ଅସମୀୟା ଭାଷା: ଭାରତରେ ବୋଲାଯାଉଥିବା ଆର୍ଯ୍ୟ ଭାଷା

ଅସମୀୟା ଭାଷା ଏକ ପୂର୍ବ ଭାରତୀୟ-ଆର୍ଯ୍ୟ ଭାଷା ଓ ଭାରତର ଆସାମ ରାଜ୍ୟର ସରକାରୀ ଭାଷା । ଏଇ ଭାଷା ପ୍ରଧାନତଃ ଉତ୍ତର-ପୂର୍ବ ଭାରତର ଆସାମରେ ବ୍ୟବହାର କରା ହୁଏ । ଅରୁଣାଚଳ ପ୍ରଦେଶର କିଛି କିଛି ଜାଗାରେ ଏବଂ ଉତ୍ତର-ପୂର୍ବାଞ୍ଚଳର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅସମିୟା ଭାଷୀ ଲୋକ ଅଛନ୍ତି । ଅସମୀୟା-ଭିତ୍ତିକ ନାଗାମିଜ ନାମର ଗୋଟିଏ କ୍ରିଓଲ ଭାଷା ନାଗାଲ୍ୟାଣ୍ଡରେ ବ୍ଯାପକଭାବେ ବ୍ଯବହାର ହୁଏ । ଭୂଟାନରେ ମଧ୍ୟ କିଛିସଂଖ୍ଯକ ଅସମୀୟା ଭାଷୀ ଲୋକ ଅଛନ୍ତି । ଆସାମରେ ଅଧୁନା ଅସମୀୟା ଭାଷୀଙ୍କ ସଂଖ୍ୟା ୧.୩୦ କୋଟିରୁ ଅଧିକ ବିଶ୍ୱରେ ଅସମିୟାଭାଷୀଙ୍କ ସଂଖ୍ୟା ପ୍ରାୟ ୨ କୋଟି। ଓଡ଼ିଆ ଓ ବଙ୍ଗଳା ସାଙ୍ଗେ ଅସମିୟା ଭାଷାର ଯଥେଷ୍ଟ ସମାନତା ରହିଛି । ଏହା ଅସମୀୟା ଲିପିରେ ଲେଖା ହୁଏ ।

ଅସମୀୟା
অসমীয়া Ôxômiya
Native toଭାରତ
ଅଞ୍ଚଳଆସାମ, ଅରୁଣାଚଳ ପ୍ରଦେଶ
ମାତୃଭାଷୀ
୧,୩୦,୭୯,୬୯୬ (୧୯୯୧)
ଇଣ୍ଡୋ-ଇଉରୋପିଆନ
  • ଇଣ୍ଡୋ-ଇରାନିଆନ
    • ଅସମୀୟା
ଅସମୀୟା ଲିପି
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
ଆସାମ
ଭାଷା କୋଡ୍
ISO ୬୩୯-୧as
ISO ୬୩୯-୨asm
ISO ୬୩୯-୩asm
Linguasphere59-AAF-w

ଆଧାର

ବାହାର ତଥ୍ୟ

Tags:

ଅରୁଣାଚଳ ପ୍ରଦେଶଆସାମନାଗାଲାଣ୍ଡଭାରତଭୁଟାନ

🔥 Trending searches on Wiki ଓଡ଼ିଆ:

ରବି ନାରାୟଣ ନନ୍ଦପାର୍ବତୀଏକାଦଶୀବ୍ୟଞ୍ଜନ ବର୍ଣ୍ଣଲିନକ୍ସ ବଣ୍ଟନରାଧାନାଥ ରାୟପ୍ରଦୂଷଣକାଳିନ୍ଦୀ ଚରଣ ପାଣିଗ୍ରାହୀକିଶୋରଚନ୍ଦ୍ରାନନ୍ଦ ଚମ୍ପୂସୁରେଶ କୁମାର ରାଉତରାୟମାହିମ ଦୁର୍ଗ , ମୁମ୍ବାଇଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଅଶ୍ୱିନୀ କୁମାର ଘୋଷଉତ୍କଳ ଦିବସପଥ ଓ ପୃଥିବୀକାହ୍ନୁଚରଣ ମହାନ୍ତିଓଡ଼ିଶାର ଇତିହାସପୁରୀହ୍ୱାଟ୍ସଆପଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବର୍ଷାକଳାହାଣ୍ଡି ଜିଲ୍ଲାଓଡ଼ଗାଁଦିନରବି ପଟ୍ଟନାୟକମୁଁ ରାଜା ତୁ ରାଣୀବିବାହତାରାତାରିଣୀ ମନ୍ଦିରଜୟ ଜଗନ୍ନାଥଶ୍ରୀତମ ଦାସଅଷ୍ଟ୍ରେଲିଆଛାନ୍ଦସମୀର ରଞ୍ଜନ ଦାଶଶିଶୁ ଅନନ୍ତ ଦାସଦରମାହାଡ଼ି ଦାସନବଯୌବନ ବେଶଗୋପୀନାଥ ମହାନ୍ତିଓଡ଼ିଶାର ଲୋକନୃତ୍ୟQR codeବେଦଲାଟିନ ଭାଷାପବିତ୍ର ମୋହନ ଜେନାସାନିଆ ମିର୍ଜାମିଳିମିଳାବନ୍ଦେ ଉତ୍କଳ ଜନନୀଚନ୍ଦ୍ରଶେଖର ରଥକୃପାସିନ୍ଧୁ ମିଶ୍ରରୋହିଦାସ ସିଂ ନାଗକଟକ ଜିଲ୍ଲାବିଜୁ ପଟ୍ଟନାୟକଓଡ଼ିଆ ସାହିତ୍ୟର ଇତିହାସଆର୍ଯ୍ୟଭଟ୍ଟଫତୁରାନନ୍ଦରାଜଧାନୀ ପ୍ରତିଷ୍ଠା ଦିବସବାଘହାଣ୍ଡିଏଡା ଲଭ୍‌ଲେସ୍‌କନ୍ଧମାଳ ଜିଲ୍ଲାକଳିଙ୍ଗ ଯୁଦ୍ଧବାଲେଶ୍ୱର ଜିଲ୍ଲାରକ୍ତଜିନା ସାମଲକରଞ୍ଜଜହ୍ନରେବା ରାୟବାଳୁଙ୍ଗା ଟୋକା🡆 More