ଭର୍ଟେପୋର୍ଫିନ

ଭର୍ଟେପୋର୍ଫିନ, ଭିସୁଡାଇନ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓଦା ରୂପକ ବୟସ ସମ୍ବନ୍ଧୀୟ ମାକୁଲାର ଡିଜେନେରେସନ୍ ଏବଂ ତୀବ୍ର ସମୀପ ଦୃଷ୍ଟି ଯୋଗୁ ହେଉଥିବା କୋରଏଡାଲ ନିଓଭାସ୍କୁଲାରାଇଜେସନର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ । ଏହାକୁ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ଏବଂ ସକ୍ରିୟ କରିବା ପାଇଁ ଲେଜର ବ୍ୟବହାର କରାଯାଏ | ଗୋଟିଏ ମାତ୍ରା ଔଷଧ ଦେବା ପରେ ଉଭୟ ଆଖିର ଚିକିତ୍ସା କରାଯାଇପାରେ ।

ଭର୍ଟେପୋର୍ଫିନ
ଭର୍ଟେପୋର୍ଫିନ
Clinical data
Trade namesVisudyne, others
AHFS/Drugs.commonograph
MedlinePlusa607060
data
Pregnancy
category
  • US: C (Risk not ruled out)
Routes of
administration
Intravenous
Legal status
Legal status
  • US: ℞-only
Identifiers
IUPAC name
  • 3-[(23S,24R)-14-ethenyl-5-(3-methoxy-3-oxopropyl)-22,23-bis(methoxycarbonyl)-4,10,15,24-tetramethyl-25,26,27,28-tetraazahexacyclo[16.6.1.13,6.18,11.113,16.019,24]octacosa-1,3,5,7,9,11(27),12,14,16,18(25),19,21-dodecaen-9-yl]propanoic acid
Chemical and physical data
FormulaC41H42N4O8
Molar mass୭୧୮.୮୧ g·mol−1
3D model (JSmol)
SMILES
  • COC(=O)CCC=1C(C)=C2C=C6N=C(C=C4NC(=CC3=NC(=CC=1N2)C(CCC(O)=O)=C3C)C(C=C)=C4C)C5=CC=C(C(=O)OC)[C@@H](C(=O)OC)[C@]56C
InChI
  • InChI=1S/C41H42N4O8/c1-9-23-20(2)29-17-34-27-13-10-26(39(49)52-7)38(40(50)53-8)41(27,5)35(45-34)19-30-22(4)25(12-15-37(48)51-6)33(44-30)18-32-24(11-14-36(46)47)21(3)28(43-32)16-31(23)42-29/h9-10,13,16-19,38,43,45H,1,11-12,14-15H2,2-8H3,(H,46,47)/b31-16-,33-18-,34-17-,35-19-/t38-,41+/m0/s1 checkY
  • Key:ZCQHFRFEJXRZDF-YWANUUMDSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ୍ ନେଇଥିବା ସ୍ଥାନରେ ଯନ୍ତ୍ରଣା ଏବଂ ଦୃଷ୍ଟି ପରିବର୍ତ୍ତନ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସ, ମୁଣ୍ଡବିନ୍ଧା, ଥକାପଣ ଏବଂ ଜ୍ୱର ହୋଇପାରେ । ତୀବ୍ର ପର୍ଫିରିଆ ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏହା ଏକ ବେଞ୍ଜୋପରଫିରିନ୍ ବ୍ୟୁତ୍ପନ୍ନ ଔଷଧ। ଥରେ ସକ୍ରିୟ ହୋଇଗଲେ ଏହା ସେହି ଅଞ୍ଚଳରେ ଅମ୍ଳଜାନ ଅଣୁ ସୃଷ୍ଟି କରେ ଯାହା ଅତ୍ୟଧିକ ରକ୍ତନଳୀ ମାନଙ୍କୁ ଅବରୋଧ କରିଥାଏ ।

୨୦୦୦ ମସିହାରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭର୍ଟେପୋର୍ଫିନ୍ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ଏକ ୧୫ ମିଗ୍ରା ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୮୫୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦୦ ଡଲାର ଅଟେ ।

ଆଧାର

Tags:

ମାକୁଲାର ଡିଜେନେରେସନସମୀପଦୃଷ୍ଟି

🔥 Trending searches on Wiki ଓଡ଼ିଆ:

ପାରଦନରେନ୍ଦ୍ର ମୋଦୀଓଡ଼ିଆ କାବ୍ୟ କବିତାପ୍ରାଣବନ୍ଧୁ କରମହାଦେଶଗୀତା ଦାଶହେପାଟାଇଟିସସରସ୍ୱତୀDebapriya Priyadarshi Chakraଦିଲୀପ ତିର୍କୀକୌଶଲ୍ୟା ବନ୍ଧପାଣିରାଜା ରାମମୋହନ ରାୟଦେଶବୀଜାଣୁଗୁଗଲ୨୭ ମାର୍ଚ୍ଚରମଣ ପ୍ରଭାବଭାରତ୧୯ ମାର୍ଚ୍ଚଋଷିଆଇମେଲDarifenacinସମ୍ବାଦଭାସ୍କୋ ଡା ଗାମାବ୍ରାହ୍ମଣୀ ନଦୀପରିବେଶ୧୭୦୧ମାଗୁଣିର ଶଗଡ଼ଆମ୍ବେଦକର ଜୟନ୍ତୀବଳରାମ ମିଶ୍ରଟୁକୁନି ସାହୁଭାରତୀୟ ମୁଦ୍ରାକାଳୀଚରଣ ପଟ୍ଟନାୟକ୪ ମାର୍ଚ୍ଚଇନ୍ଦ୍ରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଆଲୋକ-ବୈଦୁତିକ ପ୍ରଭାବଦଶାବତାର୧୯୮୯ବ୍ରାହ୍ମ ସମାଜଅଗଷ୍ଟସସାରଦା ଦେବୀ୧୮ ମାର୍ଚ୍ଚଉମେଶଚନ୍ଦ୍ର ସରକାରକରାଚୀଜଗନ୍ନାଥଙ୍କ ବେଶଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରାମାୟଣଶ୍ରୀତମ ଦାସ୧୫୫୨ପାଇକ ବିଦ୍ରୋହକାହ୍ନୁଚରଣ ମହାନ୍ତିବ୍ୟୋମକେଶ ରାୟଖାରବେଳରାଜେନ୍ଦ୍ର କିଶୋର ପଣ୍ଡାଅନୁଶ୍ରୀ (କନ୍ନଡ଼ ଅଭିନେତ୍ରୀ)ସୁରେନ୍ଦ୍ର ମହାନ୍ତି୭ ମାର୍ଚ୍ଚ୨୦ ଅଗଷ୍ଟ୧୬ଶ ଓଡ଼ିଶା ବିଧାନ ସଭାମନମୋହନ ସାମଲକଳାହାଣ୍ଡି (କବିତା)ଜହ୍ନିଓଷା🡆 More