ଗିରିଶ ଚନ୍ଦ୍ର ରାୟ: ଓଡ଼ିଆ ରାଜନୀତିଜ୍ଞ

ଗିରିଶ ଚନ୍ଦ୍ର ରାୟ (ମୃତ୍ୟୁ: ୪ ମାର୍ଚ୍ଚ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଗିରିଶ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ୧ମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଗିରିଶ ଚନ୍ଦ୍ର ରାୟ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପୂର୍ବ ଅଧିକାରୀହରିହର ମହାନ୍ତିସମଲ ମାଝି
ନିର୍ବାଚନ ମଣ୍ଡଳୀବାରିପଦା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୪ ମାର୍ଚ୍ଚ ୧୯୬୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀମନୋରମା ରାୟ
ବାପା/ବୋଉତାରିଣୀ ପ୍ରସାଦ ରାୟ
ବୃତ୍ତିରାଜନୀତିଜ୍ଞ

ପରିବାର

ଗିରିଶ ଚନ୍ଦ୍ର ରାୟଙ୍କର ବାପାଙ୍କ ନାମ ତାରିଣୀ ପ୍ରସାଦ ରାୟ ଏବଂ ତାଙ୍କ ପତ୍ନୀଙ୍କ ନାମ ମନୋରମା ରାୟ ।

ରାଜନୈତିକ ଜୀବନ

ଗିରିଶ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ସ୍ୱାଧୀନ ଭାବର ପ୍ରଥମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୧୯୫୨ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଗିରିଶ ଚନ୍ଦ୍ର ରାୟ ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ସୁରେନ୍ଦ୍ର ସିଂହଙ୍କ ସହ ଯୁଗ୍ମ ଭାବରେ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଗିରିଶ ୧୯୬୦ ମସିହାର ମାର୍ଚ୍ଚ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ଗିରିଶ ଚନ୍ଦ୍ର ରାୟ ପରିବାରଗିରିଶ ଚନ୍ଦ୍ର ରାୟ ରାଜନୈତିକ ଜୀବନଗିରିଶ ଚନ୍ଦ୍ର ରାୟ ମୃତ୍ୟୁଗିରିଶ ଚନ୍ଦ୍ର ରାୟ ଆଧାରଗିରିଶ ଚନ୍ଦ୍ର ରାୟଓଡ଼ିଆ ଲୋକବାରିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧ମ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ରାଜ ଯୋଗତରୁଣକାନ୍ତି ମିଶ୍ରଅଚ୍ୟୁତାନନ୍ଦ ଦାସସୂଚନା ପ୍ରଯୁକ୍ତିବିଦ୍ୟାପକୋଡ଼ାହମିଦା ବାନୁ ବେଗମଚରକକୋଚିଲାପ୍ରଯୁକ୍ତି ବିଦ୍ୟାପର୍ଫେନାଜାଇନନେଲସନ ମଣ୍ଡେଲା୪ ଇଡିଅଟସ୍ଟ୍ରାଲୋକିନୁମାବରାମ ନବମୀକୁଞ୍ଜବିହାରୀ ଦାଶକଟକଓଡ଼ିଶାର ଭୂଗୋଳପ୍ଲୀହାଦୀପକ ମିଶ୍ରୟୁ ଟ୍ୟୁବତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଯୌନ ସମ୍ଭୋଗମୁକ୍ତିକାନ୍ତ ମଣ୍ଡଳଭ୍ୟାକୁମ୍ କ୍ଲିନର୍ଇନ୍ଦିରା ଗାନ୍ଧୀଓଡ଼ିଆ କାବ୍ୟ କବିତାସ୍ତୁତି ଚିନ୍ତାମଣିଉଦ୍ଭିଦଅଭିମନ୍ୟୁ ସାମନ୍ତସିଂହାରଉପନିଷଦଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଚ୍ଚିଦାନନ୍ଦ ରାଉତରାୟଖାସି ମାଂସ ତରକାରୀତାରିଣୀ ମନ୍ଦିର, ଘଟଗାଁଭୂଗୋଳଜିନା ସାମଲସୁଭାଷ ଚନ୍ଦ୍ର ବୋଷନଇ ଆରପାରିମ୍ୟାଲେରିଆପୁଷ୍ଟିସାରଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରାଧାନାଥ ରଥଉପେନ୍ଦ୍ର ଭଞ୍ଜସୁନାବେଶଜଗନ୍ନାଥଢଗ ଢମାଳି୧୯୮୪ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାନଟବର ସାମନ୍ତରାୟସୁଇଜରଲ୍ୟାଣ୍ଡ୨୮ ଫେବୃଆରୀଭାରତୀୟ ସ୍ୱାଧୀନତା ଆନ୍ଦୋଳନଆଲୋକମୟୂରସମୀର ରଞ୍ଜନ ଦାଶକାଞ୍ଚି ଅଭିଯାନସାଲଭାଡୋର ଡାଲିକବାଟ୭୦୧ଭାରତର ନଦୀ ସମୂହର ତାଲିକାପ୍ରତାପରୁଦ୍ର ଦେବମହମ୍ମଦ ମୋକିମ୍ଜ୍ଞାନପୀଠ ପୁରସ୍କାରଟାହିଆଲାଗି ବେଶକୃଷ୍ଣଶ୍ରବଣ ( ରାମାୟଣ ର ଚରିତ୍ର )ଚିନ୍ତାମଣି ବେହେରାରାମାବତାରମ୍ପୋଟଳ ରସା🡆 More