ଗୋରଖନାଥ ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ଗୋରଖନାଥ ମନ୍ଦିର ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଏକ ଶିବ ମନ୍ଦିର ।

ଗୋରଖନାଥ ମନ୍ଦିର
ଗୋରଖନାଥ ମନ୍ଦିର: ଅବସ୍ଥିତି, ଇତିହାସ, କିମ୍ବଦନ୍ତୀ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଜଗତସିଂହପୁର
Stateଓଡ଼ିଶା
Countryଭାରତ

ଅବସ୍ଥିତି

ଗୋରଖନାଥ ମନ୍ଦିର, ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରେକେରାଠାରେ ଅବସ୍ଥିତ । ଜଗତସିଂହପୁର ସଦର ମହକୁମାଠାରୁ ଏହି ମନ୍ଦିରର ଦୂରତ୍ୱ ପ୍ରାୟ ୧୨କିମି ।

ଇତିହାସ

ଜଗତସିଂହପୁର ଅନ୍ତର୍ଗତ କେରକେରା ଗ୍ରାମର ଠାକୁର ବାବା ଗୋରଖନାଥ ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ । ମନ୍ଦିରଟି ଶିବଙ୍କୁ ସମର୍ପିତ । ଜନବିଶ୍ୱାସ ଅନୁଯାୟୀ ନାଥ ସମ୍ପ୍ରଦାୟର ଗୋରଖନାଥକୁ ଅଭିହିତ କରି ମନ୍ଦିରଟିର ସୃଷ୍ଟି । ମନ୍ଦିରରେ ବାବା ଦୀର୍ଘ ଦୁଇଶହ ବର୍ଷ ପୁର୍ବରୁ ପୁଜା ପାଉଛନ୍ତି । ମନ୍ଦିର ତିଆରି ହୋଇ ନଥିବା ବହୁ ପୁର୍ବରୁ ମଧ୍ୟ ବାବା ଏଠାରେ ପୁଜା ପାଇ ଆସୁଛନ୍ତି ।

କିମ୍ବଦନ୍ତୀ

ଲୋକକଥା ଅନୁଯାୟୀ ସର୍ପାଘାତରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ବାବାଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ । କୁହାଯାଏ ଡାକ୍ତରଖାନାରୁ ଫେରି ଆସିଥିବା ପୀଡ଼ିତ ବ୍ୟକ୍ତିର ଏଠାରେ ସତିଆ ହୂକୁମରେ ବିଷ ହରଣ ହୋଇଯାଏ । ସର୍ପାଘାତ ପାଇଥିବା ବ୍ୟକ୍ତି ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରିରେ ଗୋଡଧୋଇ ଆସି ବାବାଙ୍କ ପାଖରେ ଅଧିଆ ପଡନ୍ତି । ଅଧିଆ ପଡି଼ବାର କିଛି ସମୟ ପରେ ବାବାଙ୍କ ପଛରେ ଥିବା ବଡ଼ ଝିଟିପିଟି ସତିଆ ଡାକ ଦେବାପରେ ହୁକୁମ କାମକରେ ଓ ବିଷ ହରଣ ହୁଏ । ସତିଆ ଡାକ ପରେ ପିଡି଼ତଙ୍କୁ ବାବାଙ୍କ ବିଭୁତି ଦିଆଯାଇଥାଏ । ଏହାଦ୍ୱାରା ସର୍ପର ସମସ୍ତ ବିଷ ହରଣ ହୋଇଯାଏ ବୋଲି ଅନେକ ପ୍ରମାଣ ରହିଛି । ଠିକ ସେହିପରି ମନ୍ଦିରର ପ୍ରାଙ୍ଗଣରେ ଥିବା ବଟବୃକ୍ଷରେ ଡୋରି ବାନ୍ଧିବାଦ୍ୱାରା ସନ୍ତାନ ସନ୍ତତି ହେଉନଥିବା ମହିଳାମାନଙ୍କ ସନ୍ତାନ ପ୍ରାପ୍ତି ହେବା ସହ ମନୋବାଞ୍ଛା ମଧ୍ୟ ପୁରଣ ହୋଇଥାଏ । ବାବାଙ୍କର ମହିମା ପାଇଁ ପାଖ ଜିଲ୍ଲା ତଥା ରଜ୍ୟ ବାହାରୁ ମଧ୍ୟ ଭକ୍ତ ଏଠାକୁ ଆସିଥାନ୍ତ।

