୨୦୧୧ କ୍ରିକେଟ ବିଶ୍ୱ କପ

୨୦୧୧ ମସିହାରେ ହେଇଥିବା ICC କ୍ରିକେଟ ବିଶ୍ୱ କପ, ବିଶ୍ୱ କପ ଇତିହାସରେ ୧୦ ମ ବିଶ୍ୱ କପ ଥିଲା । ଏହା ମିଳିତ ଭାବରେ ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶରେ ଆୟୋଜିତ ହେଇଥିଲା । ଭାରତ ଏହି ଟୁର୍ଣାମେଣ୍ଟ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଜିତିଥିଲା । ଏହା ଭାରତର ୧୯୮୩ ପରେ ଜିତିଥିବା ଅନ୍ୟତମ ବିଶ୍ୱ କପ ବିଜୟ । ଏହା ଜିତିବା ପରେ ଭାରତ ନିଜ ଦେଶରେ ଆୟୋଜିତ ହଉଥିବା ବିଶ୍ୱ କପ ଜିତିବାରେ ପ୍ରଥମ ଦେଶ ମଧ୍ୟ ହେଲା । ଏହି ବିଶ୍ୱ କପରେ ଯୁବରାଜ ସିଂହ man of the tournament ପୁରସ୍କାର ଜିତିଥିଲେ । ପ୍ରଥମ ଥର ପାଇଁ ୨ଟି ଏସୀୟ ଦେଶ ବିଶ୍ୱ କପ ଫାଇନାଲ ଖେଳିଥିଲେ ଓ ଅଷ୍ଟ୍ରେଲିଆ ୧୯୯୨ ପରେ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇ ନଥିଲା । 

ଏହି ବିଶ୍ୱ କପରେ ୧୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ଟେଷ୍ଟ ମାନନ୍ୟତା ପ୍ରାପ୍ତ ୧୦ଟି ଦେଶ ସମେତ ICCର ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରୁ ବାକି ୪ଟି ଦଳ ଚୟନ କରା ଯାଇଥିଲା । 

ଫର୍ମାଟ 

୨୦୦୭ ମସିହାରେ ICCଦ୍ୱାରା ଆହୁତ ସମ୍ମିଳନୀରେ ବିଶ୍ୱ କପର ପ୍ରଚଳିତ ଫର୍ମାଟର ପରିବର୍ତ୍ତନ କରିବା ପାଇଁ  ନିଷ୍ପତ୍ତି ନିଆଗଲା । ୧୪ଟି ଦଳକୁ ନେଇ ଦୁଇଟି ଗ୍ରୁପରେ ୭ଟି ଲେଖା ଦଳ ଭିତରେ ରାଉଣ୍ଡ ରବୀନ ପଦ୍ଧତିରେ ମେଚ ଅନୁଷ୍ଠିତ କରି ପ୍ରତି ଗ୍ରୁପରୁ ଶ୍ରେଷ୍ଠ ୪ଟି ଲେଖା ଟିମକୁ ନେଇ ସୁପର ୮ ପ୍ରତିଯୋଗିତା ହେବାର ସ୍ଥିର ହେଇଥିଲା । 

ଯୋଗ୍ୟତା ଅର୍ଜନ 

ICC ଟେଷ୍ଟ ମାନ୍ୟତାରେ ଥିବା ୧୦ଟି ଦଳକୁ ସିଧା ସଳଖ ପ୍ରବେଶ ଦିଅ ଯାଇ ଅବଶିଷ୍ଟ ୪ଟି ସ୍ଥାନ ପାଇଁ ଯୋଗ୍ୟତା ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଏହି ଯୋଗ୍ୟତା ପ୍ରତିଯୋଗିତାରେ ଆୟରଲଣ୍ଡ, କାନାଡା, ହଲାଣ୍ଡ ଓ କେନିୟା ଏହି ପ୍ରତିଯୋଗତାର ପ୍ରଥମ ୪ଟି ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କଲେ । 

