କୁଣ୍ଡଗୋଳ

]

Kundgol
ಕುಂದಗೋಳ
Kundagola
city
Shambhulinga temple at Kundgol
Shambhulinga temple at Kundgol
Countryକୁଣ୍ଡଗୋଳ India
StateKarnataka
DistrictDharwad
Elevation
615 m (2,018 ft)
Population
 (2001)
 • Total୧୬,୮୩୭
Languages
Time zoneUTC+5:30 (IST)
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA-25 ,KA-63
Websitewww.kundagoltown.gov.in

କୁଣ୍ଡଗୋଳ, ଭାରତୀୟ ରାଜ୍ୟ କର୍ଣାଟକର ଧରବାଦ ଜିଲ୍ଲାର ଏକ ପଞ୍ଚାଯତ ସହର । 

ପରିଚୟ 

କୁଣ୍ଡଗୋଳ 
Shambhulinga temple at Kundgol, Karnataka

ଧରବାଦଠାରୁ କୁଣ୍ଡଗୋଳର ଦୂରତା 14 କିଲୋମିଟର । ଏହି ସହରରେ ପ୍ରକ୍ଷାତ ହିନ୍ଦୁସ୍ଥାନୀ ସଙ୍ଗୀତଙ୍ଗ ରାମଭଉ କୁଣ୍ଡଗୋଲକର ( ପଣ୍ଡିତ ସୱାଇ ଗନ୍ଧର୍ବ ) ଜନ୍ମ ହେଇଥିଲେ । ତାଙ୍କର ଶିଷ୍ୟ ଗଣଙ୍କ ମଧ୍ୟରୁ ଗାଙ୍ଗୁବାଇ ହାଙ୍ଗଳ , ଭୀମସେନ ଯୋଶୀ ଆଦି ବିଖ୍ୟାତ । 

ଇତିହାସ 

ପ୍ରାଚୀନ ପଶ୍ଚିମ ଚାଲୁକ୍ୟ ସମ୍ଭ୍ରାଜ୍ୟର ମଧ୍ୟବର୍ତୀ ଅଚଳରେ କୁଣ୍ଡଗୋଳ ଅବସ୍ଥିତ ଥିଲା । ଏଠାରେ ଥିବା 11 ଶ ଶତାବ୍ଦୀର ଶମ୍ଭୁଲିଙ୍ଗେଶ୍ୱର ମନ୍ଦିରରୁ ଏହାର ପ୍ରମାଣ ମିଳିଥାଏ । 

ଦେଶ ସ୍ୱାଧୀନ ହେବା ଆଗରୁ କୁଣ୍ଡଗୋଳ ରାଜକୀୟ ରାଜ୍ୟ ଯାମଖଣ୍ଡିର ଅଂଶ ଥିଲା । 

ହିନ୍ଦୁସ୍ଥାନୀ ସଂଗୀତ ଓ କୁଣ୍ଡଗୋଳ 

କୁଣ୍ଡଗୋଳ 
Wade at Kundagol. Sawai Gandharva, Bhimsen Joshi, Gangubai Hangal are associated with this Wade
କୁଣ୍ଡଗୋଳ 
Wade at Kundagol. Sawai Gandharva, Bhimsen Joshi, Gangubai Hangal are associated with this wade

