ଆଣ୍ଡ୍ରିଆ ଡି'ସୋଜା: ଭାରତୀୟ ଅଭିନେତ୍ରୀ

ଆଣ୍ଡ୍ରିଆ ଡି’ସୁଜା (ଅନ୍ୟନାମ: ରିଆ ଡି'ସୁଜା) ଦୁବାଇରେ ଜନ୍ମିତ ଜଣେ ଭାରତୀୟ ଅଭିନେତ୍ରୀ ଓ ଦୂରଦର୍ଶନ ଉପସ୍ଥାପିକା । ସେ ଜୀ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଜି କନେକ୍ଟ ପାଇଁ ଜଣେ ଉପସ୍ଥାପିକା ଭାବରେ ସେ କାର୍ଯ୍ୟ କରିଥିଲେ । ସେ ହିନ୍ଦୀ ଓ ମାଲାୟଲମ ଭାଷାର କଥାଚିତ୍ରରେ ଅଭିନୟ କରିବା ସହିତ କିଛି ଭାରତୀୟ ଓ ପାକିସ୍ତାନୀ ଧରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।

ଅଭିନୀତ କଥାଚିତ୍ର

  • ନିରେଲ୍ - ନିଜେ
  • କ୍ୟାସନୋଭା - ମାରିଆମ୍ ଥୋମାସ୍
  • କାମସୁତ୍ର ୩ଡି - ଆରବର ରାଣୀ
  • ସିକ୍ସ- ଏକ୍ସ - କାମିନୀ

ଦୂରଦର୍ଶନ

  • ଜି ଟିଭି, ଜି କନେକ୍ଟ - ଭିଜେ ଆଣ୍ଡ୍ରିଆ, ସିଜନ୍ ୧-୩
  • ମାଟି, ପାକିସ୍ତାନୀ ଧାରାବାହିକ - ମାୟା, ଇଣ୍ଡସ୍ ଟିଭିରେ
  • କିସ୍ମତ କି ବାତ୍ - ସନ୍ଦୀପ କୋଚରଙ୍କ ସାଥୀ, ଜି ହିନ୍ଦୁସ୍ତାନ

ଆଧାର

ବାହାର ଲିଙ୍କ୍

Tags:

ଆଣ୍ଡ୍ରିଆ ଡି'ସୋଜା ଅଭିନୀତ କଥାଚିତ୍ରଆଣ୍ଡ୍ରିଆ ଡି'ସୋଜା ଦୂରଦର୍ଶନଆଣ୍ଡ୍ରିଆ ଡି'ସୋଜା ଆଧାରଆଣ୍ଡ୍ରିଆ ଡି'ସୋଜା ବାହାର ଲିଙ୍କ୍ଆଣ୍ଡ୍ରିଆ ଡି'ସୋଜା

🔥 Trending searches on Wiki ଓଡ଼ିଆ:

ମୁକ୍ତିକାନ୍ତ ମଣ୍ଡଳଟାହିଆଲାଗି ବେଶଆଣ୍ଡାମାନ ସାଗରଓଡ଼ିଆ କାବ୍ୟ କବିତାପାଇକ ଆଖଡ଼ାମୌଳିକ ସଂଖ୍ୟାଗୋପୀନାଥ ମହାନ୍ତିମନୋଜ ଦାସଙ୍କ କଥା ଓ କାହାଣୀସମର ସଲିମ ସାଇମନବାମାଚରଣ ମିତ୍ରବିନୋଦ ଚନ୍ଦ୍ର ନାୟକମୟୂରଭଞ୍ଜ ଜିଲ୍ଲାଦେବସ୍ନାନ ପୂର୍ଣ୍ଣିମାଛତୁ ତରକାରୀଧରିତ୍ରୀ (ଖବରକାଗଜ)ଶୀତଳ ଷଷ୍ଠୀ ଯାତ୍ରାଓ ଅନ୍ଧଗଳିଶ୍ରବଣ ( ରାମାୟଣ ର ଚରିତ୍ର )ଶେୟାର ବଜାରତପନ କୁମାର ପ୍ରଧାନଯୌନ ଉତ୍ପୀଡ଼ନଯକୃତଫକୀର ମୋହନ ସେନାପତିବ୍ରାହ୍ମ ସମାଜବୈଶାଖଗଡ଼ଜାତ କୃଷକଉତ୍କଳ ବିଶ୍ୱବିଦ୍ୟାଳୟବିଦ୍ୟୁତପ୍ରଭା ଦେବୀନବୀନ ପଟ୍ଟନାୟକପ୍ରେମଶାସ୍ତି (ଓଡ଼ିଆ କଥାଚିତ୍ର)ଛାୟାପଥଅଚ୍ୟୁତ ଗୋକୁଳ ନାୟକରାଜକିଶୋର ପଟ୍ଟନାୟକଆଖିବନ୍ୟାଗୋଦର ରୋଗମହେନ୍ଦ୍ର ସିଂହ ଧୋନିଭଣ୍ଡ ଗଣେଶମହାତ୍ମା ଗାନ୍ଧୀ୩୦ ଅପ୍ରେଲଓଡ଼ିଶା ପ୍ରିମିଅର ଲିଗଯୌନ ସମ୍ଭୋଗସୁଭାଷ ଚନ୍ଦ୍ର ବୋଷପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରାଧାମୋହନ ଗଡ଼ନାୟକରାଜେନ୍ଦ୍ର କିଶୋର ପଣ୍ଡାଗାଲୁଆଗୋଦାବରୀଶ ମହାପାତ୍ର୧ (ସଂଖ୍ୟା)ବୈକୁଣ୍ଠନାଥ ପଟ୍ଟନାୟକଗୋପାଳ ଚନ୍ଦ୍ର ପ୍ରହରାଜହମିଦା ବାନୁ ବେଗମହୃଷୀକେଶ ମଲ୍ଲିକଗର୍ଭାଶୟ ଅନ୍ତଃସ୍ତର କର୍କଟଉଇକିଅଭିଧାନଘରଗୌରୀଶଙ୍କର ରାୟକାଳିଚରଣ ପଟ୍ଟନାୟକବରଗଛଖିଲିପାନଫାଇଲେରିଆରାମ ନବମୀଶବ୍ଦ (ପଦ)ନେମାଳରାଣୀ ଲକ୍ଷ୍ମୀବାଈଚିଲିକା (କବିତା)ଶ୍ରୀତମ ଦାସସ୍ୱର ବର୍ଣ୍ଣ🡆 More