲିମ ଲିଗଦ୍ୱାରା ମଗାଯାଇଥିବା ଭାରତ ବିଭାଜନକୁ ସେ ଦୃଢ଼ ରୂପେ ବିରୋଧ କରିଥିଲେ । ଖୁଦାଇ ଖିଡମତ୍କରର ନେତାମାନଙ୍କୁ ନପଚାରି ଯେବେ ଭାରତୀୟ ଜାତୀୟ କଂଗ୍ରେସ ଦେଶ ବିଭାଜନର ନିଷ୍ପତି ନେଇଥିଲା, ଏଥିରେ ଅସନ୍ତୁଷ୍ଟ ହୋଇ ସେ କହିଥିଲେ "ତମେମାନେ ଆମକୁ ଗଧିଆମାନଙ୍କ ପାଖକୁ ଫୋପାଡ଼ିଦେଇଛ" । ଜୁନ ମାସ ୧୯୯୪ରେ ସେ ପାଶୁନ ଜାତିନିମିତ୍ତ ଏକ ସ୍ୱତନ୍ତ୍ର ପ୍ରଦେଶ ପାଶୁନିସ୍ଥାନ ଦାବି କରିଥିଲେ । ହେଲେ ବ୍ରିଟିଶ ସରକାର ଏହି ଦାବିକୁ ଖାରଜ କରିଦେଇଥିଲେ ।

୧୯୮୪ ମସିହାରେ ସେ ଶାନ୍ତି ବିଭାଗରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ପରେ ୧୯୮୭ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।

ଗ୍ୟାଲେରି

ଆଧାର

Tags:

ବଚ୍ଚା ଖାଁସୀମାନ୍ତ ଗାନ୍ଧୀ

🔥 Trending searches on Wiki ଓଡ଼ିଆ:

ମୁକୁନ୍ଦ ଦେବପଥ ଓ ପୃଥିବୀଜୟୀ ରାଜଗୁରୁଅନନ୍ତ ପଟ୍ଟନାୟକପରିବେଶମନୋଜ ଦାସକଟକପର୍ଫେନାଜାଇନଫରିନା ଆଜାଦବିଭୂତି ପଟ୍ଟନାୟକଜଳଶ୍ରୀତମ ଦାସମୟୂରଭଞ୍ଜ ଜିଲ୍ଲାକୃଷ୍ଣପ୍ରସାଦ ମିଶ୍ରରାମଶଙ୍କର ରାୟପାଇକ ବିଦ୍ରୋହଗଣନ ସଂଖ୍ୟାରସଗୋଲାଲକ୍ଷ୍ମୀନାରାୟଣ ସାହୁଦେବଗଡ଼ ଜିଲ୍ଲାବୁଧବଣ୍ଡ (ଅର୍ଥ)ବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁଜିବର ପ‌ତ୍ରନନ୍ଦନକାନନ ଜୀବ ଉଦ୍ୟାନନେତୃତ୍ୱଶାରଳା ପୁରସ୍କାରରାବଣସମୟ (କାଳ)କଣ୍ଡୋମତୁଳସୀ ଗଛବିଜୟ ଶଙ୍କର ଦାସପ୍ରାଣବନ୍ଧୁ କରଅଶ୍ରୁମୋଚନ ମହାନ୍ତିଲିମାଭାରତୀୟ ସମ୍ବିଧାନବିଶ୍ୱନାଥ କରପାରାଦୀପ ବନ୍ଦରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଚିଲିକା (ବହୁବିକଳ୍ପ)ଅଭିରାମ ପରମହଂସଭାରତର ସଂସଦବ୍ୟାସଦେବହେପାଟାଇଟିସ ବିଓଡ଼ିଆ କଥାଚିତ୍ର ଜଗତଶ୍ରୀ ଅରବିନ୍ଦକୁଞ୍ଜବିହାରୀ ଦାଶଶାସ୍ତି (ଓଡ଼ିଆ କଥାଚିତ୍ର)ପ୍ରତିଭା ଶତପଥୀମେହମୁଦ ହୁସେନନାରାୟଣ ସାହୁଲୋକ ସଭାଚିତ୍ତରଞ୍ଜନ ଦାସଅଷ୍ଟ୍ରେଲିଆଗର୍ଭାବସ୍ଥା୪ (ସଂଖ୍ୟା)ବୈଷ୍ଣବ ପାଣିଲଘିଷ୍ଠ ସାଧାରଣ ଗୁଣିତକରାମଚନ୍ଦ୍ର ମିଶ୍ରରତ୍ନାକର ଚଇନିମଙ୍ଗଳା ମନ୍ଦିରସଂକ୍ରାନ୍ତିହୀରାକୁଦ ବନ୍ଧଗୋପାଳ ଛୋଟରାୟଲିଙ୍ଗରାଜ ମନ୍ଦିରପଖାଳଟ୍ରାଲୋକିନୁମାବଜନ୍ମ ନିରୋଧମନୋଜ କୁମାର ମିଶ୍ର୧୮ ଅକ୍ଟୋବରବ୍ରାହ୍ମ ସମାଜ🡆 More