ଅକ୍ଷୟ କୁମାର ଗମାଙ୍ଗ: ଓଡ଼ିଆ ରାଜନୀତିଜ୍ଞ

ଅକ୍ଷୟ କୁମାର ଗମାଙ୍ଗ (୧୨ ଡିସେମ୍ବର ୧୯୬୬ - ୨୧ ଅପ୍ରେଲ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଅକ୍ଷୟ କୁମାର ଗମାଙ୍ଗ
ଅକ୍ଷୟ କୁମାର ଗମାଙ୍ଗ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୧ ଅପ୍ରେଲ ୧୯୯୫
ପୂର୍ବ ଅଧିକାରୀଶବର ଡୁମ୍ବା
ପର ଅଧିକାରୀନରସିଂହ ପାତ୍ର
ନିର୍ବାଚନ ମଣ୍ଡଳୀଗୁଣୁପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1966-12-12)୧୨ ଡିସେମ୍ବର ୧୯୬୬
ମୃତ୍ୟୁ୨୧ ଅପ୍ରେଲ ୧୯୯୫(1995-04-21) (ବୟସ ୨୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅମି ପିଦିକା
ସନ୍ତାନ
ବାପା/ବୋଉପୁଞ୍ଜୁରୀ ବିଶି ମାଝୀ ପିଦିକା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଅକ୍ଷୟ କୁମାର ଗମାଙ୍ଗ ୧୯୬୬ ମସିହାର ଡିସେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୁଞ୍ଜୁରୀ ବିଶି ମାଝୀ ପିଦିକା ଓ ପତ୍ନୀଙ୍କ ନାମ ଅମି ପିଦିକା ।

ରାଜନୈତିକ ଜୀବନ

ଅକ୍ଷୟ କୁମାର ଗମାଙ୍ଗ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଅକ୍ଷୟ କୁମାର ଗମାଙ୍ଗ ୧୯୯୬ ମସିହାର ମାର୍ଚ୍ଚ ୫ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୨୮ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ଅକ୍ଷୟ କୁମାର ଗମାଙ୍ଗ ଜନ୍ମ, ପରିବାର ଓ ଶିକ୍ଷାଅକ୍ଷୟ କୁମାର ଗମାଙ୍ଗ ରାଜନୈତିକ ଜୀବନଅକ୍ଷୟ କୁମାର ଗମାଙ୍ଗ ମୃତ୍ୟୁଅକ୍ଷୟ କୁମାର ଗମାଙ୍ଗ ଆଧାରଅକ୍ଷୟ କୁମାର ଗମାଙ୍ଗଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଅଗ୍ନ୍ୟାଶୟ ଅକ୍ଷମତାମହାପ୍ରସାଦଲେସଲି କ୍ଲାଉଡିଅସଭାନୁଜୀ ରାଓଓଡ଼ିଆ କାବ୍ୟ କବିତାଭକ୍ତ ଚରଣ ଦାସଜୟୀରାମ ସାମଲମହାଭାରତକ୍ୟୁବାଜୀବନସାଥୀସତୀ (ହିନ୍ଦୁ ଦେବୀ)ପଞ୍ଜାବୀ ଭାଷା୨୦୨୦ ଗ୍ରୀଷ୍ମକାଳୀନ ଅଲମ୍ପିକସୀତାକାନ୍ତ ମହାପାତ୍ରକଳାକଳେବର ଚଉତିଶାବାସନ୍ତୀଓଡ଼ିଆ କଥାଚିତ୍ର ଜଗତଆନ୍ତର୍ଜାତିକ ମହିଳା ଦିବସଚିନ୍ତାମଣି ମହାନ୍ତିମୁଖ୍ୟମନ୍ତ୍ରୀ (ଓଡ଼ିଆ କଥାଚିତ୍ର)ରଥଯାତ୍ରାନମିତା ଅଗ୍ରୱାଲସୁନୟନାଯୋଗଛତ୍ରପୁରଓଡ଼ିଶାର ପଞ୍ଚାୟତ ସମିତି ତାଲିକା୨୦୨୪ ଭାରତୀୟ ସାଧାରଣ ନିର୍ବାଚନଗୋଦାବରୀଶ ମହାପାତ୍ରତ୍ରିପୁରା ମିଶ୍ରଦିବ୍ୟସିଂହ ଦେବଅଶୋକ (ଗଛ)ଘରଗାର୍ଗୀ ମହାନ୍ତିକୋଷ୍ଠକାଠିନ୍ୟହିଙ୍ଗୁଳା ମନ୍ଦିରମୁସଲମାନସତ୍ୟବାଦୀ ବନ ବିଦ୍ୟାଳୟଶକ୍ତି ପୀଠଓଡ଼ିଶାର ଇତିହାସମାଗୁଣିର ଶଗଡ଼ (କଥାଚିତ୍ର)ଛ ମାଣ ଆଠ ଗୁଣ୍ଠ୧୯୯୪ଐଶ୍ୱର୍ଯ୍ୟା ରାୟ୮ ଅପ୍ରେଲ୧ (ସଂଖ୍ୟା)କୋରାପୁଟ ଜିଲ୍ଲାବ୍ରହ୍ମୋତ୍ରୀ ମହାନ୍ତିଉଇକିଖବରଉପନିଷଦଖାରବେଳଶ୍ରୀରାମ ପଣ୍ଡାଛବିଳ ମଧୁ ବର୍ଣ୍ଣବୋଧବଦ୍ରୀନାଥ ମନ୍ଦିରସୁଦାମ ମାରାଣ୍ଡିକପିଳେନ୍ଦ୍ର ଦେବକଟକକୋରାଖଇପଦାର୍ଥଜର୍ଜ କ୍ୟାଣ୍ଟରକରଣ (ଜାତି)ଆଇଚି ରାଜ୍ୟବିନୋଦ କାନୁନଗୋସଂଗୀତବିଶ୍ୱର ବ୍ୟସ୍ତତମ ବନ୍ଦରଶୈଳଭାମା ମହାପାତ୍ରଭାଷାଇରାକ🡆 More