କ୍ଷଣସ୍ଥାୟୀ ଅଳ୍ପରକ୍ତ‌ତା ଆକ୍ରମଣ

କ୍ଷଣସ୍ଥାୟୀ ଅଳ୍ପରକ୍ତ‌ତା ଆକ୍ରମଣ (ଇଂରାଜୀ ଭାଷାରେ transient ischemic attack / TIA, ଯାହା ଏକ ମିନି-ଷ୍ଟ୍ରୋକ ଭାବରେ ମଧ୍ୟ ଜଣାଶୁଣା) ରୋଗ ଏକ ପ୍ରକାର ସ୍ନାୟୁରୋଗ ଯେଉଁଥିରେ ମସ୍ତିଷ୍କ ବା ରେଟିନାକୁ ଅଳ୍ପକ୍ଷଣ ନିମନ୍ତେ ରକ୍ତ ପ୍ରବାହ କମିଯାଇଥାଏ କିନ୍ତୁ ତନ୍ତୁ ମୃତ୍ୟୁ ହୁଏ ନାହିଁ | ଏହା ଷ୍ଟ୍ରୋକ ଭଳି ଲକ୍ଷଣ ସୃଷ୍ଟି କରେ, ଯେଉଁଥିରେ ଶରୀରର ଗୋଟିଏ ପାର୍ଶ୍ୱ ଦୁର୍ବଳ ବା କାଲୁଆ ହୋଇଯାଏ, ହଠାତ୍ ଦୃଷ୍ଟିଶକ୍ତି କମିଯାଏ, କ‌ହିବା ଓ ବୁଝିବା କଷ୍ଟକର ହୋଇଯାଏ କିମ୍ବା ଦ୍ୱନ୍ଦ୍ୱ ହୁଏ | ଲକ୍ଷଣ ସାଧାରଣତଃ ହଠାତ୍ ଏବଂ ଏକ ଘଣ୍ଟା ମଧ୍ୟରେ ଶେଷ ହୋଇଯାଏ ।

Transient ischemic attack
Mini-strokes
କ୍ଷଣସ୍ଥାୟୀ ଅଳ୍ପରକ୍ତ‌ତା ଆକ୍ରମଣ
Angiogram showing narrowing of the arteries in the neck in a women with a TIA
ବିଭାଗNeurology, vascular surgery
ଲକ୍ଷଣWeakness or numbness on one side, sudden loss of vision, difficulty talking or understanding, poor coordination, confusion
ଆକ୍ରାନ୍ତ ସମୟSudden
ଅବଧି< 1 hr
ବିପଦ କାରକDiabetes, high blood pressure, smoking, alcoholism, psychological stress, lack of exercise
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and medical imaging
ସଠିକ ରୋଗ ନିର୍ଣ୍ଣୟBells palsy, migraine, carotid artery dissection, multiple sclerosis, syncope, stroke, meningitis
ଚିକିତ୍ସାLifestyle changes, medications, surgery
PrognosisSurvival ~ 91% (hospital discharge) 67% (five yr)
ପୁନଃପୌନିକ1 per 1,000 per yr

ମଧୁମେହ, ଉଚ୍ଚ ରକ୍ତଚାପ, ଧୂମପାନ, ମଦ୍ୟପାନ, ମାନସିକ ଚାପ ଏବଂ ବ୍ୟାୟାମର ଅଭାବ ଯୋଗୁ ଏହି ରୋଗ ସୃଷ୍ଟି ହୋଇପାରେ | ଠିକ୍ ଷ୍ଟ୍ରୋକ ଏହା କାର୍ଯ୍ୟକାରୀ ହୁଏ | ଏହି ରୋଗର ସଂଜ୍ଞା ପୂର୍ବରୁ ୨୪ ଘଣ୍ଟାରୁ କମ୍ ଲକ୍ଷଣର ଅବଧି ଉପରେ ଆଧାରିତ ଥିଲା; ନୂଆ ସଂଜ୍ଞାରେ ଇନଫାର୍କସନ ବା ମେଡିକାଲ ଇମେଜିଙ୍ଗରେ କୌଣସି ପ୍ରମାଣ ମିଳେ ନାହିଁ |

