ଆହମ୍ମଦୀୟ

ଆହମ୍ମଦୀୟ ବା ଆହମ୍ମଦୀୟା(ଆରବୀ: أحمدية‎

    ଉର୍ଦ୍ଦୁ
    احمدِیہ) ହେଉଛି ଏକ ଇସଲାମୀୟ ସମାଜ ସୁଧାର ଆନ୍ଦୋଳନ । ଯାହା ମୀର୍ଜା ଘୁଲାମ ଅହମ୍ମଦ(୧୮୩୫-୧୯୦୮)ଙ୍କ ଜୀବନ ଓ ଶିକ୍ଷା ଉପରେ ଆଧାରିତ ହୋଇ ଉନବିଂଶ ଶତାବ୍ଦୀରେ ବ୍ରୀଟିଶ ଶାସନାଧିନ ଭାରତରେ ପ୍ରତିଷ୍ଠିତ ହୋଇଥିଲା ଯିଏକି ବିଭିନ୍ନ ପାଶ୍ଚାତ୍ୟ ଧର୍ମାଦିର ଭବିଷ୍ୟବାଣୀରେ ବର୍ଣ୍ଣିତ ଈଶ୍ୱରଙ୍କ ଶେଷନିଷ୍ପତ୍ତି ଦିନର ଅଗ୍ରଦୂତ ଓ ଇସଲାମ ଧର୍ମରେ ବର୍ଣ୍ଣିତ ଇସଲାମ ଧର୍ମର ବିଜୟ ଆଣିବାରେ ସିଦ୍ଧ ହୋଇଥିଲେ ବୋଲି ନିଜକୁ ଘୋଷଣା କରିଥିଲେ। ସେ ନିଜକୁ ଚତୁର୍ଦଶ ଶତାବ୍ଦୀର ମୁଜାଦିଦ (ଈଶ୍ୱରୀୟ ସଂସ୍କାରକ) ଓ ମୁସଲମାନଙ୍କର ପ୍ରତୀକ୍ଷିତ ମହଦି ଓ ପ୍ରତିଜ୍ଞାବଦ୍ଧ ମସିହାରୂପେ ଘୋଷଣା କରିଥିଲେ ଆହମ୍ମଦୀୟ ଆନ୍ଦୋଳନର ଅନୁଗାମୀମାନେ ଆହମ୍ମଦୀ ବା ଅହମ୍ମଦୀ ମୁସଲମାନ ଭାବେ ପରିଚିତ। ଅନ୍ୟମତାବଲମ୍ବୀ ମୁସଲମାନମାନେ ଏହାଙ୍କୁ ବ୍ୟଙ୍ଗୋକ୍ତିରେ କାଦିଆନୀ (କାଦିୟାନ ସ୍ଥଳର) ମୁସଲମାନ ବୋଲି କହିଥାନ୍ତି।


ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଟର (ବେନାମୀ ନେଟୱାର୍କ)ଶ୍ରାଦ୍ଧବାଲିଯାତ୍ରାବିରଜା ମନ୍ଦିରଓଡ଼ିଆ ଚଉତିଶାଗୁପଚୁପଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନଶିମିଳିପାଳ ଜାତୀୟ ଉଦ୍ୟାନବଳରବି ସିଂସାରଳା ଦାସତାଳଧ୍ୱଜଉଇକିଖବରସୂର୍ଯ୍ୟରାମଶଙ୍କର ରାୟଦୁଦୁରାଭଦଭଦଳିଆନିତ୍ୟାନନ୍ଦ ଶତପଥୀବିଶ୍ୱତାପନଆଧୁନିକ କଥା ସାହିତ୍ୟ (ଉପନ୍ୟାସ)କବାଡିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଯୌଥ ପରିବାରଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଯାଜପୁରଭାରତୀୟ ବାୟୁସେନାଯୁକ୍ତରାଷ୍ଟ୍ର ଆମେରିକା୧୯୮୩ପାଟଦେଇଅଭିନିବେଶ ଅର୍ଥନୀତିଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଶମୀରାସେଶ୍ୱରୀ ପାଣିଗ୍ରାହୀଏକକମୀନ (ମାସ)ଲାଜକୁଳୀ ଲତାରାମଚନ୍ଦ୍ର ମିଶ୍ରଗନରିଆଅଣ୍ଡା (ଜୀବ ବିଜ୍ଞାନ)ଜଗନ୍ନାଥ ଦାସୟୁ ଟ୍ୟୁବଓଡ଼ିଶାର ପର୍ବପର୍ବାଣିସୂଚନା ପ୍ରଯୁକ୍ତିବିଦ୍ୟାଭୁବନେଶ୍ୱରଓଡ଼ିଆ ସାହିତ୍ୟବିଜୁ ଜନତା ଦଳଧନୁଯାତ୍ରାମଙ୍ଗଳା ମନ୍ଦିରଗୋପାଳ ଚନ୍ଦ୍ର ପ୍ରହରାଜଭାରତର ଜାତୀୟ ପତାକାଓଡ଼ିଆ ରାମାୟଣଉପେନ୍ଦ୍ର ଭଞ୍ଜ୨୯ ଅପ୍ରେଲଆଇଓଏସଭାରତର ସଂସ୍କୃତିପାକସ୍ଥଳୀ ପ୍ରଦାହରାଧାନାଥ ରାୟଛତ୍ରପୁର, ଗଞ୍ଜାମନିମୋନିଆ୧୪ ଫେବୃଆରୀଧର୍ମପଦକଟକ ଚଣ୍ଡୀ ମନ୍ଦିରଦଶରଥପଟ୍ଟଚିତ୍ରଓଡ଼ିଶୀ🡆 More