ବିଧାନ ସଭା ନିର୍ବାଚନ ମଣ୍ଡଳୀ ପିପିଲି

ପିପିଲି (କ୍ରମିକ ସଂଖ୍ୟା: ୧୧୦) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପିପିଲି (ବି), ପିପିଲି ବ୍ଳକ ଓ ଡେଲାଙ୍ଗ ବ୍ଳକ ।

ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୮,୭୩୯
ଜିଲ୍ଲା: ପୁରୀ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ପୁରୀ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ ମହାରଥୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କଠାରୁ ୩୩୪୭୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ ମହାରଥୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କଠାରୁ ୧୨,୫୦୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ପିପିଲି
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରଦୀପ ମହାରଥୀ ୭୪,୧୧୨ ୪୯.୧୪ -
କଂଗ୍ରେସ ଯୁଧିଷ୍ଠିର ସାମନ୍ତରାୟ ୬୧,୬୦୭ ୪୦.୮୫ -
ଭାଜପା ଅଜିତ ମଙ୍ଗରାଜ ୧୧,୧୩୮ ୭.୩୯ -
ସ୍ୱାଧୀନ ଶ୍ୟାମ ସୁନ୍ଦର ଛୋଟରାୟ ୧,୯୯୮ ୧.୩୨ -
ସିପିଆଇ(ମାଲେ) ଲିବରେସନ ଅଶୋକ ପ୍ରଧାନ ୧,୩୮୬ ୦.୯୨ -
ସପା ସୁଦର୍ଶନ ପ୍ରଧାନ ୫୬୮ ୦.୩୮ -
ଭୋଟ ବ୍ୟବଧାନ ୧୨,୫୦୫ ୮.୨୯* -
ମତଦାନ ହାର ୧,୫୦,୮୦୯ ୭୩.୪୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ପିପିଲି ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ପିପିଲି ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ପିପିଲି ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ପିପିଲି ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ପିପିଲିଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାପିପିଲିପୁରୀ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ବେଲବାହୁଡ଼ା ଯାତ୍ରାଲାଜକୁଳୀ ଲତାମାଳିକାଉତ୍ତର ପ୍ରଦେଶଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ରାଜଧାନୀ ତାଲିକାଶୈଳଭାମା ମହାପାତ୍ରସୀତା ବିବାହଜଗତସିଂହପୁର ଜିଲ୍ଲାକ୍ୟୁ. ଆର. କୋଡ଼ଉତ୍ତମ ମହାନ୍ତିନିମୋନିଆ୨୯ ମାର୍ଚ୍ଚଅଶୋକ (ଗଛ)ସୀତାପଟ୍ଟଚିତ୍ରଦୀନକୃଷ୍ଣ ଦାସମହାପାତ୍ର ନୀଳମଣି ସାହୁଝାରସୁଗୁଡ଼ାଓଡ଼ିଶୀଢେଙ୍କାନାଳପ୍ରଦୀପ କୁମାର ପାଣିଗ୍ରାହୀଦାସିଆ ବାଉରୀଜାପାନୀ ଭାଷାଓଡ଼ିଶାର ଲୋକନୃତ୍ୟମହାଦେଶପରିବେଶମଣିଷଓଡ଼ିଶା ପ୍ରିମିଅର ଲିଗବନ୍ଧୁ (କଥାଚିତ୍ର)ମହମ୍ମଦଭରତ (ରାମାୟଣ)ପ୍ରଧାନ ପୃଷ୍ଠାସୌର ଶକ୍ତିଶାନ୍ତନୁ କୁମାର ଆଚାର୍ଯ୍ୟଭୁବନେଶ୍ୱରପଣସସରସ୍ୱତୀଇଂରାଜୀ ଭାଷାଓଡ଼ିଆ ସାହିତ୍ୟର ଇତିହାସଶକ୍ତି ପୀଠରାଉରକେଲାକୃଷ୍ଣ ଜନ୍ମାଷ୍ଟମୀରାଜନୀତି ବିଜ୍ଞାନଓଡ଼ିଶାର ଭୂଗୋଳ୨୯ ଅପ୍ରେଲଗୋପବନ୍ଧୁ ଦାସସମ୍ବଲପୁରୀ ଭାଷାହାଡ଼କୋଷ୍ଠକାଠିନ୍ୟପାଲାବିଦ୍ୟୁତପ୍ରଭା ଦେବୀଭଗବତୀ ଦେଉଳମାଟିର ମଣିଷTaxonomy (biology)ନଡ଼ିଆମାୟାଧର ମାନସିଂହଅଭିମନ୍ୟୁ ସାମନ୍ତସିଂହାରବଜରଙ୍ଗୀ (ଓଡ଼ିଆ କଥାଚିତ୍ର)ଦୁଦୁରାଚିନ୍ତାମଣି ମହାନ୍ତିଜୟୀ ରାଜଗୁରୁହିପୋପୋଟାମସ୨୩ ମାର୍ଚ୍ଚକାଳିନ୍ଦୀ ଚରଣ ପାଣିଗ୍ରାହୀ୨୧ଓଡ଼ିଆ କଥାଚିତ୍ର ଜଗତବ୍ରହ୍ମୋତ୍ରୀ ମହାନ୍ତିବିନୋଦ ଚନ୍ଦ୍ର ନାୟକଉଇକିକମନ୍ସରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରହର ପଟ୍ଟନାୟକ🡆 More