ଖୋଲା ଏଡ଼ିଟର

ଏହି ଫରଦଟି ଉଇକିର ବାହାରେ କିଛି ବଛା ବଛା ସାଇଟକୁ ଆଣି ଥୋଇଛି ଯାହା ଦେଇ ଆପଣମାନେ ନାନା ଏଡିଟରସବୁକୁ ବ୍ୟବହାର କରି ଉଇକିରେ ଲେଖାଲେଖି କରିପାରିବେ ।

  • ଯେହେତୁ ଆପଣ ଆଗରୁ ଇଁରାଜି ଓ ବାକି ଭାଷାରେ ଉଇକିପିଡ଼ିଆ ଲେଖା ପଢ଼ିଥିବେ ଆଉ ସେହି ସବୁ ଲେଖା ଓଡ଼ିଆରେ ବି ରହିବା ଦରକାର ବୋଲି ଭାବୁଛନ୍ତି ତେବେ ଗୁଗଲ ତିଆରି ଏହି ଖୋଲା ଏଡିଟର ଦେଇ ଆପଣ ସେସବୁ ଭାଷାରେ ଲେଖାସବୁ ଓଡ଼ିଆରେ ଅନୁବାଦ କରିପାରିବେ । ଏହା ଗୋଟିଏ ସହଜ ଓ ସରଳ ଟୁଲ, ଏଠାରେ ଏହାକୁ ବ୍ୟବହାର କରି ଦେଖନ୍ତୁ । ତେବେ ଆପଣଙ୍କୁ ଗୁଗଲରେ ନୁଆ ଖାତାଟିଏ ଖୋଲି/ପୁରୁଣା ଖାତାକୁ ବ୍ୟବହାର କରି ଏଥିରେ କାମ କରିବାକୁ ପଡ଼ିବ । Wikipedia™ article ରେ କ୍ଲିକ କରି Translate from: ତଳେ ଥିବା ଭାଷାତାଲିକାରୁ ମୁଳ ଲେଖାର ଭାଷା ବାଛନ୍ତୁ । Translate to: ରେ Oriya ବାଛନ୍ତୁ । ତାପରେ ଅନୁବାଦ କରିଚାଲନ୍ତୁ ।

ବାହାର ଲିଁକ

  1. ଗୁଗଲ ଟ୍ରାନସଲେଟ କିଟ
  2. ଗୁଗଲ ଟ୍ରାନସଲେଟ କିଟର ଭିଡିଓ ଶିଖଣ

Tags:

🔥 Trending searches on Wiki ଓଡ଼ିଆ:

ଦୁଃଶାସନଇଣ୍ଡୋନେସିଆମାର୍କଣ୍ଡ ଦାସଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ନଦୀଓଡ଼ିଆ ଭାଷା୮ ଅପ୍ରେଲଦଶାବତାରଗୀତଗୋବିନ୍ଦଯୁକ୍ତରାଜ୍ୟରାମଚନ୍ଦ୍ର ମିଶ୍ରମଧୁସୂଦନ ରାଓପ୍ରାଣବନ୍ଧୁ କରବ୍ୟଞ୍ଜନ ବର୍ଣ୍ଣବିଜ୍ଞାନବୈଶାଖଓଡ଼ିଶାର ସଂସ୍କୃତିଲକ୍ଷ୍ମଣ ମିଶ୍ରଜୈନ ଧର୍ମଅଚ୍ୟୁତ ସାମନ୍ତସରସ୍ୱତୀ ସମ୍ମାନଆମ୍ବପ୍ରଦୀପ କୁମାର ପାଣିଗ୍ରାହୀଭାରତର ପ୍ରଧାନମନ୍ତ୍ରୀରଙ୍ଗବତୀନଟବର ଶତପଥୀଦାଶରଥୀ ଜେନାଭଦଭଦଳିଆଶଙ୍କର ପ୍ରସାଦ ତ୍ରିପାଠୀଭଗବତୀ ଚରଣ ପାଣିଗ୍ରାହୀହଳଧର ନାଗବନ୍ଦେ ଉତ୍କଳ ଜନନୀବରଗଛଗୋପବନ୍ଧୁ ଦାସକରଣ (ଜାତି)ରାଜା ରାମମୋହନ ରାୟ୨୧ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଚାରି ଧାମପଖାଳ ଦିବସଭାତଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପାପମୋଚନୀ ଏକାଦଶୀସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭୁବନେଶ୍ୱରଶଙ୍ଖସାରଳା ଦାସଗୁରୁ ପ୍ରସାଦ ମହାନ୍ତିବାଞ୍ଛାନିଧି ମହାନ୍ତିବାଳୀଭରତ (ରାମାୟଣ)ଭାରତୀୟ ଜାତୀୟ କଂଗ୍ରେସଆତ୍ମହତ୍ୟାସରଳା ଦେବୀମହାପାତ୍ର ନୀଳମଣି ସାହୁତାରିଣୀ ମନ୍ଦିର, ଘଟଗାଁମନମୋହନ ସାମଲଦଶରଥଡୋରାମିଆ ଖଲିଫାପ୍ରସନ୍ନ କୁମାର ମିଶ୍ରଅନ୍ନପୂର୍ଣ୍ଣା ମହାରଣାଭକ୍ତ ଚରଣ ଦାସମାଣବସା ଗୁରୁବାର୧ ଅପ୍ରେଲସଞ୍ଚିତା ମହାନ୍ତିଅଂଶୁଘାତଜାତୀୟ ସାହସିକତା ପୁରସ୍କାରଭୁବନେଶ୍ୱର ମିଶ୍ର🡆 More