ସୱାଇ ଗନ୍ଧର୍ବ ନାମରେ ପରିଚିତ ଥିବା ଜନପ୍ରିୟ ରାମଭଉ କୁନଦୋଳକର ଏଠାରେ 1886 ମସିହାରେ ଜନ୍ମ ଗ୍ରହଣ କରିଥିଲେ । ପଣ୍ଡିତ ଭୀମସେନ ଯୋଶୀ ତାଙ୍କର ସର୍ବାପେକ୍ଷ୍ୟା ପ୍ରସିଦ୍ଧି ଲାଭ କରିଥିବା ଛାତ୍ର । ପଣ୍ଡିତ ଭୀମସେନ ଭରତର ବିଭିନ୍ନ ସ୍ଥାନ ଗସ୍ତ କରି ଜଣେ ଉତ୍ତମ ଗୁରୁ ଖୋଜୁଥିଲେ । ସେ ଏଠାକୁ ଆସି ପଣ୍ଡିତ ଗନ୍ଧବଙ୍କ ଶିଷ୍ୟ ହିସାବରେ ହିନ୍ଦୁସ୍ଥାନୀ ସଂଗୀତ ଶିଖି ପ୍ରସିଦ୍ଧି ଲାଭ କରିଥିଲେ । ପଣ୍ଡିତ ଯୋଶୀ "ଭାରତ ରତ୍ନ " ପୁରସ୍କାରର ବିଜେତା । 


ଏଠାରେ କୁମାର ଗନ୍ଧର୍ବ ନାଟ୍ୟଗୃହ ନାମରେ ଏକ ଅପେରା ଘର ରହିଛି । ଭାରତରେ ପ୍ରସିଦ୍ଧି ଲାଭ କରିଥିବା ଅନ୍ୟତମ ହିନ୍ଦୁସ୍ଥାନୀ ସଂଗୀତା ବିଶାରଦା ଗାଙ୍ଗୁବାଇ ହଙ୍ଗଳ ମଧ୍ୟ ଏଠାରୁ ପଣ୍ଡିତ ଗନ୍ଧର୍ବଙ୍କ ଶିକ୍ଷା ପାଇଥିଲେ । ଗାଙ୍ଗୁବାଇଙ୍କ ମା ଓ ବାପା ମଧ୍ୟ କରଣାତକୀ ସଂଗୀତା ବିଷାରଦ ଥିଲେ ।  

ପର୍ଯ୍ୟଟନ 

କୁଣ୍ଡଗୋଳ 
Shri Shambhulingeshwara temple at Kundgol, Karnataka
କୁଣ୍ଡଗୋଳ 
Shri Shambhulingeshwara temple at Kundgol, Karnataka
କୁଣ୍ଡଗୋଳ 
Shri Shambhulingeshwara temple at Kundgol, Karnataka
କୁଣ୍ଡଗୋଳ 
Shri Shambhulingeshwara temple at Kundgol, Karnataka
  • ଶମ୍ଭୁଲିଙ୍ଗ ମନ୍ଦିର 

At Kundgol there is a huge Shiva temple of 11th century called Shri Shambhulingeshwara Temple, built by Western Chalukyas. It is built with highly polished stones, which are dovetailed into one another. The carvings and images on the pillars are well cut.

ଭୌଗୋଳିକ ଅବସ୍ଥିତି

କୁଣ୍ଡଗୋଳର ଭୌଗୋଳିକ ଅବସ୍ଥିତିଠାରେ । ଏହାର ପତ୍ତନ 2017 ଫୁଟ । 

ଜନସଂଖ୍ୟା 

2001 ଜନଗଣନା ଅନୁସାରେ ଏଠାରେ 16,837 ଜନ ଅଧିବାସୀ ରହୁଥିଲେ । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 51 % ହେଇଥିବାବେଳେ ମହିଳା ସଂଖ୍ୟା 49 % ଥିଲା । 6 ବର୍ଷରୁ କମ ସଂଖ୍ୟା 12 % ରହିଥିଲା । ଏଠାକାର ସାକ୍ଷ୍ୟରତା ହାର 64 % ଥିଲା । 

ପୁନଶ୍ଚ ଦେଖଣା 

  • Western Chalukya
  • Western Chalukya temples
  • Lakshmeshwar
  • Lakkundi
  • Gadag
  • Annigeri
  • Dambal

ଆଧାର 

Tags:

