ପ୍ଲେକାନାଟାଇଡ

ପ୍ଲେକାନାଟାଇଡ (ଇଂରାଜୀ ଭାଷାରେ Plecanatide), ଟ୍ରୁଲାନ୍ସ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଇଡିଓପାଥିକ କୋଷ୍ଠକାଠିନ୍ୟ (CIC) ଏବଂ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ଜନିତ କୋଷ୍ଠକାଠିନ୍ୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ ।

ପ୍ଲେକାନାଟାଇଡ
ପ୍ଲେକାନାଟାଇଡ
Clinical data
Trade namesTrulance
SynonymsSP-304
AHFS/Drugs.commonograph
data
Routes of
administration
By mouth
Legal status
Legal status
  • US: ℞-only
Chemical and physical data
FormulaC65H104N18O26S4
Molar mass୧,୬୮୧.୮୯ g·mol−1
3D model (JSmol)
SMILES
  • CC1C(=O)NC2CSSCC(C(=O)NC(C(=O)NC(C(=O)NC(CSSCC(NC(=O)CNC(=O)C(NC2=O)C(C)O)C(=O)NC(CC(C)C)C(=O)O)C(=O)NC(C(=O)NC(C(=O)NC(C(=O)N1)C(C)C)CC(=O)N)C(C)C)CC(C)C)CCC(=O)O)NC(=O)C(CCC(=O)O)NC(=O)C(CC(=O)O)NC(=O)C(CC(=O)N)N
InChI
  • InChI=1S/C65H104N18O26S4/c1-25(2)15-34-55(98)80-41-24-113-110-21-38(58(101)77-37(65(108)109)16-26(3)4)71-44(87)20-69-62(105)50(30(10)84)83-61(104)40(78-51(94)29(9)70-63(106)48(27(5)6)81-57(100)35(18-43(68)86)76-64(107)49(28(7)8)82-60(41)103)23-112-111-22-39(59(102)73-32(53(96)75-34)11-13-45(88)89)79-54(97)33(12-14-46(90)91)72-56(99)36(19-47(92)93)74-52(95)31(66)17-42(67)85/h25-41,48-50,84H,11-24,66H2,1-10H3,(H2,67,85)(H2,68,86)(H,69,105)(H,70,106)(H,71,87)(H,72,99)(H,73,102)(H,74,95)(H,75,96)(H,76,107)(H,77,101)(H,78,94)(H,79,97)(H,80,98)(H,81,100)(H,82,103)(H,83,104)(H,88,89)(H,90,91)(H,92,93)(H,108,109)/t29-,30+,31-,32-,33-,34-,35-,36-,37-,38-,39-,40-,41-,48-,49-,50-/m0/s1 ☒N
  • Key:NSPHQWLKCGGCQR-DLJDZFDSSA-N ☒N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ଅନ୍ତର୍ଭୁକ୍ତ । ପିଲାମାନଙ୍କରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଗୁଆନିଲେଟ୍ ସାଇକ୍ଲେଜ୍-ସି ସକ୍ରିୟ କରି କାମ କରେ ଯାହା ଯୋଗୁ ଅନ୍ତନଳୀରେ କ୍ଲୋରାଇଡ ଏବଂ ବାଇକାର୍ବୋନାଟ ନିଷ୍କାସିତ ହୋଇଥାଏ ।

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ଲେକାନାଟାଇଡ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ଏକ ମାସରେ ଏହା ପିଛା ପ୍ରାୟ ୪୭୦ ଡଲାର ଖର୍ଚ୍ଚ ହୁଏ ।

ଆଧାର

Tags:

ଇଂରାଜୀ ଭାଷାକୋଷ୍ଠକାଠିନ୍ୟ

🔥 Trending searches on Wiki ଓଡ଼ିଆ:

କୋଭିଡ-୧୯ମାଂସର ବିଳାପଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟମହେନ୍ଦ୍ର ସିଂହ ଧୋନିଇଲନ ମସ୍କସାରଳା ଦାସକିଶୋରୀ ଚରଣ ଦାସନଡ଼ିଆହିନ୍ଦୀମଣିଷରାଜେନ୍ଦ୍ର ନାରାୟଣ ସିଂହଦେଓନେପାଳଖଣ୍ଡଗିରି ମେଳାହାଇଦ୍ରାବାଦରାଶି ଓ ନକ୍ଷତ୍ରଜାଭାସ୍କ୍ରିପ୍ଟମହୁଲଚକ୍ରବର୍ତ୍ତୀ ରାଜଗୋପାଳାଚାରୀଇଂରାଜୀ ଭାଷାଇସଲାମ ଧର୍ମଶ୍ରୀ ଅରବିନ୍ଦଫୁସଫୁସଚୀନୀ କଲରାପତରିଆ ବାଘWikipediaପ୍ରଦୀପ କୁମାର ମାଝୀଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜନୀତି ବିଜ୍ଞାନଏଷ୍ଟୋନିଆଭାରତୀୟ ମୁଦ୍ରାସୁଦାମ ମାରାଣ୍ଡିକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉତ୍କଳ ସାହିତ୍ୟ ସମାଜଲକ୍ଷ୍ମୀକାନ୍ତ ମହାପାତ୍ରଫେସବୁକକାପୋସିସ ସାର୍କୋମାଉଇକିବିଦ୍ୟାଳୟନରେନ ପଲେଇଓଡ଼ିଶା ସରକାରମାଉସୀ ମା’ ମନ୍ଦିରଆପଲ ଇନକର୍ପୋରେଟେଡଭାରତୀୟ ଭୋଜନପାଦ ଭାତୁଡ଼ିଚେକ ରିପବ୍ଲିକବିଶ୍ୱ ଜଳ ଦିବସବିଶ୍ୱତାପନଖଣ୍ଡାୟତଅଷ୍ଟ୍ରେଲିଆ (ମହାଦେଶ)ବିବାହଗୋପାଳ କୃଷ୍ଣ ରଥ୧୯୯୩ହୋଲିଖୋର୍ଦ୍ଧାବୈଦେହୀଶ ବିଳାସପିତ୍ତାସ୍ମରୀଥାଇଲାଣ୍ଡପ୍ରତୀକ୍ଷାସୌଭାଗ୍ୟ କୁମାର ମିଶ୍ରହିନା ରବାନି ଖରନିମୋନିଆଗ୍ରାସନଳୀସେସିଲିଆ ପେଇନ-ଗାପୋସ୍ଚକିନଭକ୍ତ ଚରଣ ଦାସଇନଷ୍ଟାଗ୍ରାମଜ୍ଞାନପୀଠ ପୁରସ୍କାର୯୯୪ଦ୍ରୌପଦୀ ମୁର୍ମୁବଳରାମ ଦାସରାମାୟଣଜୟ ଜଗନ୍ନାଥଉମାଶଙ୍କର ମିଶ୍ର🡆 More