ମନ ମ୍ୟୁଜିଅମ୍: ୨୦୨୩ ଓଡ଼ିଆ କଥାଚିତ୍ର

ମନ ମ୍ୟୁଜିଅମ୍ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଙ୍ଗୀତା ମହାନ୍ତି । ରଶ୍ମିରେଖା ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲ ଏବଂ ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଧୃବାନନ୍ଦ ପଣ୍ଡା । ସଙ୍ଗୀତକାର ଶରତ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମନ ମ୍ୟୁଜିଅମ୍
ନିର୍ଦ୍ଦେଶକଧୃବାନନ୍ଦ ପଣ୍ଡା
ପ୍ରଯୋଜକସଙ୍ଗୀତା ମହାନ୍ତି
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କାହାଣୀରଶ୍ମିରେଖା ପଣ୍ଡା
କଳାକାରନିହାର ନାୟକ
ସାୟଲ ମୁଖାର୍ଜୀ
ସୂର୍ଯ୍ୟମୟୀ ମହାପାତ୍ର
ପ୍ରଶାନ୍ତ ପାତ୍ର
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣଲିଟୁ ଓ ଜିତୁ
ସମ୍ପାଦକସୁକୁମାର ମଣି
Production
company
ସଙ୍ଗୀତ ମୋସନ୍ ପିକ୍ଚର୍ସ୍
ବିତରକଆଇନକ୍ସ
ମୁକ୍ତିଲାଭ ତାରିଖ
୨୪ ମାର୍ଚ୍ଚ ୨୦୨୩
ଦେଶମନ ମ୍ୟୁଜିଅମ୍: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିହାର ନାୟକ ଓ ଉପାସନା ଭଦ୍ରା ମହାନ୍ତି । ସାୟଲ ମୁଖାର୍ଜୀ, ସୂର୍ଯ୍ୟମୟୀ ମହାପାତ୍ର, ପ୍ରଶାନ୍ତ ପାତ୍ର, ଅନିମେଶ ଘୋଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୨୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

  • ନିହାର ନାୟକ
  • ଉପାସନା ଭଦ୍ରା ମହାନ୍ତି
  • ସାୟଲ ମୁଖାର୍ଜୀ
  • ସୂର୍ଯ୍ୟମୟୀ ମହାପାତ୍ର
  • ପ୍ରଶାନ୍ତ ପାତ୍ର
  • ଅନିମେଶ ଘୋଷ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ଗୀତିକାର ବିଜୟ ମଲ୍ଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ, ଶରତ ନାୟକ, ସୋହିନୀ, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରଟିର ଗୀତଗୁଡ଼ିକ ୧୧ ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିଥିଲା । କଥାଚିତ୍ରଟିର ସାତଟି ଗୀତ ଥିଲା ।

ଗୀତ

କ୍ରମଗୀତଗାୟକସମୟ
1."କିଏ ସେ"ଶଶାଙ୍କ ଶେଖର 
2."ଆରେ ମେଘ"ଅନ୍ତରା ଚକ୍ରବର୍ତ୍ତୀ 
3."ନିଦ ଭାଙ୍ଗିଯାଏ (ପୁ)"ଶରତ ନାୟକ 
4."ଜୀବନର ନଈ (ସ୍ତ୍ରୀ)"ଅନ୍ତରା ଚକ୍ରବର୍ତ୍ତୀ 
5."ଇଚ୍ଛା ହୁଏ"ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ 
6."ନିଦ ଭାଙ୍ଗିଯାଏ (ସ୍ତ୍ରୀ)"ସୋହିନୀ 
7."ଜୀବନର ନଈ (ପୁ)"ବିଷ୍ଣୁ ମୋହନ କବି 

ଆଧାର

ବାହାର ଆଧାର

Tags:

ମନ ମ୍ୟୁଜିଅମ୍ ଅଭିନୟମନ ମ୍ୟୁଜିଅମ୍ କାହାଣୀମନ ମ୍ୟୁଜିଅମ୍ ଗୀତ ଏବଂ ସଙ୍ଗୀତମନ ମ୍ୟୁଜିଅମ୍ ଆଧାରମନ ମ୍ୟୁଜିଅମ୍ ବାହାର ଆଧାରମନ ମ୍ୟୁଜିଅମ୍

🔥 Trending searches on Wiki ଓଡ଼ିଆ:

ଜର୍ଜିଆଓଡ଼ିଆ ଭାଗବତମନମୋହନ ସାମଲଧନୁଯାତ୍ରାଅନନ୍ତ ପଟ୍ଟନାୟକଗୁରୁଆପଲ ଇନକର୍ପୋରେଟେଡ୧୪୪୯ପାଦର ଗଣ୍ଠିବି. ଆର. ଆମ୍ବେଦକରଜ୍ୟାମିତିଯୁକ୍ତରାଜ୍ୟରାଜ୍ୟ ସଭାଦୟାନନ୍ଦ ସରସ୍ୱତୀନହୁଷ୧୫୮୧୧୯୬୨ଗ୍ରହମହେନ୍ଦ୍ର ସିଂହ ଧୋନିଆଣ୍ଡୋରାଗଞ୍ଜାମ ଜିଲ୍ଲାଦ୍ୱିତୀୟ ବିଶ୍ୱଯୁଦ୍ଧଫତୁରାନନ୍ଦଚୀନସବ୍ୟସାଚୀ ମିଶ୍ରମାନବ ମସ୍ତିଷ୍କପଖାଳଇରାନବିଜାଣ୍ଟିନୀୟ ସାମ୍ରାଜ୍ଯଥାଲାସେମିଆଜୟୀରାମ ସାମଲବଳରାମ ଦାସପରଝିଅ ଘର ଭାଙ୍ଗେନାଏଷ୍ଟୋନିଆଗୌତମ ବୁଦ୍ଧସିଲଡେନାଫିଲ୧୮୭୦ମାଂସର ବିଳାପArmeniaବିରାଟ କୋହଲୀଓଡ଼ିଶାଜେନନନିମୋନିଆଅଂଶୁଘାତପ୍ରଣବ ପ୍ରକାଶ ଦାସଉତ୍ତର କୋରିଆସାଧାରଣ ଆପେକ୍ଷିକ ତତ୍ତ୍ୱ୦ (ସଂଖ୍ୟା)ବଂଶୀନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦଅଷ୍ଟ୍ରେଲିଆ (ମହାଦେଶ)ଭାରତର ଜାତୀୟ ପତାକାହିନ୍ଦୀଫାରୋ ଦ୍ଵୀପପୁଞ୍ଜଶିବଭାରତୀୟ ମହିଳା୧୧୫୨ଆକ୍ରାପ୍ରତୀକ୍ଷାଶକୁନି (ମହାଭାରତ)ଭାରତୀୟ ମୁଦ୍ରାବୌଦ୍ଧ ଧର୍ମ୧୪୩୪ଲୋମୁଷ୍ଟାଇନପ୍ରଦୀପ କୁମାର ମାଝୀଉଇକିପାଠାଗାରପେରିକାର୍ଡ଼ାଇଟିସଜ୍ୱରଭାରତୀୟ ସ୍ୱାଧୀନତା ଆନ୍ଦୋଳନ🡆 More