ଅଂଶ ଗ୍ରହଣ କାରୀ ଦଳର ସୂଚୀ 

୧୪ଟି ଅଂଶ ଗ୍ରହଣ ଯୋଗ୍ୟ ଦଳଙ୍କ ମଧ୍ୟରେ ଗ୍ରୁପ A ଓ ଗ୍ରୁପ B ଗଠିତ ହେଲା 

Group A Group B
Rank Team Rank Team
Full Members
1 ୨୦୧୧ କ୍ରିକେଟ ବିଶ୍ୱ କପ  Australia 2 ୨୦୧୧ କ୍ରିକେଟ ବିଶ୍ୱ କପ  India (co-host)
3 ୨୦୧୧ କ୍ରିକେଟ ବିଶ୍ୱ କପ  Pakistan 4 ୨୦୧୧ କ୍ରିକେଟ ବିଶ୍ୱ କପ  South Africa
5 ୨୦୧୧ କ୍ରିକେଟ ବିଶ୍ୱ କପ  New Zealand 6 ୨୦୧୧ କ୍ରିକେଟ ବିଶ୍ୱ କପ  England
7 ୨୦୧୧ କ୍ରିକେଟ ବିଶ୍ୱ କପ  Sri Lanka(co-host) 8 ୨୦୧୧ କ୍ରିକେଟ ବିଶ୍ୱ କପ  West Indies
9 ୨୦୧୧ କ୍ରିକେଟ ବିଶ୍ୱ କପ  Zimbabwe 10 ୨୦୧୧ କ୍ରିକେଟ ବିଶ୍ୱ କପ  Bangladesh (co-host)
Associate Members
11 ୨୦୧୧ କ୍ରିକେଟ ବିଶ୍ୱ କପ  Canada 12 ୨୦୧୧ କ୍ରିକେଟ ବିଶ୍ୱ କପ  Ireland
13 ୨୦୧୧ କ୍ରିକେଟ ବିଶ୍ୱ କପ  Kenya 14 ୨୦୧୧ କ୍ରିକେଟ ବିଶ୍ୱ କପ  Netherlands

ପ୍ରସ୍ତୁତି 

୨୦୧୧ କ୍ରିକେଟ ବିଶ୍ୱ କପ 
ଉଦଘାଟନ ସମାରୋହରେ ଆତଶବାଜି ପ୍ରଦର୍ଶନ  

ପାକିସ୍ତାନର ସହ ଆୟୋଜକ ହେବାର ଯୋଗ୍ୟତା ରଦ୍ଦ 

ଏହି ପ୍ରତିଯୋଗିତା ପାଇଁ ପାକିସ୍ତାନ ମଧ୍ୟ ସହ ଆୟୋଜକ ହେବାର ସ୍ଥିର ହେଇଥିଲା । ତେବେ ୨୦୦୯ ମସିହାରେ ଆତଙ୍କବାଦୀମାନଙ୍କଦ୍ୱାରା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ବସରେ ଆକ୍ରମଣ ହେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ମେଚ ଆୟୋଜନ ସୁଯୋଗରୁ ବାଦ ଦିଆ ଯିବାର ନିଷ୍ପତ୍ତି ନିଆଯାଇଥିଲା । 

ଯୋଗ୍ୟତା ଅର୍ଜନ 

Group A Group B
Rank Team Rank Team
Full Members
1 ୨୦୧୧ କ୍ରିକେଟ ବିଶ୍ୱ କପ  Australia 2 ୨୦୧୧ କ୍ରିକେଟ ବିଶ୍ୱ କପ  India (co-host)
3 ୨୦୧୧ କ୍ରିକେଟ ବିଶ୍ୱ କପ  Pakistan 4 ୨୦୧୧ କ୍ରିକେଟ ବିଶ୍ୱ କପ  South Africa
5 ୨୦୧୧ କ୍ରିକେଟ ବିଶ୍ୱ କପ  New Zealand 6 ୨୦୧୧ କ୍ରିକେଟ ବିଶ୍ୱ କପ  England
7 ୨୦୧୧ କ୍ରିକେଟ ବିଶ୍ୱ କପ  Sri Lanka(co-host) 8 ୨୦୧୧ କ୍ରିକେଟ ବିଶ୍ୱ କପ  West Indies
9 ୨୦୧୧ କ୍ରିକେଟ ବିଶ୍ୱ କପ  Zimbabwe 10 ୨୦୧୧ କ୍ରିକେଟ ବିଶ୍ୱ କପ  Bangladesh (co-host)
Associate Members
11 ୨୦୧୧ କ୍ରିକେଟ ବିଶ୍ୱ କପ  Canada 12 ୨୦୧୧ କ୍ରିକେଟ ବିଶ୍ୱ କପ  Ireland
13 ୨୦୧୧ କ୍ରିକେଟ ବିଶ୍ୱ କପ  Kenya 14 ୨୦୧୧ କ୍ରିକେଟ ବିଶ୍ୱ କପ  Netherlands

