ପାର୍ଥ ଚାଟାର୍ଜୀ

ପାର୍ଥ ଚାଟାର୍ଜୀ (ଜନ୍ମ ୧୯୪୭) ସବଲ୍ଟନ୍ ଷ୍ଟଡିଜ୍ ଓ ଉତ୍ତରଉପନିବେଶୀୟ ବିଚାରଧାରାର ଜଣେ ଭାରତୀୟ ସମାଜ ଶାସ୍ତ୍ରୀ । ତାଙ୍କର କାମ ବହୁବିଷୟକ ତଥା ରାଜନୀତି ବିଜ୍ଞାନ, ନୃତତ୍ତ୍ୱ ବିଜ୍ଞାନ ଓ ଇତିହାସ ଆଦି ଏକାଡେମିକ୍ ବିଭାଗ ଆଦି ମଧ୍ୟରେ ବ୍ୟାପ୍ତ । ସମାଜ ଶାସ୍ତ୍ର ପାଇଁ ନିଜର ଅବଦାନ ଯୋଗୁଁ ତାଙ୍କୁ ୨୦୦୯ ମସିହା ପାଇଁ ଫୁକୁଓକା ଏସୀୟ ସଂସ୍କୃତି ପୁରସ୍କାର ଦିଆଯାଇଅଛି ।

କର୍ମଜୀବନ

ପାର୍ଥ ଚାଟାର୍ଜୀ ବର୍ତ୍ତମାନ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ନୃତତ୍ତ୍ୱ ବିଜ୍ଞାନ ଓ ଦକ୍ଷିଣ ଏସୀୟ ବିଦ୍ୟାର ପ୍ରାଧ୍ୟାପକ ଭାବରେ କାର୍ଯ୍ୟରତ । ଏହାଛଡା ସେ କଲିକତାସ୍ଥ ସେଣ୍ଟର୍ ଫର୍ ଷ୍ଟଡିଜ୍ ଇନ୍ ସୋସାଲ୍ ସାଇନ୍ସେସ୍ରେ ଅବୈତନିକ ପ୍ରାଧ୍ୟାପକ ଭାବରେ କାମ କରନ୍ତି । ସେ ଏହା ଆଗରୁ ଏହି ସେଣ୍ଟର୍ର ନିର୍ଦ୍ଦେଶକ ଥିଲେ ।

