ଲିଆ

ଲିଆ (ବା ଖଇ)ଧାନକୁ ଭାଜି ସେଥିରୁ ତିଆରି କରାଯାଉଥିବା ଏକ ପ୍ରକାର ଖାଦ୍ୟ ।) ଏହା ଓଡ଼ିଶାରେ ମୁଖ୍ୟତ ଖିଆହୁଏ । ଏହାକୁ ଖଇ ମଧ୍ୟ କୁହାଯାଇଥାଏ । ଏଥିରୁ ତିଆରି ଅନ୍ୟ ଏକ ଖାଦ୍ୟ ହେଲା ଉଖୁଡ଼ା ଯାହା ଲିଆରେ ଗୁଡ଼ ପାଗ ଦେଇ ତିଆରି କରାଯାଇଥାଏ । .ଚାଉଳକୁ ତତଲା ବାଲିରେ ଭାଜି ଏହା ତିଆରି କରାଯାଇଥାଏ । ଏଥିରେ ତରଳ ଓ ବହଳ ଗୁଡ଼ ପାଗ ଦେଇ ଉଖୁଡ଼ା ତିଆରି କରାଯାଇଥାଏ । ଲିଆରୁ ତିଆରି କୋରାଖଇ ଲିଙ୍ଗରାଜଙ୍କ ପାଖରେ ଭୋଗ ରୂପେ ଲାଗିଥାଏ ।

ଲିଆ
ଲିଆ
ବଡ଼ଦାଣ୍ଡରେ ମିଳୁଥିବା ଭୋଗ ଅର୍ପିତ ଖଇ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣଉଖୁଡ଼ା, କୋରାଖଇ, ଖଇ
ମୂଳ ଉପାଦାନଚାଉଳ

ଖଇଚଲା

ମାଟି ହାଣ୍ଡିରେ ବାଲିକୁ ଗରମ କରି ସେଥିରେ ଧାନକୁ ପକାଯାଏ, ତା'ପରେ ଧାନ ଫୁଟିଲା ପରେ ଲିଆ ବା ଖଇରେ ପରିଣତ ହୋଇଥାଏ । ସେ ଖଇରେ ଧାନ ଲାଗି ରହିଥାଏ,ସେହି ଧାନ ବା ତସୁ ଗୁଡ଼ିକୁ ଖଇରୁ ଅଲଗା କରିବା ପାଇଁ ଏକ ବାଉଁଶ ତିଆରି ପାତ୍ର ବ୍ୟବହାର କରାଯାଏ, ଯାହାର ନାମ ଖଇଚଲା ବା ଖଇଚଲା ଚାଲୁଣି । ବାଉଁଶ ପାତ ଗୁଡ଼ିକୁ ସାଇଜ କରି ବୁଣାକାରମାନେ ଏପରି ତିଆରି କରିଥାନ୍ତି ଯେପରି ତସୁଗୁଡ଼ିକ ତଲକୁ ଖସି ପଡ଼ିବ ଓ ଲିଆଗୁଡ଼ିକ ଅଲଗା ହୋଇ ରହିଯିବ । ବାଉଁଶ ପାତ ଗୁଡ଼ିକୁ ଛନ୍ଦି ବୁଣିଲା ବେଳେ ଛୋଟ ଛୋଟ ଫୋଡ଼ ରହିଥାଏ ଯେଉଁ ଛିଦ୍ର ଲିଆରୁ ତସୁ ଅଲଗା କରିବା ପାଇଁ ସାହାଯ୍ୟ କରେ ।

ଲିଆ 
ଚଲା ହୋଇ ବଛା ସରିବା ପରେ ଖଇ ।

ଆଧାର

Tags:

ଓଡ଼ିଶାକୋରାଖଇଚାଉଳଲିଙ୍ଗରାଜ

🔥 Trending searches on Wiki ଓଡ଼ିଆ:

ଚକ୍ରଧର ବେହେରାଗୁଗଲଫୁଲଗୋପବନ୍ଧୁ ଦାସଭକ୍ତ ଚରଣ ଦାସରାମଚନ୍ଦ୍ର ମିଶ୍ରକାଳିନ୍ଦୀ ଚରଣ ପାଣିଗ୍ରାହୀଜର୍ଜ କ୍ୟାଣ୍ଟରବୁଧବାରଓଡ଼ିଆ ସାହିତ୍ୟକାଳୀଚରଣ ପଟ୍ଟନାୟକକବିସୂର୍ଯ୍ୟ ବଳଦେବ ରଥମନମୋହନ ସାମଲସେପ୍ଟେମ୍ବରରାଜନୀତି ବିଜ୍ଞାନଓଡ଼ିଶା ସରକାରଭଗବତୀ ଚରଣ ପାଣିଗ୍ରାହୀଜାଭା (ପ୍ରୋଗ୍ରାମିଂ ଭାଷା)ଅଂଶୁପା ହ୍ରଦଓଡ଼ିଶା ପ୍ରିମିଅର ଲିଗସଞ୍ଜୁ ଆଉ ସଞ୍ଜନାସଞ୍ଜୀବ କୁମାର ମଲ୍ଲିକସମ୍ବଲପୁର ଜିଲ୍ଲାରାଜ୍ୟ ସଭାଜଗନ୍ନାଥଙ୍କ ବେଶସୁନାଅଖିଳ ନାୟକବେଲନଟବର ସାମନ୍ତରାୟବିଷ୍ଣୁତାଳଚେରଚନ୍ଦନ ବୋଡ଼ାଅଲାରନାଥ ମନ୍ଦିରଚିତ୍ତରଞ୍ଜନ ଦାସଭୁବନେଶ୍ୱର ବେହେରାରଣା ସାପଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟକାଜୁଚନ୍ଦ୍ରଶେଖର ଆଜାଦରେବତୀ (କ୍ଷୁଦ୍ରଗଳ୍ପ)ଗାର୍ଗୀ ମହାନ୍ତିଦାସକାଠିଆ୪ ଅପ୍ରେଲମ୍ୟାଲେରିଆରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଲମ୍ବିଆଓଡ଼ିଶାବିରଜା ମନ୍ଦିରପୁରୀମୋରୋକ୍କୋରାଷ୍ଟ୍ରପତି ଭବନଉତ୍କଳକୋଣାର୍କ ସୂର୍ଯ୍ୟ ମନ୍ଦିରଗଣେଶ୍ୱର ବେହେରାହନୁମାନ ଜୟନ୍ତୀଭାରତଦୁର୍ଗାନମିତା ଅଗ୍ରୱାଲବୋବ୍ୱିଲିଭାରତ ସରକାରବି. ଆର. ଆମ୍ବେଦକରଗୌତମ ବୁଦ୍ଧଜଳ ପ୍ରଦୂଷଣବାଜି ରାଉତ🡆 More