ଓଡ଼ିଆ କଥାଚିତ୍ର କଣ୍ଢେଇ: ୧୯୯୦ର ଓଡ଼ିଆ କଥାଚିତ୍ର

କଣ୍ଢେଇ, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଶାନ୍ତ ନନ୍ଦ ଏବଂ ଅବ୍‌ଦୁଲ ସାୟେଦ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

କଣ୍ଢେଇ
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକପ୍ରଶାନ୍ତ ନନ୍ଦ
ଅବ୍‌ଦୁଲ ସାୟେଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରଶ୍ରୀରାମ ପଣ୍ଡା
ପ୍ରଶାନ୍ତ ନନ୍ଦ
ଉତ୍ତମ ମହାନ୍ତି
ମହାଶ୍ୱେତା ରାୟ
ଗୋପା ବିଶ୍ୱାସ
ସୁରେଶ ବଳ
ପ୍ରତିଭା ସାହୁ
ସୁଲୁ ମହାନ୍ତି
ସଙ୍ଗୀତପ୍ରଶାନ୍ତ ନନ୍ଦ
ଚିତ୍ରଗ୍ରହଣଜୁଗଳ ଦେବତା
ମଧୁକର ଏସ୍. ରାଓ
ସମ୍ପାଦକପ୍ରଶାନ୍ତ ନନ୍ଦ
ବିବେକ ଶତପଥୀ
ମୁକ୍ତିଲାଭ ତାରିଖ
୧୯୯୦
ଦେଶଓଡ଼ିଆ କଥାଚିତ୍ର କଣ୍ଢେଇ: ଅଭିନୟ, ଗୀତ ଏବଂ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ଶ୍ରୀରାମ ପଣ୍ଡା ପ୍ରଶାନ୍ତ ନନ୍ଦ ଉତ୍ତମ ମହାନ୍ତି ମହାଶ୍ୱେତା ରାୟ ଗୋପା ବିଶ୍ୱାସ ସୁରେଶ ବଳ ପ୍ରତିଭା ସାହୁ ସୁଲୁ ମହାନ୍ତି ପ୍ରେମାଞ୍ଜନ ପରିଡ଼ା ସଙ୍ଗୀତା ଦାସ ସର୍ବଜିତ ମହାନ୍ତି ବ୍ୟୋମୋକେଶ ତ୍ରିପାଠୀ ଅବ୍‌ଦୁଲ ସାୟେଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଏବଂ ସଙ୍ଗୀତ

ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ସୁବାସ ଦାସ, ଲୀନା ଘୋଷ, ଜଲି ମୁଖାର୍ଜୀ, ରଘୁନାଥ ପ୍ରଧାନ, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଓଡ଼ିଆ କଥାଚିତ୍ର କଣ୍ଢେଇ ଅଭିନୟଓଡ଼ିଆ କଥାଚିତ୍ର କଣ୍ଢେଇ ଗୀତ ଏବଂ ସଙ୍ଗୀତଓଡ଼ିଆ କଥାଚିତ୍ର କଣ୍ଢେଇ ଆଧାରଓଡ଼ିଆ କଥାଚିତ୍ର କଣ୍ଢେଇ ବାହାର ଆଧାରଓଡ଼ିଆ କଥାଚିତ୍ର କଣ୍ଢେଇ

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥସରସ୍ୱତୀ ସମ୍ମାନବୀର ସୁରେନ୍ଦ୍ର ସାଏବିଜ୍ଞାନପୁଷ୍ଟିସାରଓପନ-ସୋର୍ସ ସଫ୍ଟୱେରସୂର୍ଯ୍ୟବଂଶୀ ସୂରଜନେପଚୁନଗିରିଧର ଗମାଙ୍ଗଜାପାନ ସାଗରବ୍ରଜନାଥ ରଥଅଣ୍ଡା ରୋଲଫେବୃଆରୀ ୨୮ଫେବୃଆରୀ ୨୯ଚନ୍ଦନ ଯାତ୍ରାବ୍ୟାସଦେବହେମଲତା ମାନସିଂହଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନବୃହସ୍ପତିତିଳ ଚତୁର୍ଥୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସୌଭାଗ୍ୟ କୁମାର ମିଶ୍ରସତୀ ଅନୁସୂୟାଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଭୂଗୋଳଓଡ଼ିଶାର ଭୂଗୋଳମଧୁସୂଦନ ଦାସଦୁର୍ଗା ପୂଜାମଙ୍ଗଳୁ ଚରଣ ବିଶ୍ୱାଳବୀଣାପାଣି ମହାନ୍ତିବିର୍ସା ମୁଣ୍ଡାପ୍ରାଣୀତପସ୍ୱିନୀପାଇକ ଆଖଡ଼ା୨୫ ଅପ୍ରେଲଚିଲିକା ହ୍ରଦମୟୂରଭଞ୍ଜ ଜିଲ୍ଲାପ୍ରତିଭା ଶତପଥୀଗଙ୍ଗାଧର ମେହେରଜୟ ଜଗନ୍ନାଥଦାମୋଦର ରାଉତପ୍ରାଣବନ୍ଧୁ କରକୋଳିଉଦ୍ଭିଦ ବିଜ୍ଞାନଧର୍ମଓଡ଼ିଶାର କଳାରାଜାରାଣୀ ମନ୍ଦିରସତ୍ୟନାରାୟଣ ରାଜଗୁରୁବ୍ୟାଙ୍କବୁଧପ୍ରଦୀପ କୁମାର ପାଣିଗ୍ରାହୀଲକ୍ଷ୍ମୀକାନ୍ତ ମହାପାତ୍ରପଲଉଭାଷାଗୋପାଳ କୃଷ୍ଣ ରଥଦଗ୍ଧତୃପ୍ତି ଦାସଦଣ୍ଡ ନାଟବନ୍ୟାକବିସୂର୍ଯ୍ୟ ବଳଦେବ ରଥଗର୍ଭାଶୟ କର୍କଟମୌଳିକ ସଂଖ୍ୟାସୌରୀନ୍ଦ୍ର ବାରିକଆନ୍ତର୍ଜାତିକ ମହିଳା ଦିବସ୨୦୦୬ଅନନ୍ତ ବାସୁଦେବ ମନ୍ଦିରଭାରତୀୟ ସ୍ୱାଧୀନତା ଆନ୍ଦୋଳନସାରଳା ମନ୍ଦିରତମନ୍ନା ବ୍ୟାସହେପାଟାଇଟିସକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)🡆 More