ଆଟ୍ରିଓଭେଣ୍ଟ୍ରିକୁଲାର ରିଏଣ୍ଟ୍ରାଣ୍ଟ ଟାକିକାକାର୍ଡିଆ

ଆଟ୍ରିଓଭେଣ୍ଟ୍ରିକୁଲାର ରିଏଣ୍ଟ୍ରାଣ୍ଟ ଟାକିକାକାର୍ଡିଆ ( AVRT ), ଏକ ପ୍ରକାର ଅସ୍ୱାଭାବିକ ଦୃତ ହୃଦ୍‌ଗତି ରୋଗ । ଲକ୍ଷଣଗୁଡ଼ିକରେ ପାଲପିଟେସନ, ହାଲୁକା ମୁଣ୍ଡ ଏବଂ ଛାତି ଅସ୍ୱାଭାବିକତା ହୋଇପାରେ | ହୃଦଗତି ପ୍ରତି ମିନିଟରେ ୧୫୦ରୁ ୨୫୦ ଥର ସହିତ ହଠାତ୍ ଆରମ୍ଭ ହୁଏ | ଜଟିଳତା ବିରଳ ଅଟେ । ଏହା ଏକ ପ୍ରକାର ପାରୋକ୍ସିସମାଲ୍ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡିଆ (PSVT) ରୋଗ ।

Atrioventricular reentrant tachycardia
Atrioventricular reciprocating tachycardia, atrioventricular reentry tachycardia
ଆଟ୍ରିଓଭେଣ୍ଟ୍ରିକୁଲାର ରିଏଣ୍ଟ୍ରାଣ୍ଟ ଟାକିକାକାର୍ଡିଆ
Conduction pathway in atrioventricular reentrant tachycardia, a form of supraventricular tachycardia
ବିଭାଗCardiology
ଲକ୍ଷଣPalpitations, lightheadedness, chest discomfort
ଆକ୍ରାନ୍ତ ସମୟSudden
ଅବଧିEpisodic
କାରଣWolff–Parkinson–White syndrome
ବିପଦ କାରକGenetics
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG)
ସଠିକ ରୋଗ ନିର୍ଣ୍ଣୟOrthodromic: AVNRT, sinus tachycardia, atrial flutter
Antidromic: Ventricular tachycardia
ଚିକିତ୍ସାVagal maneuvers, adenosine, procainamide, electrical cardioversion, ablation
ପୁନଃପୌନିକUncommon

କାରଣଗୁଡ଼ିକ ହେଉଛି ଉଲ୍ଫ-ପାର୍କିନସନ-ହ୍ୱାଇଟ ସିଣ୍ଡ୍ରୋମ୍ (WPW) । ଅନ୍ତର୍ନିହିତ କ୍ରିୟାବିଧିରେ ଏକ ଆନୁଷଙ୍ଗିକ ପଥ୍ ଅନ୍ତର୍ଭୁକ୍ତ ଯାହାକି ବୈଦୁତିକ ସଙ୍କେତକୁ ହୃଦୟର ଉପର ଏବଂ ତଳ ଚାମ୍ବର ମଧ୍ୟରେ ଏଭି ନୋଡ ବାହାରେ ଯାତ୍ରା କରିବାକୁ ଅନୁମତି ଦେଇଥାଏ । ଏହାର ଦୁଇଟି ପ୍ରକାର ଅଛି: ଅର୍ଥୋଡ୍ରୋମିକ୍ ଯେଉଁଥିରେ ସଙ୍କେତ ନିଳୟରୁ ଅଳିନ୍ଦ ପର୍ଯ୍ୟନ୍ତ ଆନୁଷଙ୍ଗିକ ପଥ ଦେଇ ଗତି କରେ ଏବଂ କ୍ୟୁଆରଏସ କମ୍ପ୍ଲେକ୍ସ ସାଧାରଣତ ସଂକୀର୍ଣ୍ଣ ଏବଂ ଆଣ୍ଟିଡ୍ରୋମିକ୍ ଥାଏ ଯେଉଁଥିରେ ସିଗନାଲ୍ ଆଟ୍ରିଆରୁ ଭେଣ୍ଟ୍ରିକଲ୍ ଏବଂ (QRS) କମ୍ପ୍ଲେକ୍ସ ପର୍ଯ୍ୟନ୍ତ ବିସ୍ତୃତ | ସ୍ଥାୟୀ ଜଙ୍କସନାଲ ରିଏଣ୍ଟ୍ରାଣ୍ଟ ଟାକିକାର୍ଡିଆ (PJRT) ହେଉଛି ଏକ ପ୍ରକାର ଅର୍ଥୋଡ୍ରୋମିକ୍ ଏଭିଆରଟି (AVRT) ।

ପ୍ରାରମ୍ଭିକ ଚିକିତ୍ସା, ଯେଉଁମାନେ ଅନ୍ୟଥା ସ୍ଥିର ଅଟନ୍ତି, ଭାଗାଲ୍ ମାନୋଭର କରାଯାଏ । ଏହା ପ୍ରଭାବଶାଳୀ ନ ହେଲେ ଆଡେନୋସିନ ବ୍ୟବହାର କରାଯାଇପାରେ । ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଭେରାପାମିଲ୍, ପ୍ରୋକେନାମାଇଡ୍, କିମ୍ବା ବିଟା ବ୍ଲକର୍ ଦିଆଯାଇପାରେ । ଯଦି ଏହା ପ୍ରଭାବଶାଳୀ ନୁହେଁ କିମ୍ବା ବ୍ୟକ୍ତି ଅସ୍ଥିରତା ଅଛି ତେବେ ବୈଦୁତିକ କାର୍ଡିଓଭର୍ସନ୍ କରାଯାଇପାରେ । ରେଡିଓଫ୍ରିକ୍ୱେନ୍ସି ଆବ୍ଲେସନ୍ ସହିତ ବାରମ୍ବାର ଆକ୍ରମଣକୁ ରୋକାଯାଇପାରେ । ଯେଉଁମାନଙ୍କରେ ଆବ୍ଲାସନ ସମ୍ଭବ ନୁହେଁ ତାଙ୍କର ଫ୍ଲେକ୍ନାଇଡ୍ ବ୍ୟବ‌ହାର କରାଯାଏ ।

