କଇଳାଶ ପଟ୍ଟନାୟକ: ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ

କଇଳାଶ ପଟ୍ଟନାୟକ (ଜନ୍ମ : ୬ ଫେବୃଆରୀ ୧୯୫୭) ଜଣେ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ । ସେ ସମାଲୋଚନା, କ୍ଷୁଦ୍ରଗଳ୍ପ, ଅନୁବାଦ ସାହିତ୍ୟରେ ନିଜ ଲେଖନି ଚାଳନା କରନ୍ତି । ସେ ବିଶ୍ୱଭାରତୀ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଲୋକଗୀତ ଓ ଲୋକସଂସ୍କୃତି ଉପରେ ସେ ଅଧ୍ୟୟନ ଓ ଅନୁସନ୍ଧାନ କରିଛନ୍ତି ।

କଇଳାଶ ପଟ୍ଟନାୟକ
Kailash Pattanaik
ସାଳନ୍ଦୀ ସାହିତ୍ୟ ସଙ୍ଗମ, ଭଦ୍ରକରେ କଇଳାଶ ପଟ୍ଟନାୟକ
ଜନ୍ମ (1957-02-06) ୬ ଫେବୃଆରୀ ୧୯୫୭ (ବୟସ ୬୭)
ଜାତୀୟତାଭାରତୀୟ
ବୈବାହିକ-ସାଥୀଗିରିବାଳା ମହାନ୍ତି

ଶିକ୍ଷା

କଇଳାଶ, ଫକୀର ମୋହନ ମହାବିଦ୍ୟାଳୟରୁ ୧୯୭୫ ମସିହାରେ ସ୍ନାତକ, ୧୯୭୭ରେ ବିଶ୍ୱଭାରତୀରୁ ସ୍ନାତକୋତ୍ତର, ୧୯୮୫ରେ ପି.ଏଚ.ଡ଼ି ଶିକ୍ଷା ସମାପ୍ତ କରିଥିଲେ । ସେ ୧୯୮୯ ମସିହାରେ ବିଶ୍ୱଭାରତୀରୁ ଅସମୀୟା ଭାଷାରେ ଡିପ୍ଲୋମା ମଧ୍ୟ କରିଛନ୍ତି ।

ରଚନାବଳୀ

ସମାଲୋଚନା

  • ଓଡ଼ିଆ ଉପନ୍ୟାସର ସମାଜ ତତ୍ତ୍ବ - ୧୯୮୮ (ବିଦ୍ୟାପୁରୀ, କଟକ)
  • ଗଳ୍ପ ବନାମ ଗଳ୍ପ - ୧୯୯୮ (ପ୍ରେଣ୍ଡସ୍ ପବ୍ଲିଶର୍ସ, କଟକ)
  • ଲଳିତ ପାଲା - ୨୦୦୯ (ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର)
  • ଓଡ଼ିଶାର ଲୋକ କାହାଣୀ - ୨୦୦୮ (କାହାଣୀ, କଟକ))
  • ଫକୀର ମୋହନ ଦର୍ପଣ - ୨୦୦୬ (ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର)

ସମ୍ପାଦନା

  • ଫକୀର ମୋହନଙ୍କ ଦୁଷ୍ପ୍ରାପ୍ୟ ରଚନାବଳୀ
  • A man without mask
  • ପ୍ରବନ୍ଧ ବଳୟ
  • ଗଳ୍ପମାଳା
  • ପ୍ରହରାଜଙ୍କ ଦୁଷ୍ପ୍ରାପ୍ୟ ଗଦ୍ୟରଚନା
  • ଓଡ଼ିଶାର ଲୋକକାହାଣୀ

କ୍ଷୁଦ୍ରଗଳ୍ପ

  • ଏକଦା ଅନ୍ତରଙ୍ଗ
  • ଦକ୍ଷିଣା ପବନ
  • ଏକାଠି ଏକା ଏକା
  • ଶୁଣ ଅବୋଲକରା
  • ଶ୍ରେଷ୍ଠ ଗଳ୍ପ - ୨୦୧୬ (ଟାଇମ ପାସ, ଭୁବନେଶ୍ୱର)
  • ବିନୋଦ ଦ୍ୱାଦଶ - ୨୦୧୩ (ଟାଇମ ପାସ, ଭୁବନେଶ୍ୱର)
  • ସତ ଏକଶତ - ୨୦୦୪ (ପ୍ରେଣ୍ଡସ୍ ପବ୍ଲିଶର୍ସ, କଟକ)

