ମହମ୍ମଦ ଅଜିଜ: ଭାରତୀୟ ଗାୟକ

ମହମ୍ମଦ ଅଜିଜ (୨ ଜୁଲାଇ ୧୯୫୪ – ୨୭ ନଭେମ୍ବର ୨୦୧୮) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ପ୍ରଛଦପଟ ଗାୟକ ଥିଲେ । ମୁଁ ପରଦେଶୀ ଚଢ଼େଇ, ମନର ଦେଶରେ ପ୍ରେମର ସହର, ମନ ମୋର ଏକ କାଗଜର ନାଆ ଆଦି ଲୋକପ୍ରିୟ ଗୀତରେ ସେ କଣ୍ଠଦାନ କରିଥିଲେ । ରୂପା ଶଗଡ଼ିରେ ସୁନା କନିଆ ଥିଲା ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଗୀତ । ଓଡ଼ିଆ ବ୍ୟତିତ ସେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରପାଇଁ ମଧ୍ୟ କଣ୍ଠଦାନ କରିଥିଲେ ।

ମହମ୍ମଦ ଅଜିଜ
ମହମ୍ମଦ ଅଜିଜ: ଜୀବନୀ, ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ, ଆଧାର
ଜନ୍ମ
ସୟଦ ମହମ୍ମଦ ଅଜିଜ ଉନ୍‌ ନବୀ

(1954-07-02)୨ ଜୁଲାଇ ୧୯୫୪
ଅଶୋକନଗର, ଉତ୍ତର ୨୪ ପ୍ରଗଣା,ପଶ୍ଚିମ ବଙ୍ଗ
ମୃତ୍ୟୁ୨୭ ନଭେମ୍ବର ୨୦୧୮(2018-11-27) (ବୟସ ୬୪)
ଜାତୀୟତାମହମ୍ମଦ ଅଜିଜ: ଜୀବନୀ, ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ, ଆଧାର ଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ
ସନ୍ତାନସାନା

ଜୀବନୀ

ମହମ୍ମଦ ଅଜିଜଙ୍କର ପୁରାନାମ ଥିଲା ସୟଦ ମହମ୍ମଦ ଅଜିଜ ଉନ୍‌ ନବୀ । ସେ ୧୯୫୪ମସିହାରେ ପଶ୍ଚିମ ବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲା ଅନ୍ତର୍ଗତ ଅଶୋକନଗରଠାରେ ଜନ୍ମଗ୍ରହଣ କରିଥିଲେ । ସେ ମହମ୍ମଦ ରଫିଙ୍କୁ ନିଜର ଗୁରୁ ମାନୁଥିଲେ ଓ ତାଙ୍କରି ସଙ୍ଗୀତ ଅନୁସରଣ କରୁଥିଲେ । ବଙ୍ଗଳା ଚଳଚ୍ଚିତ୍ର "ଜ୍ୟୋତି"ରୁ ସେ ପ୍ରଚ୍ଚଦପଟ୍ଟ ଗାୟନ ଆରମ୍ଭ କରିଥିଲେ । ୧୯୮୪ ମସିହାରେ ଚଳଚ୍ଚିତ୍ର "ଅମ୍ବର"ଥିଲା ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର । "ମର୍ଦ୍ଦ" ଚଳଚ୍ଚିତ୍ରର ଗୀତ "ମେଁ ମର୍ଦ୍ଦ ଟାଙ୍ଗେୱାଲା" ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା । ପରେ ସେ ବହୁ ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୮୫ ମସିହାର ଓଡ଼ିଆ ଚଳଚ୍ଚିତ୍ର ଜଗା ହାତରେ ପଘାରୁ ସେ ଓଡ଼ିଆ ଗୀତ ଗାଇବା ଆରମ୍ଭ କରିଥିଲେ । ଭଜନ, ଜଣାଣ, ଆଧୁନିକ ଓ ଚଳଚ୍ଚିତ୍ର ଗୀତ ସବୁପ୍ରକାର ଓଡ଼ିଆ ଗୀତ ସେ ଗାଇଥିଲେ ।