ଏଭିଆରଟି ଏକ ଅସାଧାରଣ ରୋଗ ଯେଉଁଥିରେ ୧%ରୁ କମ୍ ଲୋକ ପ୍ରଭାବିତ ହୁଅନ୍ତି । ଯେତେବେଳେ ପ୍ରାୟ ୦.୨ % ଲୋକଙ୍କର ଇସିଜିରେ ଡବ୍ଲ୍ୟୁପିଡବ୍ଲ୍ୟୁ ଥାଏ, ସେମାନେ ସମସ୍ତେ ଏଭିଆରଟି (AVRT) ପରି ଦ୍ରୁତ ହୃଦସ୍ପନ୍ଦନ ବିକାଶ କରନ୍ତି ନାହିଁ । AV ନୋଡାଲ୍ ରେଣ୍ଟାଣ୍ଟ ଟାଚାଇକାର୍ଡିଆ (AVNRT) ପରେ ଏହା ହେଉଛି ଦ୍ୱିତୀୟ ସାଧାରଣ ପ୍ରକାରର ପିଏସଭିଟି (PSVT) | ପ୍ରାୟତ ୯ରୁ 37 ବର୍ଷ ବୟସରେ ଏହି ରୋଗ ହୋଇଥାଏ। ୧୮୯୩ ମସିହାରେ ସ୍ଟାନଲେ କେଣ୍ଟ ପ୍ରଥମେ ଏହାର ଆନୁସଙ୍ଗିକ ପଥ ଥିବା କଥା ବର୍ଣ୍ଣନା କରିଥିଲେ ଓ ୧୯୩୦ରେ ଲୁଇ ଉଲ୍ଫ, ଜନ ପାର୍କିନସନ ଓ ପଲ ଡୁଡଲେ ହ୍ୱାଇଟ ଲକ୍ଷଣ ବିଷୟରେ ଲେଖିଥିଲେ ।

ଆଧାର

Tags:

ଅନିୟମିତ ହୃତ୍ ସ୍ପନ୍ଦନଛାତି ଯନ୍ତ୍ରଣାଦୃତ ହୃଦ୍‌ଗତିପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ

🔥 Trending searches on Wiki ଓଡ଼ିଆ:

କଣ୍ଟାକୁସୁମ୨୭ ମାର୍ଚ୍ଚତାରକାସୁରଫାଇଜାବାଦ ରେଳ ଷ୍ଟେସନସମ୍ବଲପୁରୀ ଭାଷାଯକୃତଭାରତବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରକୁଟୁରାଇନ୍ଦିରା ଗାନ୍ଧୀଭୌଗଳିକ ଦିଗବାରେଣିନିଓୱାଇଜ ଧୂମକେତୁ୭ (ସଂଖ୍ୟା)ଓଡ଼ିଶାର ଲୋକନୃତ୍ୟରାମ୮୮୭ବେଦସୋଫୋସବୁଭିର/ଭେଲପାଟାସଭିରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବସନ୍ତ ରୋଗଜର୍ଜ କ୍ୟାଣ୍ଟରମଧୁସୂଦନ ରାଓଚିନ୍ତାମଣି ମହାନ୍ତିISBN (identifier)ଅନ୍ତରଙ୍ଗ ସମ୍ପର୍କ୧୯୮୮ମାଳିକାଗୀତଗୋବିନ୍ଦ୧୯୭୫ରୋହିତ ଶର୍ମାଅଷ୍ଟ୍ରେଲିଆଗଣେଶ ପୂଜାଜଗନ୍ନାଥଉମେଶଚନ୍ଦ୍ର ସରକାରମୟୂରଭଞ୍ଜ ଜିଲ୍ଲାରମାଦେବୀ ଚୌଧୁରୀସୁଶାସନ ଦିବସଜୟନ୍ତୀ ରଥମନମୋହନ ସାମଲଉପେନ୍ଦ୍ର କିଶୋର ଦାସସମଲେଶ୍ୱରୀ ମନ୍ଦିରଚୀନଓଡ଼ିଶୀଦୁର୍ଗାମାଧବ ମିଶ୍ରହନୁମାନ ଜୟନ୍ତୀଦୁର୍ଗା ପୂଜାଗୋବିନ୍ଦ ତ୍ରିପାଠୀଭାରତୀୟ ମୁଦ୍ରାକଳ୍ପନା କୁମାରୀ ଦେବୀଶ୍ରାଦ୍ଧନମିତା ଅଗ୍ରୱାଲଯୁକ୍ତରାଷ୍ଟ୍ର ଆମେରିକାକାର୍ତ୍ତିକେୟଇନ୍‌ଫ୍ଲୁଏଞ୍ଜାପଞ୍ଚତୀର୍ଥ, ପୁରୀଦଶହରାଗଣନ ସଂଖ୍ୟାସରୋଜ ବଳଅଭିମନ୍ୟୁ ସାମନ୍ତସିଂହାରଗୌରୀଶଙ୍କର ରାୟରଶ୍ମି ରାଉଳଗୋପବନ୍ଧୁ ଦାସରମାକାନ୍ତ ରଥଭାନୁଜୀ ରାଓ🡆 More