ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର

ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର ହେଉଛି ଏକ କାଳ୍ପନିକ ଉପନ୍ୟାସ, ଯାହାକି ଜର୍ଜ ଆର.

ଆର. ମାର୍ଟିନଙ୍କଦ୍ୱାରା ଲିଖିତ। ସେ ଏହି ଉପନ୍ୟାସର ସ୍କନ୍ଧ, ଗେମ ଅଫ ଥ୍ରୋନ୍ସ ୧୯୯୧ ମସିହାରେ ଲେଖିବା ପ୍ରାରମ୍ଭ କରିଥିଲେ, ଯାହାକି ୧୯୯୬ ମସିହାରେ ପ୍ରକାଶିତ ହୋଇଥିଲା। ଯଦିଓ ଏହା ତିନୋଟି ସ୍କନ୍ଧ ବିଶିଷ୍ଟ ଉପନ୍ୟାସ ହେବବୋଲି ପରିକଳ୍ପନା ହୋଇଥିଲା, ହେଲେ ସମୁଦାୟ ସାତୋଟି ସ୍କନ୍ଧ ହେବ ବୋଲି ପରେ ନିର୍ଦ୍ଧାରଣ କରାଗଲା। 2018 ମସିହା ସୁଦ୍ଧା ଲେଖକ ସାତୋଟି ମଧ୍ୟରୁ ପାଞ୍ଚଟି ସ୍କନ୍ଧ ଲେଖିସାରିଲେଣି। ପଞ୍ଚମ ସ୍କନ୍ଧ, ଏ ଡ୍ୟାନ୍ସ ୱିଥ୍ ଡ୍ରାଗନ୍ସ୍ ସେ ୨୦୧୧ ମସିହାରେ ଲେଖିଥିଲେ। ଏ ଡ୍ୟାନ୍ସ ୱିଥ୍ ଡ୍ରାଗନ୍ସ୍ ତାଙ୍କୁ ଲେଖିବାପାଇଁ ଛଅ ବର୍ଷ ଲାଗିଥିଲା। ବର୍ତ୍ତମାନ ସେ ତାଙ୍କର ଷଷ୍ଠ ସ୍କନ୍ଧ, ଦ ୱିନ୍ଡସ୍ ଅଫ୍ ୱିନ୍ଟ୍ର୍ ଲେଖିବାରେ ବ୍ୟସ୍ତ।

୨୦୧୧ ମସିହାରେ ଆମେରିକାର ଏକ ଟେଲିଭିଜନ ଉଦ୍ୟୋଗ ଏଚବିଓ ଏହି ଉପନ୍ୟାସ ଉପରେ ପୃଥିବୀ ପ୍ରସିଦ୍ଧ ଧାରାବାହିକ, ଗେମ ଅଫ ଥ୍ରୋନ୍ସ ନିର୍ମାଣ କରିବା ଆରମ୍ଭ କରିଥିଲା ।

A Song of Ice and Fire
A Song of Ice and Fire book collection box set cover.jpg
A Song of Ice and Fire book collection box set cover
  • A Game of Thrones (1996)
  • A Clash of Kings (1998)
  • A Storm of Swords (2000)
  • A Feast for Crows (2005)
  • A Dance with Dragons (2011)
  • The Winds of Winter (forthcoming)
  • A Dream of Spring (forthcoming)
ଲେଖକGeorge R. R. Martin
ଦେଶUnited States
ଭାଷାEnglish
ବିଭାବEpic fantasy
ପ୍ରକାଶକ
  • Bantam Books (US, Canada)
  • Voyager Books (UK, Australia)
ପ୍ରକାଶିତAugust 1996–present
ପ୍ରକାରPrint (hardback & paperback)
audiobook
ଛପା{{{printer}}}


ଆଧାର

Tags:

ଗେମ ଅଫ ଥ୍ରୋନ୍ସ

🔥 Trending searches on Wiki ଓଡ଼ିଆ:

୩ ଅପ୍ରେଲରାମାୟଣ୧୧୫୧ହେମନ୍ତ ଦାସତିର୍ତ୍ତୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅମରପୋଇଉଦୟନାଥ ଷଡ଼ଙ୍ଗୀଆଦି ଶଙ୍କରାଚାର୍ଯ୍ୟମନୋରଞ୍ଜନ ଦାସ୧୮୯୦ନଟବର ଶତପଥୀବିଶ୍ୱ ପଶୁ ଦିବସପ୍ରତାପ କେଶରୀ ଦେଓସ୍ୱାମୀ ନାରାୟଣଗଇଁଠା୧୦ ଫେବୃଆରୀଓଡ଼ିଶୀନାଗ ଐରିକଳିଙ୍ଗ ଯୁଦ୍ଧଚାନ୍ଦବାଲିଅଶୋକ (ସମ୍ରାଟ)କୃଷ୍ଣ ଜନ୍ମାଷ୍ଟମୀବୈକୁଣ୍ଠ ନାଥ ମହାନ୍ତିଆଫଗାନିସ୍ତାନଦୁଦୁରାଶାନ୍ତନୁ କୁମାର ଆଚାର୍ଯ୍ୟଚନ୍ଦନଲାଗି ବେଶଶନିପାନଶିବଲିଙ୍ଗରାମ ନବମୀଅବସରଗଣିତନମିତା ଅଗ୍ରୱାଲକ୍ଲାଉଡ଼ ଟେକ୍ନୋଲୋଜିଶ୍ରୀନିବାସ ଉଦ୍‌ଗାତାରାଜ୍ୟ ସଭାମିଶ୍ର ସତ୍ୟନାରାୟଣଲକ୍ଷ୍ମଣ ନାୟକତନ୍ତ୍ରଅମୃତା ପ୍ରୀତମଶିଶୁ ଅନନ୍ତ ଦାସକୋଇଲି ଚଉତିଶାରାମେଶ୍ୱର ମନ୍ଦିରମେଘଲକ୍ଷ୍ମୀଜନ ଗଣ ମନସ୍ୱର ବର୍ଣ୍ଣଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସମାଜ (ଖବରକାଗଜ)ଓଡ଼ିଆ ଭାଷାତ୍ରିଭୁଜଅରଖଯଶୋଧାରା ମିଶ୍ରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକୁତବମିନାରଓ ଅନ୍ଧଗଳିଅଣସରଦଣ୍ଡ ନାଟଓଡ଼ିଆ ସାହିତ୍ୟପରିମେୟ ସଂଖ୍ୟାଓଷାଜନ ବୀମସପୁରିକୁଞ୍ଜବିହାରୀ ତ୍ରିପାଠୀନିଓୱାଇଜ ଧୂମକେତୁସଂସ୍କୃତସ୍ୱାମୀ ବିବେକାନନ୍ଦଟାହିଆବୁଢ଼ିଆଣୀଦେବସ୍ନାନ ପୂର୍ଣ୍ଣିମା🡆 More