କୁଣ୍ଡଗୋଳ ପରିଚୟ କୁଣ୍ଡଗୋଳ ଇତିହାସ କୁଣ୍ଡଗୋଳ ହିନ୍ଦୁସ୍ଥାନୀ ସଂଗୀତ ଓ  କୁଣ୍ଡଗୋଳ ପର୍ଯ୍ୟଟନ କୁଣ୍ଡଗୋଳ ଭୌଗୋଳିକ ଅବସ୍ଥିତିକୁଣ୍ଡଗୋଳ ଜନସଂଖ୍ୟା କୁଣ୍ଡଗୋଳ ପୁନଶ୍ଚ ଦେଖଣା କୁଣ୍ଡଗୋଳ ଆଧାର କୁଣ୍ଡଗୋଳ

🔥 Trending searches on Wiki ଓଡ଼ିଆ:

ନିତ୍ୟାନନ୍ଦ ମହାପାତ୍ରବଉଳଗୋଦାବରୀଶ ମିଶ୍ରଉଦୟନାଥ ଷଡ଼ଙ୍ଗୀଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ୧୧ ନଭେମ୍ବରବନ୍ଦେ ଉତ୍କଳ ଜନନୀବଳରାମ ଦାସବିଶ୍ୱଜିତ ଦାସହିପୋପୋଟାମସସରସ୍ୱତୀ ନଦୀଫଣୀଶ୍ୱର ନାଥ 'ରେଣୁ'ରମାଦେବୀ ଚୌଧୁରୀପଠାଣି ପଟ୍ଟନାୟକଚାଖି ଖୁଣ୍ଟିଆକଳସା ଚଉତିଶାରଘୁନାଥ ମୁର୍ମୁଓଡ଼ିଆ ଭ୍ରମଣ ସାହିତ୍ୟସମ୍ବାଦଭାରତୀୟ ସମ୍ବିଧାନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଲଡୁରାଜ୍ୟଧନୁଯାତ୍ରାବୈକୁଣ୍ଠ ନାଥ ମହାନ୍ତିଯୌନ ସମ୍ଭୋଗବନ୍ଦେ ମାତରମଗ୍ରହବିଜୟ ମିଶ୍ର୮ ଫେବୃଆରୀବଡ଼ ଓଡ଼ିଆ ମଠଜବାହରଲାଲ ନେହେରୁଓଡ଼ିଆ ରାମାୟଣସକ୍ରେଟିସପ୍ରତାପ କେଶରୀ ଦେଓଲକ୍ଷ୍ମୀକାନ୍ତ ମହାପାତ୍ରଚରକସୁନାବେଶଚାର୍ମି କୌରନୀଳାଦ୍ରି ଭୂଷଣ ହରିଚନ୍ଦନଲକ୍ଷ୍ମୀଇନ୍ଦିରା ଗାନ୍ଧୀପୁରୁଷୋତ୍ତମ ଦେବକରୀନା କପୁରଶ୍ରୀନିବାସ ଉଦ୍‌ଗାତାଉତ୍କଳ ସାହିତ୍ୟ ସମାଜକବାଟପଠାଣି ସାମନ୍ତପରେଶ କୁମାର ପଟ୍ଟନାୟକTurtleରଜତାମିଲନାଡୁମନୋରଞ୍ଜନ ଦାସଶତାବ୍ଦୀର ସୂର୍ଯ୍ୟମହାନଦୀଶିଶୁ ଅନନ୍ତ ଦାସଅଶ୍ୱିନୀ କୁମାର ଘୋଷହିନ୍ଦୁପୁରୀସତ୍ୟଭାମାମଘା (ନକ୍ଷତ୍ର)୧୯୧୭ମହାତ୍ମା ଗାନ୍ଧୀୟେଭାଡୁପଖାଳକୁତବମିନାରଶନିପଞ୍ଜାବୀ ପୋଷାକଆମ୍ବେଦକର ଜୟନ୍ତୀକୃଷ୍ଣଦିବ୍ୟସିଂହ ଦେବରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେ🡆 More