ଉଇକିବିଦ୍ୟାଳୟ English: Wikiversity ଏକ ଉଇକି ପରିଯୋଜନା ଅଟେ, ଯାହାର ସଞ୍ଚାଳନ ଉଇକିମିଡ଼ିଆ ସଂସ୍ଥାନ କରିଥାଏ । ଏହାର ଉଦ୍ଦେଶ୍ୟ ନିଶୁଳ୍କ ସଖିବାର ସାମଗ୍ରୀ ଏବଂ ଲୋକମାନଙ୍କୁ ସହଯୋଗ ଦେଇଥାଏ । ଏହା ଉଇକିପିଡ଼ିଆରୁ ବହୁତ ଅଲଗା ଏବଂ ଜଣା ଯାଇଥିବା ପାଠ୍ୟକ୍ରମ ଏବଂ ଅଭ୍ୟାସ ପରି ପ୍ରସ୍ତୁତ କରିଥାଏ ।
ୟୁ.ଆର.ଏଲ | www |
---|---|
ସ୍ଳୋଗାନ | "ମୁକ୍ତ ରୂପେ ଶିକ୍ଷା" |
ବ୍ୟବସାୟିକ | ନା |
ସାଇଟର ପ୍ରକାର | Educational, self study |
ରେଜେଷ୍ଟ୍ରିକରଣ | ଇଚ୍ଛାବୋଧକ |
ମିଳୁଥିବା ଭାଷା | ବହୁଭାଷୀ |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ତିଆରି କରିଥିଲେ | ଉଇକିମିଡ଼ିଆ କମ୍ୟୁନିଟି |
ଆରମ୍ଭ କରାଯାଇଥିଲା | ଅଗଷ୍ଟ 15, 2006 |
ଆଲେକ୍ସା କ୍ରମାଙ୍କ | 14,448 (July 2017[update]) |
ଉଇକିପିଡ଼ିଆ ବେଟା ଏବଂ ଇଂରାଜୀ ଭାଷାରେ ଉଇକିବିଦ୍ୟାଳୟର ଆରମ୍ଭ ଅଧିକାରୀକ ରୂପେ 15 ଅଗଷ୍ଟ 2006 ମସିହାରେ ହୋଇଥିଲା । କିନ୍ତୁ ଏହାର ବିଚାର ଉଇକିପୁସ୍ତକ ପରିଯୋଜନା ଭିତରେ ହୋଇଥିଲା , ସେତେବେଳେ ବହୁ ଲେଖାକୁ ହଟେଇବା ପାଇଁ ନାମଙ୍କିତ କରାଯାଇଥିଲା । ଯାହାପରେ ଏହାକୁ ଏକ ଅଲଗା ପରିୟୋଜନା ରୂପେ ବନେଇବାର ପ୍ରସ୍ତାବ ରଖାଗଲା ଏବଂ ଖୁବ ଶୀଘ୍ର ଏହା ଏକ ଉଇକିମିଡ଼ିଆର ପରିୟୋଜନା ରୂପେ ଆରମ୍ଭ ହୋଇଗଲା ।
ଏଥିପାଇଁ ଦୁଇଟି ପ୍ରସ୍ତାବ ତିଆରି ହୋଇଥିଲା, ଯେଉଁଥିରେ ପ୍ରଥମ 2005 ମସିହାରେ ହୋଇଥିଲା, ଯାହାକୁ ସ୍ୱୀକାର କରାଗଲା ନାହିଁ ଏବଂ ସେହି ପ୍ରସ୍ତାବର ବଦଳ ରୂପ 2006 ମସିହାରେ ସ୍ୱୀକୃତି କରିଦିଆ ଗଲା । ଏହି ପରିଯୋଜନକୁ ତିଆରି ହେବାର ଘୋଷଣା ଉଇକିମାନିଆ 2006ରେ କରାଯାଇଥିଲା ।
This article uses material from the Wikipedia ଓଡ଼ିଆ article ଉଇକିବିଦ୍ୟାଳୟ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.