ଅନୁବାଦ

  • ଗୀତାଞ୍ଜଳି

ଉପନ୍ୟାସ

  • ସ୍ଥାବରଜଙ୍ଗମ - ୨୦୦୭ (କାଦମ୍ବିନୀ ମିଡିଆ ପ୍ରା. ଲି., ଭୁବନେଶ୍ୱର)

ସମ୍ମାନ ଓ ପୁରସ୍କାର

  • ଡ଼ ଆର୍ତ୍ତବଲ୍ଲଭ ମେମୋରିଆଲ ଏସେ କମ୍ପିଟିସନ - ୧୯୭୭ ( ଉତ୍କଳ ବିଶ୍ୱବିଦ୍ୟାଳୟ )
  • ଶ୍ରେଷ୍ଠ କ୍ଷୁଦ୍ରଗଳ୍ପ ପ୍ରଜାତନ୍ତ୍ର ପୁରସ୍କାର - ୧୯୯୨
  • କହ୍ନେଇ କଥା ସମ୍ମାନ - ୧୯୯୭

ଆଧାର

Tags:

କଇଳାଶ ପଟ୍ଟନାୟକ ଶିକ୍ଷାକଇଳାଶ ପଟ୍ଟନାୟକ ରଚନାବଳୀକଇଳାଶ ପଟ୍ଟନାୟକ ସମ୍ମାନ ଓ ପୁରସ୍କାରକଇଳାଶ ପଟ୍ଟନାୟକ ଆଧାରକଇଳାଶ ପଟ୍ଟନାୟକଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

୭ ମାର୍ଚ୍ଚମଇ ଦିବସମହେନ୍ଦ୍ର ସିଂହ ଧୋନିରବି ସିଂକୋରାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୀତଗୋବିନ୍ଦବିଶ୍ୱ ଆଜମା ଦିବସଗୋପାଳ ଚନ୍ଦ୍ର ପ୍ରହରାଜଗୋଦାବରୀଶ ମିଶ୍ରତାରାତାରିଣୀ ମନ୍ଦିରଭାରତପଖାଳସୂର୍ଯ୍ୟଶ୍ରୀରାଧାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ରାଜଧାନୀ ତାଲିକାସ୍ୱର ବର୍ଣ୍ଣକୃଷ୍ଣଚୂଡ଼ାଶନି ଶିଙ୍ଗଣାପୁର୧୮୮୯ଜୟୀ ରାଜଗୁରୁକ୍ୟୁ. ଆର. କୋଡ଼ରାଣା ଆୟୁବଜଗତସିଂହପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜୁ ଜନତା ଦଳ୧ (ସଂଖ୍ୟା)ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାନେପାଳଉଇକିପିଡ଼ିଆ୨୬ ନଭେମ୍ବରମନୋବିଜ୍ଞାନଓଡ଼ିଶା ବିଧାନ ସଭାରାବଣକ୍ରିକେଟwiki.phtmlମୟୂର୧୯୪୧ରାଧାନାଥ ରାୟକାହ୍ନୁଚରଣ ମହାନ୍ତିରାକ୍ଷୀ ପୂର୍ଣ୍ଣିମାସୂର୍ଯ୍ୟ ଦେବତାସମ୍ବଲପୁରଉପେନ୍ଦ୍ର ଭଞ୍ଜମଙ୍ଗଳ ପାଣ୍ଡେମନ୍ଦାରଓଡ଼ିଆ ଲିପିସ୍ୱାଧୀନତା ଦିବସ‌ (ଭାରତ)ସିପାହୀ ବିଦ୍ରୋହଭାରତର ସଂସ୍କୃତିମଙ୍ଗଳା ମନ୍ଦିରଚୀନଇସଲାମ ଧର୍ମଅକ୍ଷୟ ତୃତୀୟା🡆 More