ଗାନ 

ଏହି ବିଶ୍ୱ କପ ପାଇଁ ହିନ୍ଦୀ, ସିଂହଳୀ ଓ ବାଂଲା ଭାଷାରେ ୩ଟି ଗାନ ଚୟନ କରାଯାଇଥିଲା । ଉଦ୍ଧଘାଟନ ସମାରୋହରେ ଏହି ସବୁ ଗାନ ପରିବେଷିତ ହେଇଥିଲା । 

ମାସ୍କଟ

" ସ୍ତୁମ୍ପି " ନାମ ଦିଅ ହେଇଥିବା ଏକ ହାତିଶାବକକୁ ମାସ୍କଟ ଭାବରେ ସ୍ୱୀକୃତି ଦିଅ ଯାଇଥିଲା । ଏକ ଅନଲାଇନ ପ୍ରତିଯୋଗିତା ମାଧ୍ୟମରେ ଏହା ବଛା ଯାଇଥିଲା । 

ଉଦଘାଟନ ସମାରୋହ

ବାଂଲାଦେଶର ରାଜଧାନୀ ଢାକାର ବଙ୍ଗବନ୍ଧୁ ଜାତୀୟ ଷ୍ଟାଡିଅମରେ ୧୭ ଫେବୃଆରୀ, ୨୦୧୧ରେ ଏହି ବିଶ୍ୱ କପର ଉଦଘାଟନ ସମାରୋହ ଅନୁଷ୍ଠିତ ହେଇଥିଲା । 

ପୁରସ୍କାର ରାଶି 

ଏହି ପ୍ରତିଯୋଗିତାରେ ଦଳ ମାନଙ୍କ ପାଇଁ ପୁରସ୍କାର ରାଶିର ବର୍ଦ୍ଧନ କରା ଯାଇଥିଲା 

  • କ୍ୱାଟର ଫାଇନାଲରୁ ବାହାରିଥିବା ଦଳ -୨୫୦,୦୦୦ ଡଲାର
  • ୪ ର୍ଥ ସ୍ଥାନିତ ଦଳ -୫୦୦,୦୦୦ ଡଲାର 
  • ୩ ୟ ସ୍ଥାନିତ ଦଳ -୫୦୦,୦୦୦ ଡଲାର 
  • ରାନର୍ସ ଅପ - ୧.୫୦୦,୦୦୦ ଡଲାର 
  • ବିଜେତା - ୩.୨୫୦,୦୦୦ ଡଲାର 

ପ୍ରାଙ୍ଗଣ ସବୁ 

୨୦୧୧ କ୍ରିକେଟ ବିଶ୍ୱ କପ  India
Kolkata Chennai New Delhi Nagpur Ahmedabad
Eden Gardens M. A. Chidambaram Stadium Feroz Shah Kotla Ground Vidarbha Cricket

Association Stadium

Sardar Patel Stadium
Capacity: 66,349 Capacity: 37,220 Capacity: 40,715 Capacity: 45,000 Capacity: 54,000
୨୦୧୧ କ୍ରିକେଟ ବିଶ୍ୱ କପ  ୨୦୧୧ କ୍ରିକେଟ ବିଶ୍ୱ କପ  ୨୦୧୧ କ୍ରିକେଟ ବିଶ୍ୱ କପ  ୨୦୧୧ କ୍ରିକେଟ ବିଶ୍ୱ କପ  ୨୦୧୧ କ୍ରିକେଟ ବିଶ୍ୱ କପ 
Mumbai Mohali Bangalore
Wankhede Stadium Punjab Cricket

Association Stadium

M. Chinnaswamy Stadium
Capacity: 32,000 Capacity: 42,000 Capacity: 36,430
୨୦୧୧ କ୍ରିକେଟ ବିଶ୍ୱ କପ  ୨୦୧୧ କ୍ରିକେଟ ବିଶ୍ୱ କପ  ୨୦୧୧ କ୍ରିକେଟ ବିଶ୍ୱ କପ 
୨୦୧୧ କ୍ରିକେଟ ବିଶ୍ୱ କପ  Sri Lanka ୨୦୧୧ କ୍ରିକେଟ ବିଶ୍ୱ କପ  Bangladesh
Colombo Pallekele Hambantota Chittagong Dhaka
R. Premadasa Stadium Pallekele International

