ଇକବାଲ ଆଜାଦ: ଭାରତୀୟ ଅଭିନେତା

ଇକବାଲ ଅଜାଦ ଜଣେ ଭାରତୀୟ ଅଭିନେତା, ଯିଏକି ମୁଖ୍ୟତଃ କଥାଚିତ୍ର ଓ ଦୂରଦର୍ଶନ ଆଦିରେ କାମ କରନ୍ତି । ତାଙ୍କ ଅଭିନୀତ ନାଦାନିଆଁ, ତେଡ଼ି ମେଡ଼ି ଫ୍ଯାମିଲି ଏବଂ ବେପାନ୍ନାଃ ଆଦି ଧାରାବାହିକ ପାଇଁ ସେ ଜାଣଶୁଣା ।

ଇକବାଲ ଆଜାଦ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୯୪ – ଏବେଯାଏଁ

ସେ ମୁକ୍ତ (୨୦୦୧), ୩୪୦ (୨୦୦୯) ଏବଂ ଇଟ୍ ଇସ୍ ଏ ମ୍ୟାନ୍ ୱାଲ୍ଡ (୨୦୧୦) ଭଳି କଥାଚିତ୍ରରେ ମଧ୍ୟ କାମ କରିଛନ୍ତି ।

ଅଭିନୟ ଜୀବନ

ଅଭିନୀତ ଦୂରଦର୍ଶନ ଧାରାବାହିକ

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୧୯୯୪ ଟି ଟାଇମ୍ ମନୋରଞ୍ଜନ
୧୯୯୫ ତେହକିକାତ୍ ଅଧ୍ୟାୟ ୪୬-୪୭
୧୯୯୮ ୱୋହ ଇନ୍ସପେକ୍ଟର ସିନ୍ଧେ
୧୯୯୯ ଇନ୍ତେଜାର ଔର୍ ସହି
୨୦୦୧ ଛୋଟି ମାଆ... ଏକ ଅନୋଖା ବନ୍ଧନ
୨୦୦୨–୨୦୦୩ କୁଛ୍ ଝୁକି ପଲକେଁ
୨୦୦୪ ହାତୀମ୍ ଗ୍ରାଣ୍ଡ୍ ବିଜିଏର୍
୨୦୦୪–୨୦୦୭ କେସର ପୋଲିସ କମିଶନର୍ ଅର୍ଜୁନ ଗିଲ୍
୨୦୦୪–୨୦୦୫ ସ୍ପେଶିଆଲ୍ ସ୍କାର୍ଡ଼ ଅବ୍ବାସ "ବକ୍ସର" ଅଲୀ
୨୦୦୫–୨୦୦୭ ସିନ୍ଦୂର ତେରେ ନାମ କା ରାଜନ
୨୦୦୬ ଏଫ୍.ଆଇ.ଆର୍. ହନୁମାନ ପ୍ରସାଦ ପାଣ୍ଡେ ୨ଟି ଅଧ୍ୟାୟ
୨୦୦୮–୨୦୧୦ କଭି ସାସ୍ କଭି ବହୂ ବିରେନ୍ଦ୍ର "ବୀରୁ" ଅୱସ୍ତି
୨୦୧୦ ନହ୍ନି ସି ମେରି ଲାଡ଼ଲି
୨୦୧୧ ସୂର୍ଯ୍ୟ: ଦି ସୁପର୍ କପ୍
୨୦୧୩ ଘର ଆଜା ପଡ଼ୋଶୀ ମାଧବ ମିଶ୍ର
ନାଦାନିଆଁ ନମନ୍ "ନନ୍ଦୁ" ବର୍ମା
୨୦୧୪ ଅଦାଲତ ଆଡଭୋକେଟ୍ ମନୋଜ କୁମାର ୬ଟି ଅଧ୍ୟାୟ
୨୦୧୫ ତେରେ ଶେହେର୍ ମେଁ ହରି ଭରଦ୍ୱାଜ
ତେଡ଼ି ମେଡ଼ି ଫ୍ୟାମିଲି ବିବେକ ଖୁରାନା
୨୦୧୭–୨୦୧୮ ବାଣୀ ରାଣୀ ଅଜୟ କୁମାର ଅଗ୍ନିହୋତ୍ରୀ
୨୦୧୮ ବେପନ୍ନାଃ ୱାସୀମ୍ ସିଦ୍ଦିକି
୨୦୨୦ ଲାଲ୍ ଇସ୍କ ଅଧ୍ୟାୟ ୨୦୯: ଗୃହ ପ୍ରବେଶ
ପିଞ୍ଜରା ଖୁବସୁରତି କା ଅଖିଳେଶ ଦୁବେ
୨୦୨୧–୨୦୨୨ ବିଦ୍ରୋହୀ ଚରଣ ପଟ୍ଟନାୟକ
୨୦୨୨–୨୦୨୩ ଶେର୍‌ଦିଲ୍ ଶେର୍‌ଗିଲ୍ ଅଜିତ ଶେର୍ଗିଲ୍
୨୦୨୩ ବାଗିନ୍