ପର୍ବପର୍ବାଣି

ଗୋରେଖନାଥଙ୍କ ପିଠରେ ମହାଶିବରାତ୍ରି ଓ ମାଘମାସ ଅଗ୍ନି ଉତ୍ସବ ପାଳନ ହୁଏ । ଏହାଛଡା ବବାଙ୍କ ପିଠରେ ବିବାହ, ବ୍ରତ ଓ ଚୁଡାକରଣ(ଚୁଟି/ଚୁଳ ପକା) ପ୍ରାୟ ସବୁ ସମୟରେ ଚାଲିଥାଏ ।

ଗ୍ୟାଲେରି

ଆଧାର

ବାହାର ତଥ୍ୟ

Tags:

ଗୋରଖନାଥ ମନ୍ଦିର ଅବସ୍ଥିତିଗୋରଖନାଥ ମନ୍ଦିର ଇତିହାସଗୋରଖନାଥ ମନ୍ଦିର କିମ୍ବଦନ୍ତୀଗୋରଖନାଥ ମନ୍ଦିର ପର୍ବପର୍ବାଣିଗୋରଖନାଥ ମନ୍ଦିର ଗ୍ୟାଲେରିଗୋରଖନାଥ ମନ୍ଦିର ଆଧାରଗୋରଖନାଥ ମନ୍ଦିର ବାହାର ତଥ୍ୟଗୋରଖନାଥ ମନ୍ଦିରଓଡ଼ିଶାଜଗତସିଂହପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ସତୀ (ହିନ୍ଦୁ ଦେବୀ)ଘରତମନ୍ନା ବ୍ୟାସଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସୂଚନା ପ୍ରଯୁକ୍ତିବିଦ୍ୟାଓଡ଼ିଆମଙ୍ଗଳୁ ଚରଣ ବିଶ୍ୱାଳଭାରତୀୟ ସ୍ୱାଧୀନତା ଆନ୍ଦୋଳନଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦହନୁମାନଶ୍ରବଣା (ନକ୍ଷତ୍ର)ନଟବର ସାମନ୍ତରାୟଶିବଶିଶୁ ଅନନ୍ତ ଦାସସାଇକେଲକୋଣାର୍କବିଜୁ ଜନତା ଦଳଉଦ୍ଭିଦମନୋଜ ଦାସଙ୍କ କଥା ଓ କାହାଣୀଚଇତି ଘୋଡ଼ା ନାଚଆଖୁବାରବାଟି ଦୁର୍ଗଅଷ୍ଟ୍ରେଲିଆକୁଜିବର ପ‌ତ୍ରନିର୍ମଳା (ଉପନ୍ୟାସ)ଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଶ୍ୱ ମ୍ୟାଲେରିଆ ଦିବସ୭ (ସଂଖ୍ୟା)ଭାନୁଜୀ ରାଓଶ୍ରୀରାଧାମାଲକାନଗିରି ଜିଲ୍ଲାଲଘିଷ୍ଠ ସାଧାରଣ ଗୁଣିତକହୃତ୍‌ପିଣ୍ଡଆଣ୍ଡାମାନ ସାଗରଫେବୃଆରୀ ୨୮ଆନ୍ଧ୍ର ପ୍ରଦେଶଓଡ଼ିଆ କାବ୍ୟ କବିତାମାଗୁଣିର ଶଗଡ଼ (କଥାଚିତ୍ର)ଦୁର୍ଗା ପୂଜାମହାତ୍ମା ଗାନ୍ଧୀତାରିଣୀ ମନ୍ଦିର, ଘଟଗାଁଜ୍ଞାନକୋଷବିଭୂତି ପଟ୍ଟନାୟକଓଡ଼ିଶା ସରକାରମୁକୁନ୍ଦ ଦେବନଅତୁଣ୍ଡୀଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ମଙ୍ଗଳା ମନ୍ଦିରଫାଇଲେରିଆଶ୍ରୀଓଡ଼ିଶା ବିଧାନ ସଭାବିଶ୍ୱତାପନକାଗଜସୋନପୁର ରାଜ୍ୟକଳାହାଣ୍ଡି ଜିଲ୍ଲାପ୍ରଯୁକ୍ତି ବିଦ୍ୟାଶାସ୍ତିଯାଜପୁର ଜିଲ୍ଲାନନ୍ଦନକାନନ ଜୀବ ଉଦ୍ୟାନପଲଉଦ୍ୱିତୀୟ ବିଶ୍ୱଯୁଦ୍ଧମାଲେସିଆଓ ଅନ୍ଧଗଳିଲୋକ ସଭାଲିମାଅଷ୍ଟ୍ରିଆକାଞ୍ଚି ଅଭିଯାନଯୌନ ଉତ୍ପୀଡ଼ନଅଚ୍ୟୁତ ନାୟକଅମାବାସ୍ୟାର ଚନ୍ଦ୍ରହୃଷୀକେଶ ପଣ୍ଡା🡆 More