Cricket Stadium

Mahinda Rajapaksa

International Stadium

Zohur Ahmed

Chowdhury Stadium

Sher-e-Bangla National

Cricket Stadium

Capacity: 35,000 Capacity: 35,000 Capacity: 35,000 Capacity: 20,000 Capacity: 26,000
୨୦୧୧ କ୍ରିକେଟ ବିଶ୍ୱ କପ  ୨୦୧୧ କ୍ରିକେଟ ବିଶ୍ୱ କପ  ୨୦୧୧ କ୍ରିକେଟ ବିଶ୍ୱ କପ 

ଆମ୍ପୟର

ଦଳ ସବୁ 

ପ୍ରତେକ ଦଳରେ ୧୫ ଜଣ ଖେଳାଳିଙ୍କୁ ଆସିବାକୁ ଅନୁମତି ଦିଆ ଯାଇଥିଲା । 

Matches

ଅଭ୍ଯାସ ମେଚ 

ପରିସ୍ଥିତି ସହ ଖାପ ଖୁଆଇବାକୁ ବିଶ୍ୱ କପ ମେଚ ଆରମ୍ଭ ହେବା ଆଗରୁ ପ୍ରତି ଦଳ ପାଇଁ ଅଭ୍ଯାସ ମେଚ ସବୁର ଆୟୋଜନ କରା ଯାଇଥିଲା । 

ଗ୍ରୁପ ସ୍ତର 

ଗ୍ରୁପ  A

ଗ୍ରୁପର ୭ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ କ୍ୱାଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ  

ଗ୍ରୁପ B 

ଗ୍ରୁପର ୭ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ କ୍ୱାଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ  

କ୍ୱାଟର ଫାଇନାଲ 

ସେମି ଫାଇନାଲ 

ଫାଇନାଲ 

ପରିସଙ୍ଖ୍ୟାଁନ 

ବିବାଦୀୟ ପରିସ୍ଥିତି 

  • ବାଂଲାଦେଶର କିଛି ଦର୍ଶକ ୱେଷ୍ଟ ଇଣ୍ଡିଜ ଦଳ ଉପରେ ଟେକା ପଥର ଫୋପଡିଥିବାର ଅଭିଯୋଗ ହେଇଥିଲା । ତାହା ପରେ ଦଳକୁ ଦିଆଯାଉଥିବା ସୁରକ୍ଷ୍ୟା ବଢ଼େଇ ଦିଅ ଯାଇଥିଲା । 
  • ମୁମ୍ବାଇରେ ଶିବ ସେନା ପାକିସ୍ତାନ ଦଳକୁ ଅନ୍ତର୍ଭୁକ୍ତ କରା ଯାଇଥିବାରୁ ବିରୋଧ ପ୍ରଦର୍ଶନ କରିଥିଲେ ମଧ୍ୟ ମେଚ ହେବାରେ କିଛି ଅସୁବିଧା ହେଇ ନ ଥିଲା । 
  • ଗୃପ ସ୍ତରରେ ଭାରତ ବନାମ ଇଂଲଣ୍ଡ ମେଚରେ ଅମ୍ପାୟରଙ୍କ ନିଷ୍ପତ୍ତି ନେଇ ବିବାଦ ଉପୁଜିଥିଲା ।  
  • ଫାଇନାଲରେ ମେଚ ରେଫରି ଦର୍ଶକଙ୍କ କୋଳାହଳଦ୍ୱାରା ଟସରେ ଶ୍ରୀଲଙ୍କା ଅଧିନାୟକ କହିଥିବା କଥା ଠିକ ଶୁଣି ପାରିନଥିବାରୁ ଟସ ଆଉଥରେ ହେଇଥିଲା । ଏପରି ଦୃଷ୍ଟାନ୍ତ କ୍ରିକେଟରେ ପ୍ରଥମ ଥର ପାଇଁ ହେଲା । 

ଆଧାର 

ଅଧିକ ତଥ୍ୟ

Tags:

