ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର

ଭୃଙ୍ଗେଶ୍ୱର ଶିବ ମନ୍ଦିର, ଭାରତର ଓଡ଼ିଶା ରାଜ୍ୟର ରାଜଧାନୀ ଭୁବନେଶ୍ୱର ସନ୍ନିକଟ ଧଉଳି ପାହାଡ଼ ତଳ ଓ ଦୟା ନଦୀ ତଟ ନିକଟରେ ଅବସ୍ଥିତ ଏକ ଶିବ ମନ୍ଦିର । ମନ୍ଦିରଟି ଈଷତ ଗେରୁଆ ରଙ୍ଗର ବାଲିପଥରରେ ନିର୍ମିତ । ଏହି ମନ୍ଦିର ନିକଟରେ ଓଡ଼ିଶା ସରକାରଙ୍କ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ନିମ୍ମରୁ ଉପର ଯାଏ ପୁନରୁଦ୍ଧାର କରାଯାଇଥିଲା ।

ଭୃଙ୍ଗେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଶିବ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର is located in Odisha
ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର
Location in Orissa
ଭୌଗଳିକ ଅବସ୍ଥିତି20°11′34.38″N 85°50′9.92″E / 20.1928833°N 85.8360889°E / 20.1928833; 85.8360889
Architecture
Completed୮ମ ଶତାବ୍ଦୀ

ପୂର୍ବ ନାମ 

ଏହି ମନ୍ଦିରକୁ ପୂର୍ବରୁ ଭାଇରଙ୍ଗେଶ୍ୱର ବୋଲି କୁହାଯାଉଥିଲା । 

ତାତ୍ପର୍ଯ୍ୟ 

i) ଇତିହାସିକ ତାତ୍ପର୍ଯ୍ୟ : —

ii) ସଂସ୍କୃତିକ ତାତ୍ପର୍ଯ୍ୟ: ଏଠାରେ ଶିବରାତ୍ରି , କାର୍ତିକ ପୁର୍ଣିମା, ରଜ  ଇତ୍ୟାଦି ପାଳନ କରାଯାଇଥାଏ । 

iii) ସାମାଜିକ ତାତ୍ପର୍ଯ୍ୟ: ଏଠାରେ ବ୍ରତୋପନୟନ, ମୁଣ୍ଡନ, ବିବାହ ଆଦି ସାମାଜିକ କର୍ମାନୁଷ୍ଠାନ ହେଇଥାଏ ।   

iv) ସାଙ୍ଗଠନିକ ତାତ୍ପର୍ଯ୍ୟ : ଏହାର ପ୍ରାଙ୍ଗଣରେ ଗ୍ରାମ ସଭା ମଧ୍ୟ ହେଇଥାଏ । 

ମନ୍ଦିରର ବର୍ଣ୍ଣନା 

ଏହି ମନ୍ଦିରର ପୂର୍ବ ପଟରେ ଧଉଳି ପାହାଡ଼ ରହିବା ସହ ସନ୍ନିକଟରେ ଦୟା ନଦୀ ବହିଯାଏ । ମନ୍ଦିରର ମୁଖ ପଶ୍ଚିମ ଦିଗକୁ ରହିଥାଏ । 

ଆଧାର 

Tags:

ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର ପୂର୍ବ ନାମ ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର ତାତ୍ପର୍ଯ୍ୟ ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର ମନ୍ଦିରର ବର୍ଣ୍ଣନା ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର ଆଧାର ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱରଦୟା ନଦୀଧଉଳି

🔥 Trending searches on Wiki ଓଡ଼ିଆ:

ଦଶାବତାରକାରୁବାକୀ୩୦ ଅପ୍ରେଲବୁଢ଼ିଆଣୀଜୀବସାରଜଗନ୍ନାଥବ୍ରହ୍ମେଶ୍ୱର ମନ୍ଦିର, ଭୁବନେଶ୍ୱରହରଣ (ଗଣିତ)୧୯୦୦ରାଜେନ୍ଦ୍ର କିଶୋର ପଣ୍ଡାଚାଖି ଖୁଣ୍ଟିଆଆମ୍ବନିରଞ୍ଜନ ରାଉତପଦ୍ମ ଫୁଲପୂର୍ଣ୍ଣଚ୍ଛେଦପରଶମଣି (ଉପନ୍ୟାସ)ଓଡ଼ିଆ କବି ମାନଙ୍କର ତାଲିକାପାର୍କିନ୍‌ସନ୍ ରୋଗରାଜନୀତି ବିଜ୍ଞାନହେମନ୍ତ ଦାସକଳସା ଚଉତିଶାସଂଘମିତ୍ରା ମିଶ୍ରମେଦ ବହୁଳତାଭୁବନେଶ୍ୱରଖୋର୍ଦ୍ଧାହରେକୃଷ୍ଣ ମହତାବଚନ୍ଦନଲାଗି ବେଶଆଦି ଶଙ୍କରାଚାର୍ଯ୍ୟତାକଲାମାକାନ ମରୁଭୂମିହିପୋପୋଟାମସରାଧିକା ଚୌଧୁରୀବିଶ୍ୱ ପଶୁ ଦିବସକିଶୋର ଚନ୍ଦ୍ର ସିଂହ ଦେଓପ୍ରଥମ ବିଶ୍ୱଯୁଦ୍ଧପୂଜାରତ୍ନାକର ଚଇନିପଞ୍ଜାବୀ ପୋଷାକଅନନ୍ତ ନାରାୟଣ ସିଂହ ଦେଓଟାହିଆଓଡ଼ିଆ ଲିପିରାଜ୍ୟବାଲ୍ୟବିବାହଚାର୍ମି କୌରପଲଉବିବାହ୧୯୧୭ନୀଳକଣ୍ଠ ଦାସଗୋପୀନାଥ ମହାନ୍ତିବୃହସ୍ପତି (ଜ୍ୟୋତିଷ)ରାମଶଙ୍କର ରାୟତ୍ରିପୁନ୍ଦ୍ରାରଘୁନାଥ ମୁର୍ମୁନିତ୍ୟାନନ୍ଦ ମହାପାତ୍ରତାଜମହଲଗୋବିନ୍ଦ ତ୍ରିପାଠୀସୁରମା ପାଢ଼ୀଅମୃତ ଫଳଜନ ବୀମସଅର୍ଥଶାସ୍ତ୍ରଭାରତୀୟ ସମ୍ବିଧାନରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରତୃପ୍ତି ଦାସବିଭୂତି ପଟ୍ଟନାୟକପାନସୁଖ ସଂସାରସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରଓଡ଼ିଆ ଭ୍ରମଣ ସାହିତ୍ୟନବମୀହରେ କୃଷ୍ଣବଉଳଗେମ ଅଫ ଥ୍ରୋନ୍ସ🡆 More