୨୦୧୮ ମସିହା ନଭେମ୍ବର ୨୭ତାରିଖରେ ମୁମ୍ବାଇର ନାନାବତୀ ହାସାପାତାଲରେ ତାଙ୍କର ପରଲୋକ ଘଟିଥିଲା ।

ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ

ମହମ୍ମଦ ଅଜିଜ ଗାଇଥିବା ପ୍ରମୁଖ ଓଡ଼ିଆ ଚଳଚ୍ଚିତ୍ର ଥିଲା :

ଆଧାର

ବାହାର ଆଧାର

Tags:

ମହମ୍ମଦ ଅଜିଜ ଜୀବନୀମହମ୍ମଦ ଅଜିଜ ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନମହମ୍ମଦ ଅଜିଜ ଆଧାରମହମ୍ମଦ ଅଜିଜ ବାହାର ଆଧାରମହମ୍ମଦ ଅଜିଜଓଡ଼ିଆ ଭାଷାଓଡ଼ିଆ ସିନେମା

🔥 Trending searches on Wiki ଓଡ଼ିଆ:

ବୁଧବାରଗଜପତି ମହାରାଜାମୁକୁନ୍ଦ ଦେବଗୀତା ଦାଶଚେତନ ଭଗତଡାଲଖାଇଖାଦ୍ୟଆକବର୧୨୮୫ନୀଳକଣ୍ଠ ଦାସଦୀପାବଳୀମହେଶ୍ୱର ମହାନ୍ତିଅଟିଜିମ୍‌ବୀଣାପାଣି ମହାନ୍ତିଉଇକିବିଦ୍ୟାଳୟପୁରାଣ୧୪୯୯ବୈଶାଖଇଲୋପେରିଡୋନହନୁମାନ ଚାଳିଶା୧୩୮୪ଅହିରାଜଆଣ୍ଡ୍ରଏଡ଼ଭୂଗୋଳବନ୍ଦେ ଉତ୍କଳ ଜନନୀଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ହନୁମାନଓଡ଼ିଆ ଭାଷା ଆନ୍ଦୋଳନବ୍ରାହ୍ମ ସମାଜଏଚଆଇଭି/ଏଡସଖୋର୍ଦ୍ଧା ଜିଲ୍ଲାଭୀମ ପୃଷ୍ଟିକପିଳାସ ଶିବ ମନ୍ଦିରଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସହରେକୃଷ୍ଣ ମହତାବଗୁଜରାଟରବି ସିଂମାଟିବିରାଡ଼ି ସାପବାଜି ରାଉତସିପ୍ରା ମଲ୍ଲିକସକ୍ରେଟିସଚାଉଳଗୁରୁ ପ୍ରସାଦ ମହାନ୍ତିowc63୧୬ଶ ଲୋକ ସଭାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନସୋନାକ୍ଷୀ ସିହ୍ନାଗୋପୀନାଥ ମହାନ୍ତିଶିବ ଶଙ୍କର ସାହାଣୀକଳାହାଣ୍ଡି ଜିଲ୍ଲାଉଗ୍ର ତାରା ମନ୍ଦିରରାମଶଙ୍କର ରାୟଜହ୍ନିଓଷାମର୍ଦ୍ଦଳଚନ୍ଦ୍ରଯାନ-୧ମେଧା ପାଟକରଆମ୍ବେଦକର ଜୟନ୍ତୀବିଜୁ ପଟ୍ଟନାୟକଚନ୍ଦ୍ରଶେଖର ନନ୍ଦ (ନାଟ୍ୟକାର)୫ ମାର୍ଚ୍ଚମେଲାଟୋନିନ୪ ମାର୍ଚ୍ଚପାରଦମହାଦେଶ୨୭ ମାର୍ଚ୍ଚ୧୬୯୫🡆 More