୨୦୧୧ କ୍ରିକେଟ ବିଶ୍ୱ କପ ଫର୍ମାଟ ୨୦୧୧ କ୍ରିକେଟ ବିଶ୍ୱ କପ ଯୋଗ୍ୟତା ଅର୍ଜନ ୨୦୧୧ କ୍ରିକେଟ ବିଶ୍ୱ କପ ପ୍ରସ୍ତୁତି ୨୦୧୧ କ୍ରିକେଟ ବିଶ୍ୱ କପ ଯୋଗ୍ୟତା ଅର୍ଜନ ୨୦୧୧ କ୍ରିକେଟ ବିଶ୍ୱ କପ ଉଦଘାଟନ ସମାରୋହ୨୦୧୧ କ୍ରିକେଟ ବିଶ୍ୱ କପ ପୁରସ୍କାର ରାଶି ୨୦୧୧ କ୍ରିକେଟ ବିଶ୍ୱ କପ ପ୍ରାଙ୍ଗଣ ସବୁ ୨୦୧୧ କ୍ରିକେଟ ବିଶ୍ୱ କପ ଆମ୍ପୟର୨୦୧୧ କ୍ରିକେଟ ବିଶ୍ୱ କପ ଦଳ ସବୁ ୨୦୧୧ କ୍ରିକେଟ ବିଶ୍ୱ କପ Matches୨୦୧୧ କ୍ରିକେଟ ବିଶ୍ୱ କପ ପରିସଙ୍ଖ୍ୟାଁନ ୨୦୧୧ କ୍ରିକେଟ ବିଶ୍ୱ କପ ବିବାଦୀୟ ପରିସ୍ଥିତି ୨୦୧୧ କ୍ରିକେଟ ବିଶ୍ୱ କପ ଆଧାର ୨୦୧୧ କ୍ରିକେଟ ବିଶ୍ୱ କପ ଅଧିକ ତଥ୍ୟ୨୦୧୧ କ୍ରିକେଟ ବିଶ୍ୱ କପଯୁବରାଜ ସିଂହ

🔥 Trending searches on Wiki ଓଡ଼ିଆ:

ମାଲେସିଆରବୀନ୍ଦ୍ରନାଥ ଠାକୁରଛାନ୍ଦମସ୍କୋପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଦାଶରଥି ଦାସଜୟଦେବଗୋପାଳ ଛୋଟରାୟ୧୭୪୬ଭଦ୍ରକ ଜିଲ୍ଲାରଥଦୀପା ସାହୁ (୧୯୮୫ ଜନ୍ମ)ବିଦ୍ୟୁତପ୍ରଭା ଦେବୀଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଆ ଉଇକିପିଡ଼ିଆଟ୍ରାଲୋକିନୁମାବଓଡ଼ିଶାର କଳାଜିନା ସାମଲଶ୍ରୀନିବାସ ରାମାନୁଜନଲକ୍ଷ୍ମୀଉଇକିପିଡ଼ିଆ ସମୂହର ତାଲିକାଗୀତଗୋବିନ୍ଦପିଙ୍କି ପ୍ରଧାନସ୍ତନ୍ୟପାୟୀଗିରିଜା କୁମାର ବଳୀୟାରସିଂହଓଡ଼ିଆ ନାଟକପ୍ରସନ୍ନ କୁମାର ପଣ୍ଡାରାମାବତାରମ୍ଗୋପୀନାଥ ମହାନ୍ତିଓଡ଼ିଆ ଖାଦ୍ୟ୦ (ସଂଖ୍ୟା)ରାଉରକେଲାହରେକୃଷ୍ଣ ମହତାବସାରଥୀ ବାବାନୟାଗଡ଼ ଜିଲ୍ଲାମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାରାଶି ଓ ନକ୍ଷତ୍ରଆକବରନନ୍ଦିନୀ ଶତପଥୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଉତ୍କଳ ସମ୍ମିଳନୀସ୍ଥୌଲ୍ୟତାଶଙ୍କରାଚାର୍ଯ୍ୟଲୋକ ସଭାଓଡ଼ିଆ ଭାଷା ଆନ୍ଦୋଳନରାକ୍ଷୀ ପୂର୍ଣ୍ଣିମାରାମଚନ୍ଦ୍ର ବେହେରାପୁଷ୍ଟିସାରଓଡ଼ିଆ ଭାଷାଢଗ ଢମାଳିଚଇତି ଘୋଡ଼ା ନାଚବଣ୍ଡ (ଅର୍ଥ)ପଠାଣି ସାମନ୍ତବଡ଼ ଏରାଏଞ୍ଜେଲା ମେର୍କେଲ୍ଭଦଭଦଳିଆଛାରପୋକରାବଣନବକଳେବରଗୁରୁ ପ୍ରସାଦ ମହାନ୍ତିଦେବସ୍ନାନ ପୂର୍ଣ୍ଣିମାମନୋରଞ୍ଜନ ଦାସନବୀନ ପଟ୍ଟନାୟକରାମାୟଣଜୁନ🡆 More