ଡାକ୍ତରୀ ଭାଷାରେ ଏହା ଏକ ଜରୁରୀ କାଳୀଣ ପରିସ୍ଥିତି | ଚିକିତ୍ସାରେ ଧୂମପାନ ବନ୍ଦ କରିବା ଏବଂ ମଦ୍ୟପାନକୁ ସୀମିତ ରଖିବା ଭଳି ଜୀବନ ପ୍ରଣାଳୀରେ ପରିବର୍ତ୍ତନ, ଆସ୍ପିରିନ୍ କିମ୍ବା ଆଣ୍ଟିକୋଆଗୁଲାଣ୍ଟ ଦିଆଯାଏ । ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ରକ୍ତଚାପ ନିୟନ୍ତ୍ରଣ, ଷ୍ଟାଟିନ୍ ଏବଂ ରକ୍ତ ଶର୍କରା ନିୟନ୍ତ୍ରଣ ଅନ୍ତର୍ଭୁକ୍ତ। ବେକରେ ସଂକୀର୍ଣ୍ଣ ଧମନୀ ଥିବା ଲୋକଙ୍କର ଏକ କାରୋଟିଡ ଏଣ୍ଡାଅର୍ଟେରେକ୍ଟୋମି ଅସ୍ଟ୍ରୋପଚାର କରାଯାଇପାରେ | ଏହିଭଳି ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକଙ୍କର ଭବିଷ୍ୟତରେ ଷ୍ଟ୍ରୋକ୍ ଆଶଙ୍କା ଥାଏ ।

ପ୍ରାୟ ୨% ଲୋକଙ୍କର ପୂର୍ବରୁ ଏହି ରୋଗ ଥାଏ ଏବଂ ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ପ୍ରତି ବର୍ଷ ନୂତନ ଭାବେ ଜଣେ ପ୍ରଭାବିତ ହୁଏ | ବୃଦ୍ଧ ଲୋକମାନେ (> ୬୦ ବର୍ଷ) ଅଧିକ ପ୍ରଭାବିତ ହୁଅନ୍ତି | ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ ଅମଳରେ ହିପୋକ୍ରେଟସ ଏହି ରୋଗର ବର୍ଣ୍ଣନା କରିଥିଲେ ଏବଂ ପରବର୍ତ୍ତୀ ଷ୍ଟ୍ରୋକ୍ ପାଇଁ ଏହା ଏକ ବିପଦ କାରଣ ବୋଲି ଉଲ୍ଲେଖ କରିଥିଲେ |

ଆଧାର

Tags:

ଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ବୌଦ୍ଧ ଧର୍ମଶାରଳା ପୁରସ୍କାରଜାହାଙ୍ଗୀରସ୍ଥୌଲ୍ୟତାହୃତ୍‌ପିଣ୍ଡତ୍ରିଭୁଜସୋନାଲ ମାନସିଂହପଙ୍କଜ ଉଧାସସତୀ (ହିନ୍ଦୁ ଦେବୀ)ସୁଭାଷ ଚନ୍ଦ୍ର ବୋଷସମର ସଲିମ ସାଇମନବିଭୂତି ପଟ୍ଟନାୟକଅଂଶୁଘାତହାଡ଼ଫୁଟିଆଇଡେଲାଲିସିବରେଶମ ପଥଭଗବତ ଗୀତାଗଙ୍ଗାଧର ମେହେରବନ୍ୟାଗର୍ଭାଶୟ କର୍କଟବଣ୍ଡ (ଅର୍ଥ)ଚିଲିକା (କବିତା)ଯଶୋବନ୍ତ ଦାସଅଖିଳ ମୋହନ ପଟ୍ଟନାୟକବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜେନ୍ଦ୍ର କିଶୋର ପଣ୍ଡାସଂକ୍ରାନ୍ତିରଥଯାତ୍ରାକୋଷ୍ଠକାଠିନ୍ୟଚଇତି ଘୋଡ଼ା ନାଚଭୃସଙ୍ଗ ଗଛଏମିସ ଲୋକଛାରପୋକକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଓଡ଼ିଶାର ଭୂଗୋଳଦେବଗଡ଼ ଜିଲ୍ଲାମାଗୁଣିର ଶଗଡ଼ହୃଷୀକେଶ ମଲ୍ଲିକପ୍ରତାପରୁଦ୍ର ଦେବଜାପାନ ସାଗରୟୁରୋପ୪ ଇଡିଅଟସ୍ନେପଚୁନରାସେଶ୍ୱରୀ ପାଣିଗ୍ରାହୀବିରଳା ମନ୍ଦିର, ହାଇଦ୍ରାବାଦଫତୁରାନନ୍ଦବାରବାଟି ଦୁର୍ଗକୋଣାର୍କଜଗନ୍ନାଥଙ୍କ ଧୂପମୟୂରହମିଦା ବାନୁ ବେଗମବଳମାଟିର ମଣିଷମହାଦେଶଶ୍ରୀତମ ଦାସଅଣ୍ଡାପୁରୀ ଜିଲ୍ଲାନବଯୌବନ ବେଶକାଶୀ ବିଶ୍ୱନାଥ ମନ୍ଦିରଶାନ୍ତନୁ କୁମାର ଆଚାର୍ଯ୍ୟଗୋବିନ୍ଦ ତ୍ରିପାଠୀଭଗବତୀ ଚରଣ ପାଣିଗ୍ରାହୀବୀଣାପାଣି ମହାନ୍ତିନେମାଳଚାଣକ୍ୟଓଡ଼ିଶାର ଲୋକନୃତ୍ୟରାଜ୍ୟ ସଭା🡆 More