ସୁରେନ୍ଦ୍ର ସିଂହ

ସୁରେନ୍ଦ୍ର ସିଂହ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସୁରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ୧ମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୁରେନ୍ଦ୍ର ସିଂହ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପୂର୍ବ ଅଧିକାରୀହରିହର ମହାନ୍ତିସମଲ ମାଝି
ନିର୍ବାଚନ ମଣ୍ଡଳୀବାରିପଦା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୁଇଲ ସିଂହ
ବାପା/ବୋଉବଦୁ ସିଂହ
ବୃତ୍ତିରାଜନୀତିଜ୍ଞ

ପରିବାର

ସୁରେନ୍ଦ୍ର ସିଂହଙ୍କର ବାପାଙ୍କ ନାମ ବଦୁ ସିଂହ ଏବଂ ତାଙ୍କ ପତ୍ନୀଙ୍କ ନାମ କୁଇଲ ସିଂହ ।

ରାଜନୈତିକ ଜୀବନ

ସୁରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ସ୍ୱାଧୀନ ଭାବର ପ୍ରଥମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୧୯୫୨ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୁରେନ୍ଦ୍ର ସିଂହ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଗିରିଶ ଚନ୍ଦ୍ର ରାୟଙ୍କ ସହ ଯୁଗ୍ମ ଭାବରେ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର

Tags:

ଓଡ଼ିଆ ଲୋକବାରିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧ମ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ବୈଷୟିକ ବିଜ୍ଞାନମଧୁସୂଦନ ଦାସଅଯୋଧ୍ୟାଗୋପାଳ ଚନ୍ଦ୍ର ପ୍ରହରାଜଚିଲିକା ହ୍ରଦ୫ ଜୁନପ୍ରଧାନ ପୃଷ୍ଠାବ୍ୟାସଦେବଗୋଦାବରୀଶ ମହାପାତ୍ରଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜାନକୀ ବଲ୍ଲଭ ପଟ୍ଟନାୟକବିଜୁ ଜନତା ଦଳଗୋପବନ୍ଧୁ ଦାସବୀଣାପାଣି ମହାନ୍ତିଆମାଜନ୍.କମ୍‌ଭୂମିକମ୍ପଶ୍ରୀଜଙ୍ଗରାଧାନାଥ ରାୟସୂର୍ଯ୍ୟ ଦେବତାରବିବାରଜଗନ୍ନାଥ ମନ୍ଦିରଗୁଣ୍ଡିଚା ମନ୍ଦିରଇଂରାଜୀ ଭାଷାରଥଯାତ୍ରାସୀତାକାନ୍ତ ମହାପାତ୍ରସାଧୁ ମେହେରସୀତା ବିବାହନିତ୍ୟାନନ୍ଦ ମହାପାତ୍ରଗଣନ ସଂଖ୍ୟାପ୍ରସନ୍ନ ଦାସ (ବହୁବିକଳ୍ପ)ଓଡ଼ିଆ ସାହିତ୍ୟମସ୍କୋପବିତ୍ର ମୋହନ ଜେନାଇଣ୍ଟରନେଟନବଯୌବନ ବେଶହିନ୍ଦୁସ୍ତାନ ପେଟ୍ରୋଲିୟମବିଜୟ ମିଶ୍ରମହିମା ଧର୍ମକୁନ୍ଦୁଲି ଗଣଦୁଷ୍କର୍ମ ମାମଲାଭଗବତ ଗୀତାହ୍ୱାଟ୍ସଆପସଉରାୟୁ ଟ୍ୟୁବପ୍ରସନ୍ନ ଦାସଲକ୍ଷ୍ମଣଦିନଜଳ ପ୍ରଦୂଷଣଓଡ଼ିଶା ବିଧାନ ସଭାପଥ ଓ ପୃଥିବୀଭାରତୀୟ ଡାକ ସେବାଅନନ୍ତ ପଟ୍ଟନାୟକଜ୍ୟୋତି ପ୍ରକାଶ ପାଣିଗ୍ରାହୀଦ୍ୱିତୀୟ ବିଶ୍ୱଯୁଦ୍ଧଅଭିମନ୍ୟୁ ସାମନ୍ତସିଂହାରଚନ୍ଦ୍ରଶେଖର ନନ୍ଦଅଚ୍ୟୁତାନନ୍ଦ ପ‌ତିରାମ ନବମୀବିଧାନ ସଭା ସଭ୍ୟପଶ୍ଚିମ ଓଡ଼ିଶାଯଦୁନାଥ ଦାସ ମହାପାତ୍ରବରଗଡ଼ ଜିଲ୍ଲାଅଭିନେତ୍ରୀ (ନାରୀ କଳାକାର)ଜଗନ୍ନାଥପଞ୍ଚସଖା୨୧ସୌରୀନ୍ଦ୍ର ବାରିକମହାବୀର ଜୈନଗୌରହରି ଦାସଚଳନ୍ତି ଠାକୁରନେପାଳ୧୨ ଅପ୍ରେଲ🡆 More