ବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳା

ଧର୍ମଶାଳା (କ୍ରମିକ ସଂଖ୍ୟା: ୫୧) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଧର୍ମଶାଳା ବ୍ଳକ ଓ ରସୁଲପୁର ବ୍ଳକର କିଛି ଅଞ୍ଚଳ ।

ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୫,୨୨୪
ଜିଲ୍ଲା: ଯାଜପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଯାଜପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ (କଳ୍ପତରୁ ଦାସଙ୍କ ପୁଅ), ଭାରତୀୟ ଜନତା ପାର୍ଟିର ପାର୍ଥି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡ଼ାଙ୍କଠାରୁ ୫୨୭୩୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ (କଳ୍ପତରୁ ଦାସଙ୍କ ପୁଅ) ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀନାଥ ମିଶ୍ରଙ୍କଠାରୁ ୮୫୭୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କଳ୍ପତରୁ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କାଙ୍ଗାଳି ଚରଣ ପଣ୍ଡାଙ୍କଠାରୁ ୩୫,୧୩୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଧର୍ମଶାଳା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ କଳ୍ପତରୁ ଦାସ ୭୯,୮୬୭ ୫୮.୨୫ -
କଂଗ୍ରେସ କାଙ୍ଗାଳି ଚରଣ ପଣ୍ଡା ୪୪,୭୩୪ ୩୨.୬୩ -
ଭାଜପା ରମେଶ ଚନ୍ଦ୍ର ପରିଡ଼ା ୫,୩୪୧ ୩.୯୦ -
ସମୃଦ୍ଧ ଓଡ଼ିଶା ଯତିଶ ଚନ୍ଦ୍ର ମହାନ୍ତି ୫,୦୧୫ ୩.୬୬ -
ବସପା ଗୋବିନ୍ଦ ସାହୁ ୮୮୩ ୦.୬୪ -
ସ୍ୱାଧୀନ ରବିନ୍ଦ୍ର କୁମାର ଧୀର ୭୫୨ ୦.୫୫ -
ସ୍ୱାଧୀନ ମାଧବୀ ସିଂହ ୫୧୧ ୦.୩୭ -
ଭୋଟ ବ୍ୟବଧାନ ୩୫,୧୩୩ ୨୫.୬୩* -
ମତଦାନ ହାର ୧,୩୭,୧୨୬ ୭୪.୦୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳା ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳା ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳା ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳା ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳାଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଯାଜପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

୧୯୬୭ମନୋରଞ୍ଜନ ଦାସନନ୍ଦିନୀ ଶତପଥୀଡୁପିଟ୍ରେନ୍ସ କଣ୍ଟ୍ରାକଚରବରୁଣଉପେନ୍ଦ୍ର କିଶୋର ଦାସହରପ୍ପା ସଭ୍ୟତାଅମ୍ଳଜାନ୮ ଜୁଲାଇଯାଜପୁର ଜିଲ୍ଲାବିଭୂତି ପଟ୍ଟନାୟକଅକ୍ଷାଂଶ୧୯୮୮ଲୁସାକଓଡ଼ିଶାର ଦଶହରାଦେବାଶିଷ ପାଣିଗ୍ରାହୀ୧୮ ଅଗଷ୍ଟକୋଣାର୍କ ସୂର୍ଯ୍ୟ ମନ୍ଦିରବର୍ଷାସମଲେଶ୍ୱରୀ ମନ୍ଦିରଲକ୍ଷ୍ମୀନାରାୟଣ ସାହୁଅର୍ଚ୍ଚନା (କବିତା ସଙ୍କଳନ)ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମ୍ୟାଲେରିଆଓଡ଼ିଆ ସାହିତ୍ୟସଲମାନ ଖାଁବର କୋଳିଓଡ଼ିଶାର ଭୂଗୋଳରଣା ସାପକାର୍ତ୍ତିକ ଚନ୍ଦ୍ର ରଥରୁକୁଣା ରଥଯାତ୍ରା୧୯୮୧ଫୁଲ୨ ଜାନୁଆରୀସୁସ୍ମିତା ରଥଭଗବତୀ ଦେଉଳଜଳ ପ୍ରଦୂଷଣଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଜଗନ୍ନାଥ ମନ୍ଦିରକାଶୀ ବିଶ୍ୱନାଥ ମନ୍ଦିରଗଜପତି ମହାରାଜାକଳାହାଣ୍ଡି ଜିଲ୍ଲାଭୀମ ପୃଷ୍ଟିଆଲଜେରିଆବଣ୍ଡା ଜନଜାତିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପ୍ରୋଟାମିନ ସଲଫେଟପଟ୍ଟଚିତ୍ରଓଡ଼ିଶାର ପର୍ବପର୍ବାଣିପ୍ରଥମ ବିଶ୍ୱଯୁଦ୍ଧ୨୬ ଜୁନରାଶି ଓ ନକ୍ଷତ୍ରପ୍ରତିଭା ଶତପଥୀଗଙ୍ଗାଧର ମେହେରଜଗଦୀଶ ମହାନ୍ତିଅଭିମନ୍ୟୁ ସାମନ୍ତସିଂହାରଧ୍ୱନି ପ୍ରତିଧ୍ୱନିସୋମନାଥକୃଷ୍ଣଯୁଗଳ କିଶୋର ଦତ୍ତହିମାଳୟାନ ଏକ୍ସପ୍ରେସୱେପବିତ୍ର ପାଣିଗ୍ରାହୀଓଡ଼ିଆ ଲିପିଓଡ଼ିଶାର ଦୋଳଯାତ୍ରାତରୁଣକାନ୍ତି ମିଶ୍ର୫ ଅକ୍ଟୋବର🡆 More