ପାରସ୍ୟ ସାମ୍ରାଜ୍ୟ: ଇରାନର ପ୍ରାଚୀନ ସାମ୍ରାଜ୍ୟ

ପାରସ୍ୟ ସାମ୍ରାଜ୍ୟ କହିଲେ, ପାରସ୍ୟ (ଆଧୁନିକ ଇରାନ)ରେ କ୍ରମାନ୍ୱୟରେ ପ୍ରତିଷ୍ଠିତ ଆନେକ ରାଜକୀୟ ବଂଶକୁ ବୁଝାଏ । ଏସବୁ ମଧ୍ୟରୁ ପ୍ରଥମଟି ମହାନ ସାଇରସଙ୍କଦ୍ୱାରା ଖୀ.

ପୂ. ୫୫୦ରେ ମିଡିଆ, ଲିଡିଆ ଓ ବାବିଲୋନର ଜୟଦ୍ୱାରା ପ୍ରତିଷ୍ଠା ହୋଇଥିଲା ।

ପାରସ୍ୟ ବଂଶମାନଙ୍କର ଅଧିପତ୍ୟ ଖୀ.ଅ. ୬୫୧ରେ ମୁସଲମାନ ମାନଙ୍କ ଅଧିକାର ଓ ପରେ ମଙ୍ଗୋଲୀୟ ଅଧିକାରଦ୍ୱାରା ବାଧାପ୍ରାପ୍ତ ହୋଇଥିଲା ।

ପାରସ୍ୟର ମୁଖ୍ୟ ଧର୍ମ ଜୋରାଷ୍ଟ୍ରବାଦ ରହିଥିଲା, ମାତ୍ର ୭ମ ସତାବ୍ଦୀ ପରେ ଏଠାରେ ଇସଲାମ ଅନୁସୃତ ହେଲା ।

ଆଧୁନିକ କାଳରେ ଅନେକ ମୁସଲିମ ରାଜବଂଶ ପାରସ୍ୟକୁ ଶାସନ କରିଥିଲେ । ୧୯୭୯ ମସିହା ପରେ ଇରାନ(ପୁର୍ବତନ ପାରସ୍ୟ) ଏକ ମୁସଲିମ ଗଣତନ୍ତ୍ରରେ ପରିଣତ ହୋଇଛି ।

ପାରସ୍ୟ ସାମ୍ରାଜ୍ୟ ଶାସନକାରୀ ରାଜବଂଶ ସମୂହ

  • ଆକମେନିଡ ସାମ୍ରାଜ୍ୟ (ଖୀ.ପୂ. ୫୩୦ - ୩୩୦)
  • ପାର୍ଥିଆନ ସାମ୍ରାଜ୍ୟ (ଖୀ.ପୂ. ୨୪୭ - ଖୀ.ଅ. ୨୨୪)
  • ସାସନିଆନ ସାମ୍ରାଜ୍ୟ (ଖୀ.ଅ. ୨୨୪ -୬୫୧

ମୁସଲମାନଙ୍କ ପାରସ୍ୟ ଜୟ

  • ସାମାନିଦ୍ ସାମ୍ରାଜ୍ୟ
  • ସଫରିଦ ସାମ୍ରାଜ୍ୟ

ମଙ୍ଗୋଲୀୟଙ୍କ କ୍ୱାରେଜମିଆନ୍ ଜୟ

  • ସଫବିଦ ସାମ୍ରାଜ୍ୟ
  • ଅଫସରିଦ ସାମ୍ରାଜ୍ୟ
  • ଜାନ୍ଦ ସାମ୍ରାଜ୍ୟ
  • କାଜାର ସାମ୍ରାଜ୍ୟ
  • ପଲ୍ହବୀ ସାମ୍ରାଜ୍ୟ

ଆଧାର

Tags:

ଇରାନ

🔥 Trending searches on Wiki ଓଡ଼ିଆ:

ଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ପ୍ରସନ୍ନ କୁମାର ପଣ୍ଡାଶ୍ରବଣ ( ରାମାୟଣ ର ଚରିତ୍ର )ପୁରୀ ଜିଲ୍ଲାପାପୁଆ ନିଉ ଗିନିc3bn4ମାଗୁଣିର ଶଗଡ଼ (କଥାଚିତ୍ର)ବ୍ରାହ୍ମ ସମାଜବୌଦ୍ଧ ଧର୍ମଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଲଘିଷ୍ଠ ସାଧାରଣ ଗୁଣିତକରାମଶଙ୍କର ରାୟଢଗ ଢମାଳିଉଇକିଅଭିଧାନକୋଳିବଣଭୋଜି ବେଶପ୍ରତୀକ୍ଷାସୌଭାଗ୍ୟ କୁମାର ମିଶ୍ରବାଘଦେବୁ ବୋଷଓଡ଼ିଶାର ଇତିହାସIndiaନାରାୟଣ ସାହୁବିଷମ କଟକଭାନୁଜୀ ରାଓଗୌରହରି ଦାସଓ ଅନ୍ଧଗଳିସମୀର ରଞ୍ଜନ ଦାଶଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଅନ୍ନଦା ଶଙ୍କର ରାୟମଦର ଟେରେସା୨୮ ଫେବୃଆରୀଓଡ଼ିଆ ନାଟକମାୟାଧର ମାନସିଂହଅର୍ଚ୍ଚିତା ସାହୁତିଳ ଚତୁର୍ଥୀଜ୍ଞାନକୋଷଗଙ୍ଗାଧର ରଥ୧୯୮୪ଶିଶୁ ଅନନ୍ତ ଦାସନନ୍ଦନକାନନ ଜୀବ ଉଦ୍ୟାନ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନବିଶ୍ୱ ମ୍ୟାଲେରିଆ ଦିବସବିଜ୍ଞାନଶ୍ରୀନିବାସ ରାମାନୁଜନଚିନ୍ତାମଣି ବେହେରାଭକ୍ତ ଚରଣ ଦାସମୁକୁନ୍ଦ ଦେବଅଧର ପଟ୍ଟନାୟକଶନିବାରକାହ୍ନୁଚରଣ ମହାନ୍ତିପୋଟଳ ରସାଓଡ଼ିଆ ରାନ୍ଧଣାଇଣ୍ଡିଆନ ପ୍ରିମିଅର ଲିଗପାଇକ ଆଖଡ଼ାମନୋଜ ଦାସସାଇକେଲତାରିଣୀ ମନ୍ଦିର, ଘଟଗାଁଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିରାଜା ରାମମୋହନ ରାୟରାମଚନ୍ଦ୍ର ମିଶ୍ରରାମାବତାରମ୍ଓଡ଼ିଆରଥଯାତ୍ରାପଙ୍କଜ ଉଧାସଉତ୍କଳ ଦିବସତାଳଧ୍ୱଜଅଚ୍ୟୁତାନନ୍ଦ ଦାସକଣ୍ଡୋମଯୌନ ସମ୍ଭୋଗଓଡ଼ିଆ ଖାଦ୍ୟ🡆 More