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୧ ମୁକ୍ତ
୨୦୦୯ ୩୪୦ ବୁର୍ଜି
୨୦୧୦ ଇଟ୍ ଇଜ୍ ଏ ମ୍ୟାନ୍ସ ୱାଲ୍ଡ ଅତିଥି କଳାକାର

ଆଧାର

ବାହାର ଲିଙ୍କ୍

Tags:

ଇକବାଲ ଆଜାଦ ଅଭିନୟ ଜୀବନଇକବାଲ ଆଜାଦ ଆଧାରଇକବାଲ ଆଜାଦ ବାହାର ଲିଙ୍କ୍ଇକବାଲ ଆଜାଦ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ କବି ମାନଙ୍କର ତାଲିକାତରଳ ଝାଡ଼ାକମ୍ପ୍ୟୁଟର କିବୋର୍ଡ଼ଗୋଲୋକ ବିହାରୀ ଧଳମୁକ୍ତ ମଣ୍ଡପଜଗନ୍ନାଥଙ୍କ ଧୂପରାମ ନବମୀଉପେନ୍ଦ୍ର ଭଞ୍ଜନିଉ ୟର୍କହରେକୃଷ୍ଣ ମହତାବସୌଭାଗ୍ୟ କୁମାର ମିଶ୍ରଓଡ଼ିଆ ସାହିତ୍ୟପଙ୍କଜ ଚରଣ ଦାସନବକୃଷ୍ଣ ଚୌଧୁରୀବୁଢ଼ୀ ଠାକୁରାଣୀ ଯାତ୍ରାଉତ୍କଳ ରତ୍ନ ସମ୍ମାନହୃଷୀକେଶ ମଲ୍ଲିକ୧୯୬୨ଆମାତେରାଶୁଭଗବତ ଗୀତାରାଶି ଓ ନକ୍ଷତ୍ରଲିଙ୍ଗରାଜ ମନ୍ଦିରଭକ୍ତ ଚରଣ ଦାସକଳାପାହାଡ଼ସୁରେନ୍ଦ୍ର ମହାନ୍ତିମିଖାଇଲ ଗୋର୍ବାଚୋଭଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଚାନ୍ଦୁଆକେଟି ବଉମ୍ୟାନଧର୍ମଧଳା ଶାଙ୍କୁଚବି. ଆର. ଆମ୍ବେଦକରକନକ ମଞ୍ଜରୀ ମହାପାତ୍ରଡୋରଏମୋନତିଳକସୀତାକାନ୍ତ ମହାପାତ୍ରରାଧାମୋହନ ଗଡ଼ନାୟକଓଡ଼ିଶାର ଲୋକନୃତ୍ୟସତ୍ୟନାରାୟଣ ରାଜଗୁରୁବର କୋଳିସିନ୍ଧୁ ନଦୀଯୀଶୁକଦଳୀଗ୍ରହଭିତରକନିକା ଜାତୀୟ ଉଦ୍ୟାନସାବିତ୍ରୀ ଓଷାସଙ୍କୀର୍ତ୍ତନକୋଷାଙ୍ଗଆମ୍ବେଦକର ଜୟନ୍ତୀଗୋଦାବରୀଶ ମହାପାତ୍ରଫୁସଫୁସଚିଲିକା ହ୍ରଦଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଓଡ଼ିଆ ଭ୍ରମଣ ସାହିତ୍ୟଫେସବୁକକେନିଆଦହିବରାବାଘଓଡ଼ିଆ ରାମାୟଣପଣା ସଂକ୍ରାନ୍ତିଜଳନ୍ଧର ଦେବଆଲୋଚନା୨୧ରଥଯାତ୍ରାଆଲ୍‌କା ୟାଗ୍ନିକ୍‌କପିଳେନ୍ଦ୍ର ଦେବତ୍ରିଲୋଚନ କାନୁନଗୋଏକକୋଷୀ ଜୀବ🡆 More