ନିର୍ବାଚିତ ଗ୍ରନ୍ଥାବଳୀ

  • ୧୯୮୬ । ନାଶନାଲିଷ୍ଟ୍ ଥଟ୍ ଆଣ୍ଡ୍ ଦ କଲୋନିଆଲ୍ ୱର୍ଲଡ୍ । ଲଣ୍ଡନ୍ : ଜେଡ୍ ବୁକ୍ସ୍ ।
  • ୧୯୯୩ । ଦ ନେଶନ୍ ଆଣ୍ଡ୍ ଇଟ୍ସ୍ ଫ୍ରାଗ୍ମେଣ୍ଟ୍ସ୍ : କଲେନିଆଲ୍ ହିଷ୍ଟୋରିଜ୍" । ପ୍ରିନ୍ସଟନ୍ ୟୁନିଭର୍ସିଟି ପ୍ରେସ୍ ।
  • ୧୯୯୫ । ଟେକ୍ସଟ୍ସ୍ ଅଫ୍ ପାୱାର୍ । ମିନାପୋଲିଜ୍  : ୟୁନିଭର୍ସିଟି ଅଫ୍ ମିନେସଟା ପ୍ରେସ୍ ।
  • ୧୯୯୭ । ଏ ପସିବଲ୍ ଇଣ୍ଡିଆ । ନ୍ୟୁ ଦିଲ୍ଲୀ : ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍ ।
  • ୧୯୯୭ । ଦ ପ୍ରେଜେଣ୍ଟ୍ ହିଷ୍ଟ୍ରୀ ଅଫ୍ ୱେଷ୍ଟ୍ ବେଙ୍ଗଲ୍ । ନ୍ୟୁ ଦିଲ୍ଲୀ : ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍ ।
  • ୨୦୦୩ । ଏ ପ୍ରିନ୍ସଲି ଇମ୍ପୋଷ୍ଚର୍ ? ଦ ଷ୍ଟ୍ରେଞ୍ ଆଣ୍ଡ୍ ୟୁନିଭର୍ସାଲ୍ ହିଷ୍ଟ୍ରୀ ଅଫ୍ ଦ କୁମାର୍ ଅଫ୍ ଭୱାଲ୍. ପ୍ରିନ୍ସଟନ୍ ୟୁନିଭର୍ସିଟି ପ୍ରେସ୍।
  • ୨୦୦୪ । ଦ ପଲିଟିକ୍ସ୍ ଅଫ୍ ଦ ଗଭର୍ଣ୍ଡ୍ : ପପୁଲାର୍ ପଲିଟିକ୍ସ୍ ଇନ୍ ମୋଷ୍ଟ୍ ଅଫ୍ ଦ ୱର୍ଲଡ୍, କଲମ୍ବିଆ ୟୁନିଭର୍ସିଟି ପ୍ରେସ୍।
  • ୨୦୧୦ । ଏମ୍ପାୟର୍ ଆଣ୍ଡ୍ ନେଶନ୍ : ସିଲେକ୍ଟେଡ୍ ଏସେଜ୍ ୧୯୮୫ - ୨୦୦୫, କଲମ୍ବିଆ ୟୁନିଭର୍ସିଟି ପ୍ରେସ୍।
  • ୨୦୧୧ । ଲିନିଏଜେସ୍ ଅଫ୍ ପଲିଟିକାଲ୍ ସୋସାଇଟି : ଷ୍ଟଡିଜ୍ ଇନ୍ ପୋଷ୍ଟକଲୋନିଆଲ୍ ଡେମୋକ୍ରାସୀ, କଲମ୍ବିଆ ୟୁନିଭର୍ସିଟି ପ୍ରେସ୍।
  • ୨୦୧୨ । ଦ ବ୍ଲାକ୍ ହୋଲ୍ ଅଫ୍ ଏମ୍ପାୟର୍ : ହିଷ୍ଟ୍ରୀ ଅଫ୍ ଏ ଗ୍ଲୋବାଲ୍ ପ୍ରାକ୍ଟିସ୍ ଅଫ୍ ପାୱାର୍, ପ୍ରିନ୍ସଟନ୍ ୟୁନିଭର୍ସିଟି ପ୍ରେସ୍।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ମହାପାତ୍ର ନୀଳମଣି ସାହୁମୁମ୍ବାଇହମିଦା ବାନୁ ବେଗମକୃଷ୍ଣଚନ୍ଦ୍ର ପାଣିଗ୍ରାହୀଭୀମ ଭୋଇଦୀପା ସାହୁ (୧୯୮୫ ଜନ୍ମ)ରାୟଗଡ଼ା ଜିଲ୍ଲାଗୋପବନ୍ଧୁ ଚୌଧୁରୀଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଲିମାରାମାୟଣକଳାହାଣ୍ଡି ଜିଲ୍ଲାଓଡ଼ିଶୀ ସଙ୍ଗୀତମାଲକାନଗିରି ଜିଲ୍ଲାମହାଦେଶବୈଷ୍ଣବ ଚରଣ ସାମଲରସଗୋଲାମୁକୁନ୍ଦ ଦେବଚାଟ୍ ଜିପିଟିଅପରେଟିଙ୍ଗ ସିଷ୍ଟମଓଡ଼ିଆ ସାହିତ୍ୟରାଶି ଓ ନକ୍ଷତ୍ରକଟକ ଜିଲ୍ଲାଚିନ୍ତାମଣି ବେହେରାବେଦସୂଚନା ପ୍ରଯୁକ୍ତିବିଦ୍ୟାଶାରଳା ପୁରସ୍କାରବିଶ୍ୱତାପନଜ୍ୟୋତିର୍ଲିଙ୍ଗକାଶୀ ବିଶ୍ୱନାଥ ମନ୍ଦିରରାଧାନାଥ ରାୟଜନ୍ମ ନିରୋଧପଞ୍ଚସଖାପଠାଣି ସାମନ୍ତଗୋପୀନାଥ ମହାନ୍ତିପରିବେଶପ୍ରଗତିବାଦୀପାରମିତା ଶତପଥୀଅକ୍ଷାଂଶ୦ (ସଂଖ୍ୟା)କୁଞ୍ଜବିହାରୀ ଦାଶରକ୍ତଆଚାର୍ଯ୍ୟ ହରିହରକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମୟୂରପ୍ରସନ୍ନ କୁମାର ପଣ୍ଡାଭଦ୍ରକ ଜିଲ୍ଲାବୈକୁଣ୍ଠନାଥ ପଟ୍ଟନାୟକମେହମୁଦ ହୁସେନତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ୨୯ ମାର୍ଚ୍ଚଟୋକିଓସ୍ତନଭାରତ ସରକାରଜନ ଗଣ ମନସୋନାଲ ମାନସିଂହବୈଜୟନ୍ତ ପଣ୍ଡାଜଗନ୍ନାଥକୋଣାର୍କଉଇକିପିଡ଼ିଆ ସମୂହର ତାଲିକାଓଡ଼ିଶୀc3bn4ଜାପାନ ସାଗରବାମାଚରଣ ମିତ୍ର🡆 More