ଖଲ୍ଲିକୋଟ ବରିଡ଼ା

]

ଖଲ୍ଲିକୋଟ ବରିଡ଼ା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
ପଞ୍ଚାୟତ ସମିତିବେଗୁନିଆପଡ଼ା
ଗ୍ରାମ ପଞ୍ଚାୟତଖଲ୍ଲିକୋଟ ବରିଡ଼ା
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୬୧ ୦୩୧
Area code+୦୬୮୧୦
ଯାନବାହାନ ପଞ୍ଚୀକରଣOR/07

ଖଲ୍ଲିକୋଟ ବରିଡ଼ା ଗାଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୋଦଳା ଥାନା ଅଧୀନରେ ଥିବା ଏକ ଗାଆଁ ।

ଗମନାଗମନ

ଏହା ବେଗୁନିଆପଡ଼ା ନିକଟରେ ଅବସ୍ଥିତ । ଏହା ଛତ୍ରପୁରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

ଏଠାରେ ଖରଖରି ନାମରେ ଏକ ଛୋଟ ନଈ ବହି ଯାଇଛି ।

ଶିକ୍ଷା

ବିଦ୍ୟାଳୟ

ଏହି ଗାଁରେ ଗୋଟିଏ ପ୍ରାଥମିକ, ଗୋଟିଏ ମାଧ୍ୟମିକ ଓ ଗୋଟିଏ ଉଚ୍ଚବିଦ୍ୟାଳୟ ଅଛି ।

ଅନ୍ୟାନ୍ୟ

ପର୍ଯ୍ୟଟନ

ଏହି ଗାଆଁରେ ପୂରାତନ ଅମରେଶ୍ୱର ଶିବ ମନ୍ଦିରଜଗନ୍ନାଥ ମନ୍ଦିର, ଅଛି । ଏଠାରେ ପ୍ରତିବର୍ଷ ଶିବ ରାତ୍ରି ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ

ଆଧାର

Tags:

ଖଲ୍ଲିକୋଟ ବରିଡ଼ା ଗମନାଗମନଖଲ୍ଲିକୋଟ ବରିଡ଼ା ବିଶେଷତାଖଲ୍ଲିକୋଟ ବରିଡ଼ା ଶିକ୍ଷାଖଲ୍ଲିକୋଟ ବରିଡ଼ା ଅନ୍ୟାନ୍ୟଖଲ୍ଲିକୋଟ ବରିଡ଼ା ପର୍ଯ୍ୟଟନଖଲ୍ଲିକୋଟ ବରିଡ଼ା ଆହୁରି ଦେଖନ୍ତୁଖଲ୍ଲିକୋଟ ବରିଡ଼ା ଆଧାରଖଲ୍ଲିକୋଟ ବରିଡ଼ା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ନାଟକଗର୍ଭାଶୟ ଅନ୍ତଃସ୍ତର କର୍କଟରଥଯାତ୍ରା୫ ନଭେମ୍ବରଆଲୋକଗୋଦର ରୋଗପୋଟଳ ରସାହରେକୃଷ୍ଣ ମହତାବପ୍ରାଣକୃଷ୍ଣ ପରିଜାଆପେଣ୍ଡିସାଇଟିସକଟକ ଜିଲ୍ଲାଭୁବନେଶ୍ୱରସଚ୍ଚିଦାନନ୍ଦ ରାଉତରାୟରାଉରକେଲାଶେୟାର ବଜାରଲଣ୍ଡନସିଦ୍ଧାନ୍ତ ମହାପାତ୍ର୨୦୧୨ମାସଜୟୀ ରାଜଗୁରୁଚିତ୍ତରଞ୍ଜନ ତ୍ରିପାଠୀଜମ୍ମୁ ତୱି ରେଳ ଷ୍ଟେସନବିଜୟ ମିଶ୍ରମୌଳିକ ସଂଖ୍ୟାଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦରାଧାନାଥ ରାୟଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ଇତିହାସଚିନ୍ତାମଣି ବେହେରାପ୍ରହ୍ଲାଦ ନାଟକଶବ୍ଦ (ପଦ)ଅକ୍ଷୟ ତୃତୀୟାବ୍ରଜନାଥ ରଥଉତ୍କଳ ବିଶ୍ୱବିଦ୍ୟାଳୟକଣ୍ଡୋମପରିବେଶସୁନାବେଶଅଂଶୁଘାତଇନ୍ଦିରା ଗାନ୍ଧୀଉତ୍କଳ ସମ୍ମିଳନୀଫସ୍‌ଫରସ୪ ଇଡିଅଟସ୍ବୀର ସୁରେନ୍ଦ୍ର ସାଏବିଜୁ ଜନତା ଦଳଗୌତମ ବୁଦ୍ଧଅଚ୍ୟୁତ ଗୋକୁଳ ନାୟକଓଡ଼ିଶୀ ସଙ୍ଗୀତକଳାହାଣ୍ଡି ଜିଲ୍ଲାତ୍ରିଭୁଜଖଞ୍ଜଣିଅଣ୍ଡା ରୋଲମଧୁସୂଦନ ଦାସନିତ୍ୟାନନ୍ଦ ଶତପଥୀଡାଲମାକିଶୋରୀ ଚରଣ ଦାସଦଶାବତାରରତ୍ନାକର ଚଇନିଚୈତନ୍ୟଚିତ୍ତରଞ୍ଜନ ଦାସତୁଳସୀ ଗଛରାଜାରାଣୀ ମନ୍ଦିରସତୀ (ହିନ୍ଦୁ ଦେବୀ)ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ୟୁରୋପଗାଲୁଆଲକ୍ଷ୍ମୀନାରାୟଣ ସାହୁମେସିନ ଲର୍ଣ୍ଣିଙ୍ଗ୍ଓଡ଼ିଆ ଉଇକିପିଡ଼ିଆପାଇକ ଆଖଡ଼ା🡆 More