ଚୱାରା ପରମେଶ୍ୱରନ

ଚୱାରା ପରମେଶ୍ୱରନ୍ ଜଣେ ଭାରତୀୟ ସାମ୍ବାଦିକ, ସମାଜ ସଂସ୍କାରକ, ଅନୁବାଦକ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଚୱାରା ଗାନ୍ଧୀ ଭାବରେ ମଧ୍ୟ ଜଣାଶୁଣା ।

ଚୱାରା ପରମେଶ୍ୱରନ
ଜନ୍ମ(1884-06-15)୧୫ ଜୁନ ୧୮୮୪
ଚୱାରା, ଏର୍ନାକୁଲମ
ମୃତ୍ୟୁଡିସେମ୍ବର ୧୯୬୮(1968-12-00) (ବୟସ ୮୪)
ଅଲୁବା, କେରଳ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ
ଶିକ୍ଷାନୁଷ୍ଠାନମାଡ୍ରାସ ବିଶ୍ୱଦିଦ୍ୟାଳୟ
ବୃତ୍ତିସାମ୍ବାଦିକ
ପ୍ରସିଦ୍ଧିଭାରତୀୟ ସାଧୀନତା ଆନ୍ଦୋଳନ

ଜନ୍ମ

୧୮୮୪ ମସିହାର ଜୁନ ୧୫ ତାରିଖରେ ସେ ବ୍ରିଟିଶ ଭାରତ ଅନ୍ତର୍ଗତ ଇରନାକୁଲମସ୍ଥିତ ଚୱାରା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଅବଦାନ

୧୯୨୧ ମସିହାରେ ସେ ପାଲାକ୍କଡ଼ର ଆୟୋଜିତ ହୋଇଥିବା ସର୍ବ-କେରଳ ରାଜନୈତିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ୧୯୨୪ ମସିହାରେ ଭାଇକୋମ ସତ୍ୟଗ୍ରାହ, ୧୯୩୦ରେ ଲବଣ ସତ୍ୟାଗ୍ରହ ଏବଂ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନ ଆଦିରେ ଭାଗ ନେଇଥିଲେ । ସ୍ୱାଧୀନତା ପରେ ସେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ଏବଂ ସାମ୍ବାଦିକଙ୍କ ଅଧିକାର ପାଇଁ ଲଢ଼ିଥିଲେ ।

ମୃତ୍ୟୁ

୧୯୬୮ ମସିହାର ଡିସେମ୍ବର ୨୦ ତାରିଖରେ କରେଳସ୍ଥିତ ଅଲୁବାଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ଚୱାରା ପରମେଶ୍ୱରନ ପୁରସ୍କାର

କେରଳ ପ୍ରେସ ଏକାଡେମୀ ଦ୍ୱରା ୧୯୯୨ ମସିହାରୁ ତାଙ୍କ ସମ୍ମାନାର୍ଥେ "ଚୱାରା ପରମେଶ୍ୱରନ ପୁରସ୍କାର" ପ୍ରଦାନ କରାଯାଉଛି । କୋଚିରେ ଅବସ୍ଥାପିତ ଚୱାରା ପରମେଶ୍ୱରନ୍ ମେମୋରିଆଲ୍ କମିଟିଦ୍ୱାରା ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା ।

ଆଧାର

Tags:

ଚୱାରା ପରମେଶ୍ୱରନ ଜନ୍ମଚୱାରା ପରମେଶ୍ୱରନ ସ୍ୱାଧୀନତା ସଂଗ୍ରାମରେ ଅବଦାନଚୱାରା ପରମେଶ୍ୱରନ ମୃତ୍ୟୁଚୱାରା ପରମେଶ୍ୱରନ ପୁରସ୍କାରଚୱାରା ପରମେଶ୍ୱରନ ଆଧାରଚୱାରା ପରମେଶ୍ୱରନ

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରକଳାହାଣ୍ଡି ଜିଲ୍ଲାକଲିକତାଅଂଶୁଘାତବଳରାମ ଦାସଧର୍ମେନ୍ଦ୍ର ପ୍ରଧାନଚାଚେରୀ ବେଶଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଖୋର୍ଦ୍ଧାଓଡ଼ିଶାର ପର୍ବପର୍ବାଣିବୀଣାପାଣି ମହାନ୍ତିକିଶୋରୀ ଚରଣ ଦାସମୁଣ୍ଡପିଛା ଆୟନଡ଼ିଆଉଇକିପିଡ଼ିଆ ସମୂହର ତାଲିକା୧୭୫୨ଲିଙ୍ଗରାଜ ମନ୍ଦିରଡୋନାଲ୍ଡ ଟ୍ରମ୍ପAugust 11ନିତ୍ୟାନନ୍ଦ ମହାପାତ୍ରନମିତା ଅଗ୍ରୱାଲଓଡ଼ିଶାର ସଂସ୍କୃତିଭାରତୀୟ ଭୋଜନଶାନ୍ତନୁ କୁମାର ଆଚାର୍ଯ୍ୟଗ୍ରେଟା ଟୁନବର୍ଗଅନୁଭବ ମହାନ୍ତିଇରା ମହାନ୍ତିବିଶ୍ୱ ଜଳ ଦିବସଜୟଦେବ ଉନାଡକଟନାରାୟଣ ସାହୁକଟକ ଜିଲ୍ଲାଚୁଡ଼ାପଦାର୍ଥ ବିଜ୍ଞାନବିଭିନ୍ନ ପ୍ରକାର ଶାଗର ତାଲିକାମାଉସୀ ମା’ ମନ୍ଦିରରାମଚନ୍ଦ୍ର ମିଶ୍ରନିର୍ମାଲ୍ୟସର୍ବପଲ୍ଲୀ ରାଧାକୃଷ୍ଣନବାଜି ରାଉତଦକ୍ଷିଣ ଚୀନ ସାଗରମାୟାଧର ମାନସିଂହନନ୍ଦ କିଶୋର ବଳ୨୯ ମାର୍ଚ୍ଚହାଡ଼ରମଣ ମହର୍ଷିଦୟାନନ୍ଦ ସରସ୍ୱତୀଜୋହାନ୍ ସେବାଷ୍ଟିଆନ୍ ବାକ୍ରବର୍ଟ ମୂଗଶେୟାର ବଜାରଜେନନରାଶି ଓ ନକ୍ଷତ୍ରବୈକୁଣ୍ଠନାଥ ପଟ୍ଟନାୟକଆପଲ ଇନକର୍ପୋରେଟେଡସାଧାରଣ ଆପେକ୍ଷିକ ତତ୍ତ୍ୱଗୁଗଲପରଝିଅ ଘର ଭାଙ୍ଗେନାସଂତୃପ୍ତ ମିଶ୍ରଅପର୍ଣ୍ଣା ବାସ୍ତାରେକମ୍ପ୍ୟୁଟର ବିଜ୍ଞାନପାରାସେଟାମୋଲମନୋଜ ଦାସଫକୀର ମୋହନ ସେନାପତି🡆 More